Odisha Link
Bridging the Missing Links in Odisha
Daily Archives

September 14, 2019

୩୦ କୋଟି ଟଙ୍କାର ହେରୋଇନ୍‌ ଜବତ

ନୂଆଦିଲ୍ଲୀ: ପ୍ରାୟ ୩୦ କୋଟି ଟଙ୍କାର ହେରୋଇନ୍‌ ଜବତ। ଏଥିସହିତ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜଣେ ଆଫଗାନ ନାଗରିକଙ୍କୁ ଗିରଫ କରିଛି ଜାତୀୟ ନାର୍କୋଟିକ ବ୍ୟୁରୋ। ତାଙ୍କଠାରୁ ୧.୮ କିଲୋଗ୍ରାମ ଓଜନର ଆଫଗାନ୍‌ ହେରୋଇନ୍‌ ଜବତ କରାଯାଇଛି। ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଜବତ…

ରାଜ୍ୟରେ ସେବା ସପ୍ତାହ ଆରମ୍ଭ କଲେ…

ଭୁବନେଶ୍ବର: ରାଜ୍ୟ ବିଜେପି ଓଡ଼ିଶାରେ ସେବା ସପ୍ତାହ ଉଦଘାଟନ କରିଛି। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ଭରତପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବା ସପ୍ତାହ ଉଦଘାଟନ କରି ଆରମ୍ଭ କରିଛନ୍ତି। ସେବା ସପ୍ତାହର ଲକ୍ଷ୍ୟ ରହିଛି…

ପୁଣି ପ୍ଲାଷ୍ଟିକ ଅଣ୍ଡା!

ମାଲକାନଗିରି: ମାଲକାନଗିରିରେ ପୁଣି ସାମ୍ନାକୁ ଆସିଲା ପ୍ଲାଷ୍ଟିକ ଅଣ୍ଡା। ମାଲକାନଗିରି ବସଷ୍ଟାଣ୍ଡ ପାଖ ଦୋକାନରୁ ଏହି ଅଣ୍ଡା ମିଳିଥିବା ଅଭିଯୋଗ ହୋଇଛି। ଗତକାଲି ମଧ୍ୟ ଏଭଳି ଏକ ଅଣ୍ଡା ମିଳିଥିବା ଅଭିଯୋଗ ହୋଇଥିଲା। ପ୍ରକାଶ ଯେ, ଗତକାଲି ମାଲକାନଗିରି ବଜାରରେ ପ୍ଲାଷ୍ଟିକ ଅଣ୍ଡା ମିଳିବା ନେଇ ଚର୍ଚ୍ଚା…

ସ୍ବାମୀଙ୍କ ପରିଚିୟ ଦେବେ ରାକ୍ଷୀ…

ଭୁବନେଶ୍ବର : ହିନ୍ଦୀ ସିନେମା ଓ ଟେଲିଭିଜନର କଣ୍ଟ୍ରୋଭର୍ସି କୁଇନ୍ ଓ ନୃତ୍ୟାଙ୍ଗନା , ହେଉଛନ୍ତି ରାକ୍ଷୀ ସାୱାନ୍ତ ।ସେ ଗତ ଜୁଲାଇ ୨୮ରେ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ ପରମ୍ପରା ଅନୁଯାୟୀ ବିବାହ କରିଥିଲେ । ରାକ୍ଷୀ କହିଛନ୍ତି ବ୍ରିଟେନ୍‌ରେ ଥିବା ରିତେଶ୍‌ଙ୍କୁ ତାଙ୍କ ଫ୍ୟାନ୍‌ଙ୍କଠାରୁ ବି ଅଧିକ ଭଲ…

ଛାଡ଼ପତ୍ର ମାମଲାରେ ମହିଳାଙ୍କୁ ମିଳିବ…

ଭୁବନେଶ୍ୱର: ଛାଡ଼ପତ୍ର ମାମଲା ଚାଲିଥିବାବେଳେ ଏଣିକି ମହିଳାମାନଙ୍କୁ ପେନସନ ମିଳିବ। ପେନସନ ପ୍ରଦାନ ନେଇ ପ୍ରକ୍ରିୟା ଚାଲିଥିବା ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ବାର୍ଷିକ ୪୦ ହଜାରରୁ କମ ଆୟ ଥିବା ମହିଳାଙ୍କୁ ପେନସନ ମିଳିବ। ମଧୁବାବୁ ପେନସନ ଯୋଜନାରେ…

