Odisha Link
Bridging the Missing Links in Odisha
Daily Archives

September 17, 2019

ଗୋଟେ ସପ୍ତାହରେ ମୋଦି ଓ ଇମ୍ରାନଙ୍କୁ…

ୱାଶିଂଟନ୍‌: ପୁଣିଥରେ ଜମ୍ମୁ-କଶ୍ମୀର ପ୍ରସ‌ଙ୍ଗରେ କଥା ହେବା ପାଇଁ ମନ ବଳାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମଧ୍ୟସ୍ଥତା କରିବାକୁ ବ୍ୟାକୁଳ ଥିବା ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଭେଟିବେ। ଏ ସମ୍ପର୍କରେ ଆଜି…

ସରିଲା ରାସନକାର୍ଡ-ଆଧାର ସଂଯୋଗ…

ଭୁବନେଶ୍ବର: ଶେଷ ହେଲା ରାସନକାର୍ଡ-ଆଧାର ସଂଯୋଗ ପ୍ରକ୍ରିୟା। ରାସନକାର୍ଡ- ଆଧାର ଲିଙ୍କ୍ ପରେ ଏହି ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି। ବର୍ଷ ବର୍ଷ ଧରି ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୧୯ ଲକ୍ଷ ହିତାଧିକାରୀ ବେଆଇନ ଭାବେ ନେଉଥିଲେ ଚାଉଳ। ସେପଟେ ନିରାଶ୍ରୟ, ବୃଦ୍ଧ ଅକର୍ମଣ୍ୟଙ୍କୁ ଚିହ୍ନଟ କରି ଚାଉଳ…

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମ ବାର୍ଷିକୀ। ଏହି ଅବସରରରେ ମୋଦିଙ୍କ ନିକଟକୁ ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ଶୁଅ। ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ନେତା ପିଏମ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।…

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ: ପ୍ରତି କଥାରେ ମୋଦି ସରକାରଙ୍କୁ ସମାଲୋଚନା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାିଛନ୍ତି। ଆଜି ଦିଲ୍ଲୀ ଗସ୍ତରେ ଯିବେ ମମତା ବାନାର୍ଜୀ। ବୁଧବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ୨୦୧୯…

୬୯ ବର୍ଷ ବୟସରେ ପାଦ ଥାପିଲେ…

ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ। ଆଜି ୬୯ ବର୍ଷରେ ପଦାର୍ପଣ କଲେ ମୋଦି। ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମଲାଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିର ଦିନରେ ତାଙ୍କୁ ଅନେକ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଆଜିର ଦିନରେେ ଜାଣନ୍ତୁ…

ଆଜି ବିଶ୍ବକର୍ମା ପୂଜା

ଭୁବନେଶ୍ବର: ଆଜି ଧରାପୃଷ୍ଠକୁ ଆସିବେ ଦେବଶିଳ୍ପୀ ବିଶ୍ୱକର୍ମା। ଆଜି ହେଉଛି ବିଶ୍ବକର୍ମାଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ। କଳସ ବୁଡ଼ା ଶୋଭାଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସୁରୁଖୁରରେ ପୂଜା ସଂପନ୍ନ ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା…

ସୂଚନା ପ୍ରଯୁକ୍ତି ବିଭାଗ ଉପଦେଷ୍ଟା ଭାବେ…

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଇଲେକଟ୍ରୋନିକ୍ସ ଓ ଇନଫରମେସନ୍ ଟେକ୍ନୋଲୋଜି ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅନୁଭବ ପଟ୍ଟନାୟକ। ସୋମବାର ଦିନ ସେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ବିଭାଗୀୟ ସଚିବ ମନୋଜ ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ବିଜୁ ଜନତା ଦଳର…