Odisha Link
Bridging the Missing Links in Odisha
Daily Archives

October 14, 2019

ହାଲ୍ କର୍ମଚାରୀଙ୍କ ଆନ୍ଦୋଳନ

କୋରାପୁଟ: ଆଜିଠାରୁ ଆରମ୍ଭ ହୋଇଛି ହାଲ୍ କର୍ମଚାରୀଙ୍କ ଆନ୍ଦୋଳନ।ସର୍ବ ଭାରତୀୟ ସ୍ତରରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି କୋରାପୁଟ ସୁନାବେଡାସ୍ଥିତ ହାଲର କର୍ମଚାରୀମାନେ। ସ୍ବୀକୃତିପ୍ରାପ୍ତ ବିଜୁ ଏରୋନେଟିକ୍ସ କର୍ମଚାରୀ ସଂଘ ଏହାକୁ ସମର୍ଥନ ଦେଉଛି। ସଂଘ ପକ୍ଷରୁ ଅଭିଯୋଗ ହୋଇଛି ଯେ…

ଟ୍ରକକୁ ପଛରୁ ପିଟିଲା ଟ୍ରକ

କେନ୍ଦୁଝର: କେନ୍ଦୁଝର ରଙ୍ଗମାଟିଆରେ ଏକ ଦୁଗ୍ଧ ବୁହା ଟ୍ରକକୁ ପଛପଟୁ ଧକ୍କା ଦେଇଛି କୋଇଲା ବୋଝେଇ ଟ୍ରକ। ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ରଙ୍ଗମାଟିଆ ଗାଁ ନିକଟରେ ଆଜି ସକାଳୁ ଦୁଗ୍ଧ…

ସାଂସଦ, ବିଧାୟକଙ୍କ ପ୍ରସ୍ତାବ ଉପରେ…

ଭୁବନେଶ୍ୱର: ଏଥର ସବୁ କାମ ପାଇଁ ସାଂସଦ, ବିଧାୟକମାନେ ଦେଉଥିବା ପ୍ରସ୍ତାବ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ପ୍ରତ୍ୟେକ ବିଭାଗ ୧୫ ତାରିଖ ସୁଦ୍ଧା ସରକାରଙ୍କୁ ଜଣାଇବେ। ଏହି ଜନପ୍ରତିନିଧିଙ୍କ ସୁପାରିସର କାର୍ଯ୍ୟାନ୍ୱୟନ ତଦାରଖ କରିବା ପାଇଁ ପ୍ରତ୍ୟେକ ବିଭାଗରେ ଗୋଟିଏ ଲେଖାଏଁ ସେଲ୍ ଗଠନ…

ମଧ୍ୟପ୍ରଦେଶରେ କାର ଦୁର୍ଘଟଣା, ୪ ଜାତୀୟ…

ଭୋପାଲ: ଆଜି ସକାଳେ ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବିକ ଏଥିରେ ଜାତୀୟ ସ୍ତରର ଚାରି ଜଣ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଇନ୍ଦୋରର…

ସଚିବାଳୟକୁ ୬୦ ପୂରିବ

ଭୁବନେଶ୍ବର: ୧୯୫୯ରୁ ୨୦୧୯। ଆସନ୍ତା ନଭେମ୍ବର ୧୨ ତାରିଖକୁ ରାଜ୍ୟ ସଚିବାଳୟ (ଲୋକସେବା ଭବନ)କୁ ପୂରିବ ୬୦। ପାଦ ଥାପିବ ୬୧ ବର୍ଷରେ। ଏଭଳି ସ୍ମରଣୀୟ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିବା ପାଇଁ ବିରାଟ ଆୟୋଜନରେ ଲାଗିଛନ୍ତି ରାଜ୍ୟ ସରକାର। ମହା ଆଡ଼ମ୍ବରେ ପାଳନ ହେବ ଏହି ୬୦ ବର୍ଷର ପୂର୍ତ୍ତି। ପ୍ରକାଶ…

ପିଏମ୍‌ ମୋଦି ଲେଖିଲେ କବିତା, ଆପଣ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତି ମଧ୍ୟରେ କବି ହୋଇଯାଇଛନ୍ତି। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଏହା ମୋଦିଙ୍କ ଚର୍ଚ୍ଚିତ କବିତା ହିଁ ପ୍ରମାଣିତ କରିଛି। ପ୍ରକୃତି ବିଭୋର କରେ, ଆନମନା କରେ ଏବଂ ଭାବୁକକୁ କବିରେ ପରିଣତ କରିଦିଏ। ଏହା ସତରେ ପ୍ରମାଣିତ କରିଛି…

ବିସିସିଆଇ ସଭାପତି ହେବେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରରଭ ଗାଙ୍ଗୁଲି ହେବେ ବିସିସିଆଇର ସଭାପତି। ଏହି ସଭାପତି ପଦ ପାଇଁ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ବ୍ରିଜେଶ ପଟେଲ ରେସରେ ଥିଲେ ମଧ୍ୟ ଗାଙ୍ଗୁଲିଙ୍କ ଉପରେ ରାଜ୍ୟ କ୍ରିକେଟ ଆସୋସିଏସନ ଆସ୍ଥା ପ୍ରକଟ କରିଛି। ବ୍ରିଜେଶ ଆଇପିଏଲର ଅଧ୍ୟକ୍ଷ ହେବେ ବୋଲି…

ନୟାଗଡ଼କୁ ଗଡ଼ିବ ସେବା ଏକ୍ସପ୍ରେସ୍‌

ଭୁବନେଶ୍ବର: ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଆସନ୍ତା ୧୫ ତାରିଖରୁ ଏକ ସେବା ଏକ୍ସପ୍ରେସ୍‌ ଚଳାଚଳ କରିବ। ଏ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର(୫୮୪୩୧)…

ସିଲିଣ୍ଡର ଫାଟି ୧୦ ମୃତ, ୩୦ରୁ ଅଧିକ ଆହତ

ଉତ୍ତରପ୍ରଦେଶ: ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଭାଙ୍ଗିଲା ଦୁଇ ମହଲା କୋଠା। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶରେ ମାଉ ଜିଲ୍ଲା ଅନ୍ତର୍ଗତ ମହମ୍ମଦାବାଦ ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସକାଳ ୭ଟା…

କଟକରେ ପୁଣି ଏନକାଉଣ୍ଟର

କଟକ: ୨୪ ଘଣ୍ଟା ଭିତରେ ଦୁଇ ଥର ଏନକାଉଣ୍ଟର କରିଛି ପୋଲିସ। ଚୌଦ୍ବାର ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀକୁ ଏନକାଉଣ୍ଟର କରାଯାଇଛି। ମୁଲ୍ଲାର ଗୋଡରେ ଗୁଳି ବାଜିଛି। ମୁନା ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ଥିବା ଜଣାପଡ଼ିଛି। ଆହତ ମୁନାକୁ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲରେ…