Odisha Link
Bridging the Missing Links in Odisha
Daily Archives

October 15, 2019

ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବେଲପଶି ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଆତ୍ମହତ୍ୟାର ସଠିକ୍ କାରଣ ଜଣାପଡିନାହିଁ। ଯୁବକ ଜଣଙ୍କ ଶ୍ବଶୁର ଘର ବେଲପଶିକୁ ଦୁଇଦିନ ତଳେ ଆସିଥିଲେ। ବିଳମ୍ବିତ ରାତିରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଲେ…

ନନ୍ଦନକାନନରେ ମହାବଳର ମୃତ୍ୟୁ

ଭୁବନେଶ୍ବର:ନନ୍ଦନକାନନରେ ବିରଳ ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ ହୋଇଛି। ଗତ ୧୪ ଦିନ ଧରି ବାଘ ସଫାରୀରେ ଅସୁସ୍ଥ ଥିବା ହେତୁ ଚିକିତ୍ସା ହେଉଥିଲା। ଗତ ୪ଦିନ ହେବ ଖାଦ୍ୟ ଗ୍ରହଣ କରୁନଥିଲା । ରକ୍ତ ପରୀକ୍ଷାରୁ ଜଣାପଡିଥିଲା ଯେ, ଶୁଭ୍ରାଂଶୁର ରକ୍ତ ସଂକ୍ରମଣ ହୋଇ ଜ୍ବର ହୋଇଥିଲା। ଗତ ୨୦୧୪ ମସିହା…

ପ୍ରସ୍ତୁତ ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟ,…

ଭୁବନେଶ୍ୱର : ୯.୬୦ ଏକର ଜମି କିଣିବା ପରେ ଆଉ ପାଦେ ଆଗେଇଛି ଓଡ଼ିଆ ବିଶ୍ବବିଦ୍ୟାଳୟ। ପୁରୀ ଜିଲ୍ଲା ସତ୍ୟବାଦୀରେ ପ୍ରତିଷ୍ଠା ହେବାକୁ ଥିବା ଏହି ବିଶ୍ବବିଦ୍ୟାଳୟର ରୂପରେଖ ପ୍ରସ୍ତୁତ କରିଛି ଉଚ୍ଚଶିକ୍ଷା ବିଭାଗ। ୧୦ ହଜାର ୫୦୦ ବର୍ଗ ଫୁଟ୍‌ ଜମିରେ ପ୍ରଶାସନିକ କୋଠା ନିର୍ମାଣ ହେବ। ଏଥିସହ କ୍ୟାମ୍ପସରେ…

ଆଜି ହାଇକୋର୍ଟର ଫୁଲ ବେଞ୍ଚ୍‌

ଭୁବନେଶ୍ବର: ଆଜି ବସିବ ହାଇକୋର୍ଟର ଫୁଲ ବେଞ୍ଚ୍‌। ମୁଖ୍ୟ ବିଚାରପତିଙ୍କ ସହିତ ତେରଜଣ ବିଚାରପତିଙ୍କୁ ନେଇ ଗଠିତ ଫୁଲ ବେଞ୍ଚ୍‌ ବସି ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରିବେ। ଖଣ୍ଡପୀଠରେ ମୁଖ୍ୟ ବିଚାରପତିଙ୍କ ସହିତ ସମସ୍ତ ବିଚାରପତି ରହିଛନ୍ତି। ଏଭଳି ଘଟଣା ନିକଟ ଅତୀତରେ କେବେ ଘଟିନଥିବା…

ସଡକ ଦୁର୍ଘଟଣାରେ ଭାଇ ଓ ଭଉଣୀ ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ମହିପୁର ଛକରେ ବାଇକକୁ ପିଟିଲା ଚାଉଳ ବୋଝେଇ ଟ୍ରକ୍। ଫଳରେ ଘଟଣାସ୍ଥଳରେ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମୂରିବାହାଲ ଥାନା ଫଗୁନିଆ ଗାଁର ୨୧ ବର୍ଷ ବୟସ୍କ ମଣ୍ଟୁ ବେନିଆ ଓ ୧୬ ବର୍ଷ ବୟସ୍କ ସଞ୍ଜୁ ବେନିଆ। ଟ୍ରକଟି ତୁଷୁରା କେଡିଆ ରାଇସ ମିଲର…

