Odisha Link
Bridging the Missing Links in Odisha
Daily Archives

October 2, 2019

ଅଳିଆ ଗଦାରୁ ଉଦ୍ଧାର ହେଲା ନବଜାତ ଶିଶୁ…

ଯାଜପୁର: ଯାଜପୁର ଜିଲ୍ଲାର ରସଲପୁର ବ୍ଲକ୍ ଅନ୍ତର୍ଗତ ମଧୁବନ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଶିଶୁକୁ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁଇପର ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ସକାଳ ସମୟରେ ସୁଇପର ଜଣକ ଅଳିଆ ସଫା କରୁଥିବା ସମୟରେ…

ବଡ଼ଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ମୃତ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ରେବଣା ଗ୍ରାମରେ ଘର ତିଆରି କଥାରେ ଜଣେ ବଡ଼ଭାଇ ତା’ର ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଟାଙ୍ଗିଆ ଚୋଟରେ ମୃତ ସାନଭାଇ ହେଉଛି କରମା ମୁର୍ମୁ। ମିଳିଥିବା ସୂଚାନ ଅନୁସାରେ ଗତ ସନ୍ଧ୍ୟାରେ ବଡ଼ଭାଇ ରେପା ମୁର୍ମୁ ଧାନ ଜଗିବାକୁ…

ଗାନ୍ଧୀ ଜୟନ୍ତୀ ଅବସରରେ ରାଜନୈତିକ ଦଳର…

ଭୁବନେଶ୍ବର: ଆଜିଠୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପଦଯାତ୍ରା ଆରମ୍ଭ ହୋଇଛି। ବିଜେଡି ଜନସମ୍ପର୍କ ପଦଯାତ୍ରା, ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା ଓ କଂଗ୍ରେସର ଅହିଂସା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏଥିପାଇଁ ତିନି ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି। ପ୍ରତି ବର୍ଷ ପରି ଗାନ୍ଧି ଜୟନ୍ତୀରୁ…

ଆଜିଠୁ ‘ମୋ ସରକାର’, ନବୀନ କରିବେ ଫୋନ୍

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ‘ମୋ ସରକାର କାର୍ଯ୍ୟକ୍ରମ’। ଏହି କାର୍ଯ୍ୟକ୍ରମକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଭିଯୋଗକାରୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ। ସରକାରୀ ସେବାରେ ଲୋକେ କେତେ ସନ୍ତୁଷ୍ଟ, ଥାନା ବାବୁଙ୍କ…

ନାଚିଲେ ବରଗଡ଼ ସାଂସଦ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଚର୍ଚ୍ଚାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ। ସର୍ବଦା ରାଜନୀତିକୁ ନେଇ ଚର୍ଚ୍ଚାରେ ରୁହନ୍ତି ସୁରେଶ। ହେଲେ ଏଥର ଟିକେ ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାରେ ସାଂସଦ ସୁରେଶ ପୂଜାରୀ। ଗତ ୨୯ ତାରିଖରେ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ରାଜଧାନୀରେ ଆୟୋଜିତ ହୋଇଥିଲା ନୂଆଁଖାଇ ଭେଟଘାଟ୍‌…

ଆଜିଠୁ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍…

ଭୁବନେଶ୍ୱର: ଆଜିଠୁ ସାରା ରାଜ୍ୟରେ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ୍। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ କୌଣସି ବ୍ୟକ୍ତି…

ଦେଶର ପର୍ଯ୍ୟଟନକୁ ନୂଆ ପରିଚୟ ଦେବ…

ନୂଆଦିଲ୍ଲୀ: ଦେଶର ପ୍ରତି ଜିଲ୍ଲାରେ ଭିନ୍ନ ସଂସ୍କୃତି, ପର୍ଯ୍ୟଟନଙ୍କୁ ଆକର୍ଷିତ କରିବା ପାଇଁ ପର୍ଯ୍ୟଟନ ସ୍ଥଳ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମାରକୀ ରହିଛି । ଆଜି ଉଦ୍ଘାଟିତ ହୋଇଯାଇଥିବା ୪ର୍ଥ ପର୍ଯ୍ୟଟନ ପର୍ବ ଦେଶର ପର୍ଯ୍ୟଟନକୁ ନୂତନ ପରିଚୟ ଦେବ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ ଏହି କାର୍ଯ୍ୟକ୍ରମର…

ମହଙ୍ଗା ପଡ଼ିଲା ଦାଦାଗିରି, ଗିରଫ ହେଲେ…

ଝାରସୁଗୁଡ଼ା: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମୀଙ୍କୁ ପଢାଉଛନ୍ତି ଶାଳିନତାର ପାଠ। ହେଲେ କର୍ମୀ ଭୁଲି ଯାଉଛନ୍ତି ପାଠ। ଜଣେ ବିଜେଡି ନେତା ଏବେ ଦାଦାଗିରି କରି ଚର୍ଚ୍ଚାରେ। ହେଲେ ମହଙ୍ଗା ପଡିଲା ପୁଲିସ୍‌ ଉପରେ ଦାଦାଗିରି। କର୍ତ୍ତବ୍ୟରତ ପୁଲିସ୍‌କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ…

ଗିରଫ ହେଲେ ପ୍ରମିଳା ମଲ୍ଲିକଙ୍କ ଭାଇ ଓ…

ଭୁବନେଶ୍ବର: ବିଜେଡି ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଗିରଫ। ମୁମ୍ୱାଇ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଗତକାଲି ଗିରଫ କରିଛି। ଏପରିକି କ୍ଷୀରୋଦଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW)।…

ମନେ ପଡ଼ନ୍ତି ଅହିଂସାର ପୂଜାରୀ

ଭୁବନେଶ୍ୱର: ଆଜି ହେଉଛି ଗାନ୍ଧୀ ଜୟନ୍ତୀ। ଆଜି ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମଦିବସ ସାରା ଦେଶ ସମେତ ରାଜ୍ୟରେ ଧୁମଧାମରେ ପାଳନ କରାଯାଉଛି। ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମ ୨ ଅକ୍ଟୋବର ୧୮୬୯ରେ ଗୁଜୁରାଟର ପୋରବନ୍ଦରରେ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀ (ବାପୁ) ଅହିଂସାର ପୁଜାରୀ…