Odisha Link
Bridging the Missing Links in Odisha
Daily Archives

September 23, 2019

ଛାତ୍ରୀଙ୍କୁ ଦୁଷ୍କର୍ମ କରି ଟ୍ୟୁସନ…

ଡେଲାଙ୍ଗ: ପୁଣି ଗୁରୁ ଓ ଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କ। ଟ୍ୟୁସନ ସାର୍ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ରସିକିଆ ଟ୍ୟୁସନ ସାରଙ୍କୁ ଗିରଫ କରିଛି ପୋଲିସ। ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମା’ ଟ୍ୟୁସନ ସାରଙ୍କ ବିରୋଧରେ…

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ…

କରଞ୍ଜିଆ: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକ ଡାକ୍ତରଙ୍କୁ ଠେଲା ପେଲା କରିଛନ୍ତି। ଫଳରେ ମେଡିକାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା। ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛି। ମିଳିଥିବା ସୂଚନା ଅନୁସାରେ ଗତ ଶନିବାର…

ବଂଶଧରା ଜଳ ବିବାଦ ଟ୍ରିବ୍ୟୁନାଲ: ଓଡ଼ିଶାର…

ନୂଆଦିଲ୍ଲୀ: ବଂଶଧରା ଜଳ ବିବାଦ ଟ୍ରିବ୍ୟୁନାଲ ମାମଲା ଆଜି ହେଲା ଶୁଣାଣି। ଏଥିରେ ଓଡ଼ିଶାର ଆବେଦନ ଖାରଜ ହୋଇଛି। ବଂଶଧରା ଜଳ ବିବାଦ ଟ୍ରିବ୍ୟୁନାଲ ଏପ୍ରିଲ ୫ ତାରିଖରେ ନେରେଡି ବ୍ୟାରେଜ ପ୍ରକଳ୍ପ ଅଞ୍ଚଳର ୧୦୬ ଏକର ଜମିର ଯୁଗ୍ମ ସର୍ଭେ କରିବା ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ନିର୍ଦ୍ଦେଶ ଦେଇଥିଲେ। ଏହି…

‘ବିଗବସ୍-୧୩’ର ନୂଆ ଧମାକା

ମୁମ୍ବାଇ: ସେପ୍ଟେମ୍ବର ୨୯ରୁ ଟେଲିଭିଜନ୍‌ର ଲୋକପ୍ରିୟ ରିଆଲିଟି ଶୋ' 'ବିଗ୍‌ବସ୍‌' ଆରମ୍ଭ ହେବାକୁ ଯାଉଛି। ଏହି ଶୋ'କୁ ସୁପର୍‌ଷ୍ଟାର୍ ସଲମାନ୍‌ ଖାନ୍‌ ହୋଷ୍ଟ୍‌ କରିବେ। ମୁମ୍ବାଇର ଫିଲ୍ମସିଟିରେ ଚଳିତ ବର୍ଷ ବିଗ୍‌ବସ୍-ହାଉସ୍‌ର ସେଟ୍‌ ତିଆରି ହୋଇଛି। ଆଉ କିଛି ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌…

ପୁଣି ଆସିବ ପୋସ୍କୋ !

ଭୁବନେଶ୍ୱର: ଆଜି କୋରିଆ ରାଷ୍ଟ୍ରଦୂତ ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥିଲା। କୋରିଆ ନିବେଶକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସୋମବାର କୋରିଆ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ସେ…

ଜାଣନ୍ତୁ ଏହି କଳାକାରଙ୍କର ଅଜବ…

ମୁମ୍ବାଇ : କଳାକାର ମାନେ ତାଙ୍କ ବ୍ୟକ୍ତି ଗତ ଜୀବନରେ ଅନେକ କଥା କହାରି ଆଗରେ ପ୍ରକାଶ କରନ୍ତି ନାହିଁ। କାରଣ ସେମାନଙ୍କ କଥା କେହି ଜାଣିଲେ କାଳେ ତାଙ୍କର କଳାକାର ଜୀବନରେ କିଛି ବି ପ୍ରଭାବ ପକାଇବ। କିଛି ଅଭିନେତ୍ରୀ ପରଦାରେ ଅନ୍ଧବିଶ୍ୱାସ ରଖିବାକୁ ମନା କରୁଥିଲେ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନରେ…

ସୁପ୍ରିମକୋଟରେ ଶପଥ ନେଲେ ୪ ନୂଆ…

ନୂଆଦିଲ୍ଲୀ: ଆଜି ୪ଜଣ ନୂଆ ବିଚାରପତି ସୁପ୍ରିମକୋର୍ଟରେ ଶପଥ ଗ୍ରହଣ କଲେ। ପୂର୍ବରୁ ଏହି ୪ ଜଣ ବିଚାରପତି ହାଇକୋର୍ଟରେ ନିୟୋଜିତ ଥିଲେ। ୪ ଜଣ ନୂଆ ବିଚାରପତି ସହ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏହି ବିଚାରପତିଙ୍କ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ…

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପୂର୍ବରୁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ବଦଳି ହୋଇପାରନ୍ତି। ଏହି ପଦରେ ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ବଦଳି ହୋଇପାରେ। ୨୦୧୯ ସାଧାରଣ ନିର୍ବାଚନ ପରେ ସିଇଓ ପଦରୁ ଅବ୍ୟାହତି ନେବା ପାଇଁ ଶ୍ରୀ କୁମାର ନିର୍ବାଚନ କମିସନ ଓ ରାଜ୍ୟ…

ସାପ ନେଲାଣି ୬ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାପ କାମୁଡ଼ାରେ ମୋଟ ୬ ଜଣଙ୍କ ମୃତୁ୍ୟ ହୋଇଛି। ଗଞ୍ଜାମରେ ୩, ଅନୁଗୁଳରେ ୨ ଏବଂ କେନ୍ଦୁଝର ଜିଲ୍ଲା ତେଲକୋଇରେ ଜଣଙ୍କର ମୃତୁ୍ୟ ହୋଇଛି। ଗଞ୍ଜାମର କଦଳା ବି.ନୂଆପଲ୍ଲୀ ଗ୍ରାମରେ ୪ ବର୍ଷର ପୁଅ ସହ ମା’ର ମୃତୁ୍ୟ ହୋଇଛି। ସେହିପରି କବିସୂର୍ଯ୍ୟନଗରରେ ଜଣେ ଯୁବକଙ୍କ…

ପୁଣି ରଣବୀରଙ୍କ ଉପରେ ସଲମାନଙ୍କ ରାଗ

ମୁମ୍ବାଇ: ବଲିଉଡ୍‌ରେ ସଲ୍‌ମାନ୍‌ଙ୍କ ବିବାଦ ଥମୁନି । ଶାରୁଖାଁଙ୍କ ପରେ ପରେ ଏବେ ଆଉ ଜଣେ କଳାକାରଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହୋଇଛି । କିନ୍ତୁ ବଲିଉଡ୍‌ରେ ସଲ୍‌ମାନ୍‌ଙ୍କ ଭାରି ଖାତିର୍ ଅଛି । ଅନେକ ବଡ଼ ବଡ଼ ପ୍ରଯୋଜକଓନିର୍ଦ୍ଦେଶକ ସମସ୍ତେ ତାଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି। ତାଙ୍କ…