ଏନ୍ଏଚ୍ରେ ସ୍କୁଲ ପିଲାଙ୍କ ଧାରଣା

ମାଲକାନଗିରି: ମାଲକାନଗିରିରେ ଜାତୀୟ ରାଜପଥରେସ୍କୁଲପିଲା ଧାରଣା ଦେଇ ରାସ୍ତରୋକ କରିଛନ୍ତି। ନାୟକଗୁଡ଼ା ଅପ୍ଗ୍ରେଡ୍ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଏନ୍ଏଚ୍-୩୨୬ରେ ଧାରଣା ଦେଇଛନ୍ତି। ହଷ୍ଟେଲରେ ଠିକ୍ ଭାବେ ଖାଦ୍ୟ ଦିଆଯାଉନଥିବା ଅଭିଯୋଗରେ ଛାତ୍ରଛାତ୍ରୀମାନେ ଆଜି ଧାରଣାରେ ବସିଛନ୍ତି। ଏହି ରାସ୍ତରୋକ ଯୋଗୁଁ ଉଭୟ ପାର୍ଣ୍ବରେ ଶହଶହ ଗାଡ଼ି ମୋଟର ଯାନ ଅଟକି ରହିଛି ଯାନ ରହିଛି।
Comments are closed.