ଗୋପାଳପୁର ବନ୍ଦରରେ ଲାଗିଲା ବୃହତ୍…
ଗୋପାଳପୁର: ୧୦୫,୦୦୦ ଟନର୍ ଚୁନପଥର ବୋଝେଇ ପ୍ରଥମ ବୃହତ୍ (କେପ୍ ସାଇଜ୍) ଜାହାଜ ଅକ୍ଟୋବର ୧୨ ତାରିଖରେ ଗୋପାଳପୁର ବନ୍ଦରରେ ପହଞ୍ଚିଛି। କେପ୍ ସାଇଜ୍ ଜାହାଜ ପାଇଁ ସୁବିଧା ଥିବା ଭାରତର ଅଳ୍ପ କେତେକ ବନ୍ଦର ମଧ୍ୟରେ ଗୋପାଳପୁର ସ୍ଥାନ ପାଇ ପାରିଛି। ଗୋପାଳପୁର ବନ୍ଦରର ଏକ ପ୍ରମୁଖ ଉପଭୋକ୍ତା…