ପରପିଢ଼ି ସାମ୍ନାରେ ମୋ ସମେତ ପୂର୍ବର…
ଆଜି (୯ ଅକ୍ଟୋବର) ଥିଲା ବରିଷ୍ଠ କଥାକାର ଡ. ଗୌରହରି ଦାସଙ୍କ ଜନ୍ମଦିନ। ଏ ଅବସରରେ ୧୯୬୦ ମସିହାରେ ଜନ୍ମିତ ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରଖର କଥାସ୍ବର ଡକ୍ଟର ଦାସଙ୍କୁ ଯୁବ କଥାଶିଳ୍ପୀ ଶକ୍ତି ମହାନ୍ତି ପଚାରିଛନ୍ତି ୬ଟି ପ୍ରଶ୍ନ। ପଢ଼ନ୍ତୁ ଓ ମତାମତ ରଖନ୍ତୁ...
ଶକ୍ତି ମହାନ୍ତି: ଆପଣଙ୍କୁ ଜନ୍ମଦିନର…