‘ଇଣ୍ଡିଆନ୍ ଆଇଡଲ୍’ ଶୋ’କୁ ଫେରୁଛନ୍ତି ଅନୁ

ଭୁବନେଶ୍ବର: ମିଠୁ ବଲିଉଡ୍ର ଅନେକ ଲୋକପ୍ରିୟ କଳାକାରଙ୍କ ଉପରେ ଅଭିଯୋଗ ଲାଗିଥିଲା । ସିଙ୍ଗର ସୋନା ମହାପାତ୍ର ଓ ଶ୍ୱେତା ପଣ୍ଡିତ ୨୦୧୮ରେ ଯୌନ ଶୋଷଣର ଅଭିଯୋଗ ଅନୁ ମଲିକଙ୍କ ଉପରେ କରିଥିଲେ। ଅନୁ ସୋନି ଟିଭିରେ ପ୍ରସାରିତ ହେଉଥିବା ’ଇଣ୍ଡିଆନ୍ ଆଇଡଲ୍’ ଶୋ’ ରୁ ବ୍ୟ।ନ୍ କର।ଯ।ଇଥିଲା ।
କିନ୍ତୁ ପୁଣି ଥରେ ଅନୁ ମଲିକ ’ଇଣ୍ଡିଆନ୍ ଆଇଡଲ୍’ ଶୋ’କୁ ଫେରୁଛନ୍ତି। ଶୋ’କୁ ଅନୁ ମଲିକ ଫେରିବା ଗ।ୟିକ। ସୋନା ମହ।ପ।ତ୍ର ଏହ।କୁ ନିନ୍ଦା କରିଛନ୍ତି ।
ସୋନା ଟ୍ୱିଟ୍ କରି କହିଛନ୍ତି, ଅନୁଙ୍କୁ ପୁଣି ଥରେ ଶୋ’କୁ ଆସିବା ପାଇଁ ଅନୁମତି ଦେଇ ସୋନି ଟିଭି ଭାରତରେ ପିଲାଙ୍କ ଉତ୍ତମ ଭବିଷ୍ୟତ ଓ ସୁରକ୍ଷ। କଥା ଚିନ୍ତା କରୁଥିବା ବ୍ୟକ୍ତିଙ୍କ ମୁହଁରେ ଚାପୁଡ଼ା ମାରିଛି । ଏପରିକି ହାସ୍ ଟ୍ୟ।ଗ୍ ଦେଇ ସୋନ। ’ମୂଷ। ପୁଣି ଥରେ ଗାତକୁ ଫେରିଛି’ ବୋଲି ଲେଖିଛନ୍ତି।
Comments are closed.