କିପରି ଦୂର କରିବେ କେଶର ସମସ୍ୟା
ଭୁବନେଶ୍ବର: କେଶ ନାରୀର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ସବୁଠାରୁ ବଡ ସମସ୍ୟା ହେଉଛି କେଶ ଝଡିବା । ଏହା ଜୀବନଶୈଳୀ,ଖାଦ୍ୟ ପାନୀୟ ତଥା ପ୍ରଦୁଷଣ ଯୋଗୁ ହୋଇଥାଏ ।
କେଶର ଯତ୍ନ ନବାକୁ ଚାହୁଁ ଥିଲେ ଜାଣନ୍ତୁ କେତୋଟି ସରଳ ଘରୋଇ ଉପଚାର ।
*ସପ୍ତାହକୁ ୩-୪ଥର କେଶ ମୂଳକୁ…