Odisha Link
Bridging the Missing Links in Odisha
Daily Archives

October 11, 2019

ବିରାଟଙ୍କ ରେକର୍ଡ

ପୁଣେ: ବିରାଟଙ୍କ ନାମରେ ଆଉ ଏକ ରେକର୍ଡ। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ କୋହଲି ଏହି ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। କୋହଲି ନିଜର ୮୧ତମ ଟେଷ୍ଟରେ ୭ ଦ୍ୱିଶତକ…

ଜବତ ହେଲା ଲକ୍ଷାଧିକ ଟଙ୍କାର ବିସ୍ଫୋରଣ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାର ଲେଖନପୁର ଗ୍ରାମରୁ ଲକ୍ଷାଧିକ ଟଙ୍କାର ବିସ୍ଫୋରଣ ଜବତ ହୋଇଛି। ବେଆଇନ ବିସ୍ଫୋରଣ କାରବାର ଅଭିଯୋଗରେ ପୁଲିସ ସେହି ଗ୍ରାମର ଗୌରାଙ୍ଗ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ପ୍ରାୟ ଦୁଇ ବର୍ଷ ହେବ ଗୌରାଙ୍ଗ ଆନ୍ଧ୍ରପ୍ରଦେଶର ଶିବକାଷି ଅଞ୍ଚଳରୁ ବିସ୍ଫୋରଣ ଆଣି…

ଚେନ୍ନାଇରେ ପହଞ୍ଚିଲେ ଜିନ୍‌ପିଙ୍ଗ୍

ଚେନ୍ନାଇ: ଭାରତରେ ପହଞ୍ଚିଲେ ଚାଇନା ରାଷ୍ଟ୍ରପତି। ଚେନ୍ନାଇରେ ପହଁଚିଲେ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍। ଆଜିଠାରୁ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଜି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଦ୍ବିତୀୟ ଶିଖର ସମ୍ମିଳନୀ ହେବ। ତେବେ ଚୀନ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ…

୫ ଟଙ୍କିଆ ଆହାର ଖାଇଲେ ପାଣ୍ଡିଆନ୍

ବୌଦ୍ଧ: ବୌଦ୍ଧରେ ୫ଟଙ୍କିଆ ଆହାର ଖାଇଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍। ଏଥିସହିତ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏବଂ ଏନଏଚଏମ(ଜାତୀୟ ସ୍ୱାସ୍ଥ୍ୟ ମିଶନ) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଆହାର ଖାଇଛନ୍ତି। ସୂଚନାଥାଉକି, ଆଜି ବୌଦ୍ଧ ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍,…

ଜ୍ଞାନଶ୍ବେରୀ ଏକ୍ସପ୍ରେସରୁ ସୁନା ଜବତ…

ଭୁବନେଶ୍ବର: ଜ୍ଞାନଶ୍ବେରୀ ଏକ୍ସପ୍ରେସରୁ ୧୩ କେଜି ସୁନା ଜବତ ଘଟଣାରେ ଅଟକ ଥିବା ଦୁଇ ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଦୁଇ ଜଣଙ୍କୁ ଜେରା ପରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବା ନେଇ ପୁଲିସ ସନ୍ଦେହ କରୁଛି। ସୁନା ବିସ୍କୁଟ ଉପରେ ଦୁବାଇ ଏବଂ ୟୁଏଇ ଲେଖା ହୋଇଥିବା ସୂଚନା ମିଳିଛି । ସୁନା ମିଆଁମାର,…

୩୫ହଜାର ଭୋଟରେ ଜିତିବ ବିଜେଡି: ପ୍ରମିଳା…

ଭୁବନେଶ୍ୱର: ଆଜି ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଛନ୍ତି। ସେ ଗାଇସିଲଟ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। ଅପରପକ୍ଷେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ପାଲଟା ଜବାବ ଦେଇଛି ବିଜୁ ଜନତା ଦଳ। ବିଜେପୁର…

ନବୀନ ବିଜେପୁର କାହିଁକି ଛାଡ଼ିଲେ:…

ବିଜେପୁର: ପୂଜା ସରିବା ପରେ ଆଜି ବଢ଼ିଛି ବିଜେପୁର ଉପନିର୍ବାଚନ ତାତି। ବିଭିନ୍ନ ଦଳରେ ନେତା ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହି କ୍ରମରେ ଆଜି ବିଜେପିୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଛନ୍ତ । ଗାଇସିଲଟ ବ୍ଲକ ତଳପାଲିଠାରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଦଳୀୟ ପ୍ରାର୍ଥୀ…

ଅଫିସରଙ୍କ ପାଇଁ ଚିକେନ,…

ସୁନ୍ଦରଗଡ଼: ଛାତ୍ର ଛାତ୍ରୀଙ୍କୁ ଦିଆଗଲା ଭାତ ଓ ଡାଲି। ହେଲେ ବିଇଓଙ୍କ ଭାତ ଥାଳିରେ ପରସା ଗଲା ଚିକେନ। ମଧ୍ୟାହ୍ନଭୋଜନରେ ବିଇଓ ଖାଇଲେ ଚିକେନ। ଏଭଳି ସମ୍ବେଦନହୀନ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାକ ବ୍ଲକ ଅନ୍ତର୍ଗତ ତିଲେଇମଲେ ସ୍କୁଲରେ। ମଧ୍ୟାହ୍ନ ଭୋଜନ ମାନ ଯାଞ୍ଚ ବେଳେ ଏଭଳି ଚିତ୍ର…

ମୋ ସରକାର: କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ…

ଭୁବନେଶ୍ବର: ଆଜି ମୋ ସରକାର କାର୍ଯ୍ୟକ୍ରମର ସ୍ଥିତି ପରଖିବା ପାଇଁ କନ୍ଧମାଳ, ବୈଦ୍ଧ ଓ ନୟଗାଡ଼ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ। ପ୍ରଥମେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ଓ ଏନଏଚଏମ(ଜାତୀୟ ସ୍ୱାସ୍ଥ୍ୟ ମିଶନ) ନିର୍ଦ୍ଦେଶିକା ଶାଳିନୀ…

ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ରମେଶ ସାହୁଙ୍କ ତେଜରାତି ଦୋକାନରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଫଳରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ସହ କିଛି ଟଙ୍କା ମଧ୍ୟ ପୋଡିଯାଇଥିବା ସୂଚନା ମିଳିଛି । ଖବର ପାଇ ମୋହନା…