ବିଜେପୁର ଉପନିର୍ବାଚନ ଫଳାଫଳ
ବିଜେପୁର: ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି। କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ୍ ଗଣତି ଚାଲିଛି। ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି।
ପ୍ରାଥମିକ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୭୦୦୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ୍ ଗଡ଼ତିଆଙ୍କୁ ମିଳିଛି ୨୨୧୭ ଖଣ୍ଡ ଭୋଟ। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ମିଳିଛି ମାତ୍ର ୩୧୭ ଖଣ୍ଡ ଭୋଟ୍। ଅନ୍ୟପଟେ ପ୍ରଥମ ରାଉଣ୍ଡରେ ନୋଟାରେ ପଡ଼ିଛି ୧୪୮ ଖଣ୍ଡ ଭୋଟ୍।
ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୭୨୭୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ୍ ଗଡ଼ତିଆଙ୍କୁ ମିଳିଛି ୨୧୬୧ ଖଣ୍ଡ ଭୋଟ । ଅନ୍ୟପଟେ ଚଳିତ ଉପନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନିରାଶାଜନକ ରହିଛି । ଦ୍ୱିତୀୟ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ମିଳିଛି ମାତ୍ର ୨୫୨ ଖଣ୍ଡ ଭୋଟ୍ ।
ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୨୨, ୪୭୩ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ୍ ଗଡ଼ତିଆଙ୍କୁ ମିଳିଛି ୬୦୦୦ ଖଣ୍ଡ ଭୋଟ । ଅନ୍ୟପଟେ ଚଳିତ ଉପନିର୍ବାଚନରେ କଂଗ୍ରେସ ପ୍ରଦର୍ଶନ ନିରାଶାଜନକ ରହିଛି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ମିଳିଛି ମାତ୍ର ୮୧୫ ଖଣ୍ଡ ଭୋଟ୍ ।
ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେପୁରରେ ବିଜେଡି ଆଗରେ। ମୋଟ ୨୩୦୦୦ ଭୋଟ ସହ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ,୩୧,୨୮୬ ଭୋଟ ସହ ଦ୍ୱିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୭୯୨୧ ମିଳିଥିବା ବେଳେ। କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୧୧୧୫ ଖଣ୍ଡ ଭୋଟ।
ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେପୁରରେ ବିଜେଡି ଆଗରେ। ମୋଟ ୨୮,୮୧୧ ଭୋଟ ସହ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ,୩୮,୩୧୮ ଭୋଟ ସହ ଦ୍ୱିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୯୫୦୭ମିଳିଥିବା ବେଳେ। କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୧୪୩୫ ଖଣ୍ଡ ଭୋଟ।
ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେପୁରରେ ବିଜେଡି ଆଗରେ। ମୋଟ ୩୮,୬୯୪ ଭୋଟ ସହ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ,୫୨,୩୧୭ ଭୋଟ ସହ ଦ୍ୱିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୧୩,୬୨୩ ମିଳିଥିବା ବେଳେ। କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୨୦୫୨ ଖଣ୍ଡ ଭୋଟ।
ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେପୁରରେ ବିଜେଡି ଆଗରେ। ମୋଟ ୪୨,୧୮୪ ଭୋଟ ସହ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ,୫୮,୨୭୭ ଭୋଟ ସହ ଦ୍ୱିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୧୬,୧୨୯ ମିଳିଥିବା ବେଳେ। କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୨୨୦୯ ଖଣ୍ଡ ଭୋଟ।
ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେପୁରରେ ବିଜେଡି ଆଗରେ। ମୋଟ ୪୭୭୫୮ ଭୋଟ ସହ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ,୬୫,୪୯୬ ଭୋଟ ସହ ଦ୍ୱିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୧୭,୭୩୮ମିଳିଥିବା ବେଳେ। କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୨୫୬୮ ଖଣ୍ଡ ଭୋଟ।
ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେପୁରରେ ବିଜେଡି ଆଗରେ। ମୋଟ ୫୨,୧୪୨ ଭୋଟ ସହ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ,୭୧,୨୨୯ ଭୋଟ ସହ ଦ୍ୱିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୧୯,୦୮୭ ମିଳିଥିବା ବେଳେ। କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୨,୭୭୩ ଖଣ୍ଡ ଭୋଟ।
ଏକାଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେପୁରରେ ବିଜେଡି ଆଗରେ। ମୋଟ ୫୬,୧୩୬ ଭୋଟ ସହ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ,୭୭,୩୫୯ ଭୋଟ ସହ ଦ୍ୱିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୨୧,୨୨୩ ମିଳିଥିବା ବେଳେ। କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୩,୦୭୩ ଖଣ୍ଡ ଭୋଟ।
ଦ୍ବାଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେପୁରରେ ବିଜେଡି ଆଗରେ। ମୋଟ ୫୯,୬୬୬ ଭୋଟ ସହ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ,୮୨,୮୯୩ ଭୋଟ ସହ ଦ୍ୱିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୨୩,୨୨୭ ମିଳିଥିବା ବେଳେ। କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୩,୪୨୨ ଖଣ୍ଡ ଭୋଟ।
୧୩ ରାଉଣ୍ଡ ଶେଷ ସୁଦ୍ଧା ବିଜେପୁରରେ ବିଜେଡି ଆଗରେ। ମୋଟ ୬୫,୫୭୨ ଭୋଟ ସହ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ,୯୦,୩୫୩ ଭୋଟ ସହ ଦ୍ୱିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୨୪,୭୮୧ ମିଳିଥିବା ବେଳେ। କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୩,୪୨୨ ଖଣ୍ଡ ଭୋଟ।
୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେପୁରରେ ବିଜେଡି ଆଗରେ। ମୋଟ ୭୫,୨୪୭ ଭୋଟ ସହ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ,୧,୦୩,୩୧୮ ଭୋଟ ସହ ଦ୍ୱିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୨୮,୦୭୧ ମିଳିଥିବା ବେଳେ। କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୪,୨୮୭ ଖଣ୍ଡ ଭୋଟ।
୧୬ ରାଉଣ୍ଡ ଶେଷ ସୁଦ୍ଧା ବିଜେପୁରରେ ବିଜେଡି ଆଗରେ। ମୋଟ ୮୦,୨୭୦ ଭୋଟ ସହ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ,୧,୧୦,୦୮୫ ଭୋଟ ସହ ଦ୍ୱିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୨୯,୮୧୫ ମିଳିଥିବା ବେଳେ। କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୪,୬୦୮ ଖଣ୍ଡ ଭୋଟ।
୧୮ ରାଉଣ୍ଡ ଶେଷ ସୁଦ୍ଧା ବିଜେପୁରରେ ବିଜେଡି ଆଗରେ। ମୋଟ ୯୨,୩୧୭ ଭୋଟ ସହ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ,୧,୨୮,୦୯୬ ଭୋଟ ସହ ଦ୍ୱିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୩୫,୭୭୯ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୫,୩୯୯ ଖଣ୍ଡ ଭୋଟ।
୧୪ଟି କାଉଁଟିଙ୍ଗ୍ ଟେବୁଲରେ ଭୋଟ୍ ଗଣତ ହେଉଛି। ୧୦୩ ଜଣ ଅଧିକାରୀ ଗଣତି କରୁଛନ୍ତି । ପ୍ରତ୍ୟକ ଟେବୁଲ ପାଇଁ ଜଣେ ଲେଖାଏ ମାଇକ୍ରୋ ଅବଜର୍ଭର ରହି ତଦାରଖ କରୁଛନ୍ତି। ଗଣତି କେନ୍ଦ୍ର ଓ ଏହାର ଆଖପାଖ ଅଞ୍ଚଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଚଳିତ ଥର ଉପନିର୍ବାଚନରେ ୭୯ ଦଶମିକ ୧୭ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି ଫଳାଫଳ ଉପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ବିରୋଧୀଙ୍କ ପାଇଁ ଏକ ବଡ ପରୀକ୍ଷା ବୋଲି କୁହାଯାଉଛି। ତେବେ ଅପରାହ୍ଣ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବାର ସମ୍ଭାବନା ରହିଛି।
Comments are closed.