ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ 144 ଧାରା ଜାରି
![](https://www.odishalink.com/wp-content/uploads/2019/09/Screenshot-2.png)
ଚିତ୍ରକୋଣ୍ଡା :ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ 144 ଧାରା ଜାରି କରାଯାଇଛି ।ଜିଲ୍ଲାପ୍ରଶାସନ ଡାକ ବାଜି ଜରିଆରେ ସାପ୍ତାହିକ ହାଟ ବନ୍ଦ କରିଦେଇଛନ୍ତି ଏବଂ ଘଟଣା ସ୍ଥଳରେ ଯବାନ ମୃତୟନ କରାଯାଇଛି ।
ବହୁତ୍ ସଂଖ୍ୟାରେ ଆଦିବାସୀ ମେଳା ହେଉଥିବା ରୁ 144 ଧାରା ଜାରି କରାଗଲା କାରଣ ପାପରମେଟଲା ଠାରେ ମେଳା ହୋଉଥିବା ବେଳେ ଆଦିବାସୀ ମାନେ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଥିବାର ସୂଚନା ମିଳିଥିଲା ।ଉତ୍ତେଜନା ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଙ୍କ ସହ ଆନ୍ଧ୍ରର ଆଦିବାସୀ ମାନେମଧ୍ୟ ଯୋଗ ଦେଇଛନ୍ତି ।ସୂଚନା ଅନୁସାରେ ଗତ ୧୪ ତାରିଖରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ କୁ ନେଇ ଲାଗି ଉତେଜନା ଯାରି ରହିଛି ।ମୃତକ ରାଜୁ ହନ୍ତାଳଙ୍କର ନିଖୋଜ ପରେ ଅଙ୍ଗନ ୱାଡି କେନ୍ଦ୍ରରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ।
Comments are closed.