୨ ପାକ୍‌ ସେନା ନିହତ, ଧଳାପତାକା ଦେଖାଇ…

ନୂଆଦିଲ୍ଲୀ: ସୀମାରେ ପାକିସ୍ତାନକୁ ଲାଗିଛି ଯୋରଦାର ଝଟକା। ପାକସେନା ଭାରତୀୟ ସୀମାରେ ପ୍ରବେଶ କରୁଥିବା ବେଳେ ଭାରତୀୟ ସେନା ଦେଇଛି କଡ଼ା ଜବାବ। ଭାରତୀୟ ସେନାର ଜବାବରେ ୨ ପାକ୍‌ ଯବାନ ନହିତ ହୋଇଛନ୍ତି। ଧଳା ପତାକା ଦେଖାଇ ମୃତ ଦେହ ନେଇଛନ୍ତି ପାକ୍‌ ସେନା।…

ମୁଖ୍ୟମନ୍ତ୍ରୀଙ୍କ ମୋ ସରକାର…

ଭୁବନେଶ୍ବର: ଲୋକସେବା ଭବନରୁ ଆଜି ବିଭିନ୍ନ ଥାନାକୁ ଫୋନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୋନ କରିବା ସହ ଭିଡିଓ କନଫରେନ୍ସିଂରେ ଥାନା ଅଧିକାରୀମାନଙ୍କ ସହ ଚର୍ଚ୍ଚା କରୁଛନ୍ତି। ଏଥିପାଇଁ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପହଁଞ୍ଚିଛନ୍ତି। ୭୩ ତମ…

ସେବା ସପ୍ତାହ: ମେଡିକାଲ୍‌ ପରିସରରେ ଝାଡ଼ୁ…

ନୂଆଦିଲ୍ଲୀ: ଆଜିଠୁ ବିଜେପି ଆରମ୍ଭ କରିଛି ସେବା ସପ୍ତାହ। ଏହାକୁ ଆଜି ଶୁଭାରମ୍ଭ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପୂର୍ବରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ…

ପିଉସୀକୁ ହତ୍ୟା କଲା ପୁତୁରା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅମୁରତୁଲ ଗାଁରେ ସାମନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ପିଉସୀଙ୍କୁ ଠେଙ୍ଗାରେ ପିଟି ପିଟି ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଠେଙ୍ଗାରେ ଆକ୍ରମଣ ଦ୍ୱାରା ଘଟଣା ସ୍ଥଳରେ ପିଉସୀଙ୍କ ମୃତ୍ୟୁ ଘଟିଛି। ଅଭିଯୁକ୍ତକୁ ଅଟକ ରଖାଯାଇଥିବା ସୂଚନା ମିଳିଛି।

ସଂସଦୀୟ କମିଟିରେ ସ୍ଥାନ ପାଇଲେ ଓଡ଼ିଆ…

ଭୁବନେଶ୍ୱର: ମୋଦି ସରକାର ସଂସଦର କିଛି କମିଟି ସମ୍ପର୍କରେ ଗତକାଲି ଘୋଷଣା କରିଛନ୍ତି। ଏହି କମିଟିରେ ଶାସକ ଓ ବିରୋଧୀ ଉଭୟ ଦଳର ନେତାଙ୍କୁ ସାମିଲ କରାଯାଇଛି। ଏଥିସହିତ ସଂସଦୀୟ କମିଟିରେ ସ୍ଥାନ ପାଇଛନ୍ତି ବହୁ ଓଡ଼ିଆ ସାଂସଦ। ଜୁଏଲ ଓରାମଙ୍କ ଅଧ୍ୟକ୍ଷ ଥିବା ପ୍ରତିରକ୍ଷା କମିଟିରେ ସ୍ଥାନ ପାଇଛନ୍ତି ଦୁଇ…