ସ୍ବର୍ଯ୍ୟମନ୍ଦିର ୧୦୦% ସୁରକ୍ଷିତ By ଜିତେନ୍ଦ୍ର କୁମାର ଜେନା Last updated Apr 6, 2021 କୋଣାର୍କ : ସୂର୍ଯ୍ୟ ମନ୍ଦିର ସ୍ଥିତି ଅନୁଧ୍ୟାନ ପରେ ଆମିକସ୍ କ୍ୟୁରି ସୂଚନା ଦେଇଛନ୍ତି। ସୂର୍ଯ୍ୟ ମନ୍ଦିର ୧୦୦ ପ୍ରତିଶତ ସୁରକ୍ଷିତ ରହିଛି। କେମିକାଲ ଟ୍ରିଟ୍ମେଣ୍ଟ ପରେ ଫେବୃଆରୀ ସୁଦ୍ଧା ଲୁହା ପାଇପ୍ ଖୋଲାଯିବ ବୋଲି କ୍ୟୁରି କରିହଛନ୍ତି। Konark Sun Temples Share
Comments are closed.