ବନ୍ଧୁକ ମୁନରେ ୧୩ଲକ୍ଷ ଟଙ୍କା ଲୁଟ୍

ରାଉରକେଲା: ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ୍ ଅଫିସରେ ପଶି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଫାଙ୍କା ଗୁଳିଚାଳନା କରିଥିଲେ ମୁଖାଧାରୀ ୨ ଦୁର୍ବୃତ୍ତ। ବ୍ଲକ୍ ଅଫିସରେ ରଖାଯାଇଥିବା ବାର୍ଦ୍ଧକ୍ୟ ଭତ୍ତାକୁ ଲୁଟି ନେଇଛନ୍ତି। ବ୍ଲକ୍ ଅଫିସରେ ଥିଲେ କ୍ୟାସିୟର ଓ ସିକ୍ୟୁରିଟି ଗାର୍ଡ। ଘଟଣାସ୍ଥଳରେ…

ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା…

ପୁରୀ: ଜଣେ ଅଭିଯୁକ୍ତଙ୍କ ସହ ସେଲ୍‌ଫି ଉଠାଇ ପୁଲିସ ଅଧିକାରୀ ବଦଳି ହୋଇଥିବାର ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ, ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ମୁନା ଓରଫ ରାଧାମୋହନ ବିଶ୍ବାଳ ନାମକ ଜଣେ ଅଭିଯୁକ୍ତଙ୍କ ସହ ସେଲ୍‌ଫି ଉଠାଇଥିଲେ। ବୁଲୁ ମୁଣ୍ଡା…

ଆଜି ଜନ୍ମଦିନ: ପେପର୍ ବଏରୁ ମିଜାଇଲ…

ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ ମ୍ୟାନ୍‌ ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଦିବସ। ଏହି ଅବସରରେ ତାଙ୍କ ବିଷୟରେ ଜାଣନ୍ତୁ କିଛି ଜଣା ଅଜଣା କଥା। ଜୀବନୀ: କଲାମଙ୍କ ପୁରା ନାଁ ଅଭୁଲ ପାକିର ଜୈନୁଲାବଦ୍ଦୀନ ଅବଦୁଲ କଲାମ। ୧୫ ଅକ୍ଟୋବର ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ଵରମ…

ବିଜେପୁର ଉପନିର୍ବାଚନ: ଅଶୋକ ବିଜେଡି…

ବିଜେପୁର: ବିଜେପୁର ଉପନିର୍ବାଚନରେ ପ୍ରଚାର ମଇଦାନରେ ଅଶୋକ ପାଣିଗ୍ରାହୀ। ସେ ବିଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବରପାଲୀ ବ୍ଲକ୍ ବିସିପାଲ୍ଲୀରେ ନିଜ ସମର୍ଥକଙ୍କ ସହ ପ୍ରଚାର କଲେ ଅଶୋକ। ନିକଟରେ ବିଜେପିରୁ ଇସ୍ତଫା ଦେଇଥିଲେ ଅଶୋକ ପାଣିଗ୍ରାହୀ। ଚଳିତ ଉପ ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀ…

ଆଜିଠୁ ନୟାଗଡ଼କୁ ଗଡ଼ିବ ‘ସେବା…

ନୟାଗଡ଼: ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର। କାରଣ ପୂରଣ ହେବ ନୟାଗଡ଼ବାସୀଙ୍କ ବହୁ ଦିନର ସ୍ୱପ୍ନ। ଆଜିଠୁ ରାଜଧାନୀ ଭୁବନେଶ୍ବରରୁ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ୍‌ ଗଡ଼ିବ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିଲେ ବି ସହରବାସୀଙ୍କ ପାଇଁ…