ଆସନ୍ତା ୯ରୁ ଶ୍ରୀମନ୍ଦିରରେ କାର୍ତ୍ତିକ…
ପୁରୀ: କାର୍ତ୍ତିକ ବ୍ରତ ପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍କମିଟିର ନୀତି ଚୂଡ଼ାନ୍ତ ହୋଇଛି। ହବିଷ୍ୟାଳୀଙ୍କ ସୁବିଧା ପାଇଁ ଭୋର ୪ଟାରୁ ଦ୍ବାରଫିଟା ନୀତି ଓ ଭୋର ୫ଟାରେ ମଙ୍ଗଳ ଆଳତୀ କରିବାକୁ ନୀତି ଧାର୍ଯ୍ୟ ହୋଇଛି। ଆସନ୍ତା ଅକ୍ଟୋବର ୯ ତାରିଖରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ…