ଟ୍ରେନ୍ ଲାଇନ୍ରେ ଚଢ଼ିଗଲା ଟ୍ରଲର

ମୁନିଗୁଡା: ବ୍ରେକ୍ଫେଲ୍ ଯୋଗୁଁ ଟ୍ରେନ୍ ଲାଇନକୁ ଗାଡିକୁ ନେଇଗଲା ଡ୍ରାଇଭର। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଗଲା ଅନେକ ଜୀବନ।
ମୁନିଗୁଡା ରେଳ ଫାଟକ ନିକଟରେ ଦୁର୍ଘଟଣା ହୋଇଛି। ମୁନିଗୁଡା-ରାୟଗଡା ଅପ୍ ଲାଇନ୍ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ପହଞ୍ଚି ଗାଡି ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ ରେଲୱେ କର୍ମଚାରୀ।
Comments are closed.