ପିଆଜ ପାଇଁ ଯିବେ ସଚିବ
ଭୁବନେଶ୍ୱର: ପିଆଜ ବିନା ହାଣ୍ଡିଶାଳ କଥା ଚିନ୍ତା କରାଯାଇପାରେନା। ପିଆଜ କାଟିଲେ ଲୁହ ବାହାରିବା ଥୟ। ହେଲେ ଏବେ ପିଆଜ କିଣିଲେ ଆଖିରୁ ଲୁହ ବାହାରୁଛି। ପିଆଜ କିଲୋ ଏବେ ୫୫ ଛୁଇଁଲାଣି। ଆଜିଠୁ ଯଦି ଏତେ ଆଗକୁ କେତେ ? ସେଇ ଚିନ୍ତାରେ ଘାରି ହେଉଛନ୍ତି ଖାଉଟି। ଖାଲି ଖାଉଟି ନୁହେଁ ସରକାରଙ୍କ ଚିନ୍ତା ବି…