Odisha Link
Bridging the Missing Links in Odisha
Daily Archives

October 24, 2019

ବିଜୟର ରହସ୍ୟ ବିଜେପୁରବାସୀ ଜଣାଇବେ:…

ଭୁବନେଶ୍ବର: ବହୁଚର୍ଚ୍ଚିତ ବିଜେପୁର ଉପନିର୍ବାଚନରେ ଆଜି ବିଜେଡିର ରୀତା ସାହୁ ବିପୁଳ ଭୋଟ୍‌ରେ ଜିତି ଓଡ଼ିଶା ରାଜନୈତକ ଇତିହାସରେ ଏକ ବିରଳ ରେକର୍ଡ଼ ସ୍ଥାପନ କରିଛନ୍ତି। ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୯୭, ୯୯୦ ଭୋଟ ବ୍ୟବଧାନରେ ହରାଇ ବିଜେପୁର ବାଜି…

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବ…

ବାରିପଦା: ନଭେମ୍ବର ୧ରୁ ପର୍ଯ୍ୟଟକ ଙ୍କ ଲାଗି ଖୋଲିବାକୁ ଯାଉଛି ଶିମିଳିପାଳ ଅଭୟାରଣ୍ୟ ର ଫାଟକ। ଏ ନେଇ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। ଦୈନିକ ବାରିପଦା ରୁ ପିଠାବଟା ଗେଟ୍ ଦେଇ ପ୍ରଥମେ ଆସିଥିବା ୨୫ଟି ୪ ଚକିଆ ଗାଡି ଓ ଯଶିପୁର ରୁ କାଳିଆଣି ଗେଟ୍ ଦେଇ ପ୍ରଥମେ…

ଅନୁଦାନପ୍ରାପ୍ତ ବେସରକାରୀ…

ଭୁବନେଶ୍ୱର ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି । ଏଥି ପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରାଜ୍ୟ ସିଲେକ୍‌ସନ୍‌ ବୋର୍ଡକୁ ୮୩୩ଟି ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପଦକ୍ଷେପ…

ମହାରାଷ୍ଟ୍ର: ଆଦିତ୍ୟ ଠାକରେ ଜିତିବା ପରେ…

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଜେପି ଓ ତା’ର ମହାରାଷ୍ଟ୍ର ସହଯୋଗୀ ଶିବସେନା ମଧ୍ୟରେ କ୍ଷମତା ଯୁଦ୍ଧ ଆରମ୍ଭ ହୋଇଯାଇଛି। ପ୍ରଥମଥର ପାଇଁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ଠାକରେ ପରିବାରର ଉତ୍ତରାଧିକାରୀ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ…

ଦୂତି ଚାନ୍ଦ ଖେଳିବେ ପ୍ରଶ୍ନ ଉତ୍ତର

ମୁମ୍ୱାଇ :ଦୌଡ଼ରାଣୀ ଦୂତି ଚାନ୍ଦ ଆମ ଦେଶ ପାଇଁ ଗର୍ବ ଓ ଗୌବ । ସେ ଖେଳ ସହ ନିଜର ବୁଦ୍ଦି ର ପରିଚୟ ଦେବା ପାଇଁ 'କୌନ ବନେଗା କରୋଡପତି'ର କରମବୀର ଏପିସୋଡ୍‌ରେ ଭାଗ ନେଇଛନ୍ତି। ଦୂତିଙ୍କ ସହିତ ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହୱାଗ୍‌ ଓ ଆସାମ ଆଥଲେଟ୍‌ ହିମା ଦାସ ମଧ୍ୟ ଭାଗ ନେଇଛନ୍ତି ।…

ବିଜେପୁର: ନବୀନ, ସୌମ୍ୟଙ୍କୁ ପଛରେ…

ଭୁବନେଶ୍ବର: ବିଜେପୁର ଉପନିର୍ବାଚନରେ ବାଜିମାତ୍‌ ମାରିଛି ବିଜେଡି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିପୁଳ ଭୋଟରେ ବିଜୟୀ ଲାଭ କରିଛନ୍ତି। ଏଥିସହିତ ନୂଅ ରେକର୍ଡର ଅଧିକାରୀ ହୋଇଛନ୍ତି ରୀତା ସାହୁ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପଛରେ ପକାଇଛନ୍ତି…

ବେଆଇନ ଭାବେ ନିର୍ମାଣ ହୋଇଥିଲା ରୂପେଶ…

ଯାଜପୁର: ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ଗିରଫ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଅଡୁଆ ବଢିଛି, ସ୍ମିତାରାଣୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଅଭିଯୁକ୍ତ ରୂପେସ୍ ଭଦ୍ରଙ୍କ ଗେଷ୍ଟହାଉସ୍ ସରକାରୀ ଜମିରେ ଅବସ୍ଥିତ ଥିବା ପ୍ରମାଣ ମିଳିଛି। ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି…

ଶ୍ରୀଲଙ୍କାରେ ସାରା

ଭୁବନେଶ୍ବର : ବଲିଉର ଅଭିନେତ୍ରୀ ହେଉକି ଅଭିନେତ୍ରା ନିଜ ଶୁଟିଂରୁ ବ୍ରେକ ନେବା ପାଇଁ ଅନେକ ଯାଗାକୁ ବୁଲିବାକୁ ଯାଇଥାନ୍ତି । ସାରା ଅଲ୍ଲୀ ଖଁ। ଏବେ ଶୁଟିଂରୁ ବ୍ରେକ୍‌ ପାଇଁ ଶ୍ରୀଲଙ୍କା ରେ ପହଁଞ୍ଚି ଯାଇଛନ୍ତି । ସେଠାକୁ ନିଜ ମାଇଣ୍ଡ ଫ୍ରି କରିବାକୁ ଯାଇଛନ୍ତି । ସାରା କହିଛନ୍ତି କିଛିଦିନ ସେ…

ସରକାରୀ ପ୍ରତିଶ୍ରୁତି ଗୃହକମିଟିର ଚତୁର୍ଥ…

ଭୁବନେଶ୍ବର : ସରକାରୀ ପ୍ରତିଶ୍ରୁତି ଗୃହକମିଟିଙ୍କର ଚତୁର୍ଥ ବୈଠକ ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ପ୍ରକୋଷ୍ଠ ନଂ ୫୩ରେ ଅନୁଷ୍ଠିତ ଏହି କମିଟି ବୈଠକରେ ବିଭିନ୍ନ ବିଭାଗରୁ ଆସିଥିବା ପ୍ରତିଶ୍ରୁତିର ଉତ୍ତରଗୁଡ଼ିକୁ ତର୍ଜମା କରାଯାଇ ଅନୁମୋଦନ…

୫ଟଙ୍କିଆ ଆହାର ଖାଇଲେ ମନ୍ତ୍ରୀ ଅରୁଣ…

ନୟାଗଡ଼: ଆହାର କେନ୍ଦ୍ରରେ ୫ଟଙ୍କିଆ ମିଲ ଖାଇଲେ କୃଷି ମନ୍ତ୍ରୀ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ଗସ୍ତ ସମୟରେ ମନ୍ତ୍ରୀ ଅରୁଣ ସାହୁ ଓଡ଼ଗାଁ ସ୍ଥିତ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କରିଥିଲେ। ସାଧାରଣ ଲୋକଙ୍କ ପରି ଧାଡ଼ିରେ ଠିଆ ହୋଇ ପ୍ରଥମେ ୫ଟଙ୍କା ଦେଇ କୁପନ ଆଣିଥିଲେ। ପରେ ଲାଇନରେ ଠିଆ ହୋଇ ଖାଇବା…