Odisha Link
Bridging the Missing Links in Odisha

ବ୍ୟାଙ୍କକ ଉଡ଼ାଣ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱରରୁ ବ୍ୟାଙ୍କକ ସିଧାସଳଖ ବିମାନଯାତ୍ରା କରୁଥିବା ଯାତ୍ରୀଙ୍କୁ ଏକ ବଡ଼ ଝଟକା ଲାଗିଛି। କାରଣ ଏବେ ଆଉ ଭୁବନେଶ୍ୱରରୁ ବ୍ୟାଙ୍କକୁ ଭୁବନେଶ୍ୱର ବିମାନବନ୍ଦରରୁ ସିଧାସଳଖ ବିମାନ ଉଡ଼ାଣ ହେବ ନାହିଁ। ଏହି ସେବାକୁ ବନ୍ଦ କରାଯାଇଛି। ଉଡ଼ାଣ ବନ୍ଦ ନେଇ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ ଚିଠି ଲେଖିଛନ୍ତି। ଏୟାର ଏସିଆ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

Comments are closed.