Odisha Link
Bridging the Missing Links in Odisha
Daily Archives

October 26, 2019

ଖଟ୍ଟରଙ୍କ ଦ୍ବିତୀୟ ଇନିଂସ୍

ନୂଆଦିଲ୍ଲୀ: ପୁଣି ଥରେ ହରିୟାଣା ମୁଖ୍ୟମନ୍ତ୍ରୀ ହେଲେ ମନୋହର ଲାଲ୍ ଖଟ୍ଟର। ଲଗାତାର ୨ୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ମନୋହର। ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ଖଟ୍ଟର। ଆସନ୍ତାକାଲି ଅର୍ଥାତ ଦୀପାବଳିରେ ଶପଥ ନେଇପାରନ୍ତି ମନୋହର। କାଲି ଅପରାହ୍ନା ୨ଟାରେ…

ଆବାସ ଯୋଜନା ପାଇଁ କଲ୍‌ ସେଣ୍ଟର

ଭୁବନେଶ୍ବର: ଗ୍ରାମୀଣ ବାସ ଗୃହ ଯୋଜନା ହିତାଧିକାରୀଙ୍କ ସୁବିଧା ପାଇଁ ସରକାର ନିଃଶୁଳ୍କ କଲ ସେଣ୍ଟରର ବ୍ୟବସ୍ଥା ଉପଲବ୍ଧ କରିବେ। ଏଥିପାଇଁ ଆଜି ସବୁ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଞ୍ଚାୟତିରାଜ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଚିଠି…

ମିଶିଲେ ବିଜେପି ବିଜେଡି: ସୁର

ଭୁବନେଶ୍ୱର: ଶେଷ ହୋଇଛି ବିଜେପୁର ଉପନିର୍ବାଚନ। ଆଉ ଏଥିରେ ବିଜେଡି ଏକ ନୂଆ ରେକର୍ଡ ସହ ବାଜିମାତ କରିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ତେବେ ନିଜର ପରାଜୟ ପାଇଁ ଉଭୟ ବିଜେପି ଓ କଂଗ୍ରେସ ବିଜେଡି ଉପରେ ଦୋଷ…

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି…

ମୁମ୍ବାଇ : ବଲିଉଡରେ ଏବେ ଆଉ ନୂଆ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ସେମାନେ ହେଲେ କ୍ୟୁଟ୍‌ କପଲ୍ ଆଲିଆ ଓ ରଣବୀର। କିନ୍ତୁ ଦୁହେଁ କେବେ ବିବାହ କରିବେ ତାହା ସ୍ପଷ୍ଟ କରିନାହାନ୍ତି । ଆଲିଆ ରଣବୀରଙ୍କୁ ନିଜ ମନର ମଣିଷ ଭାବି ସାରିଛନ୍ତି । କିଛି ଦିନ ତଳେ ଏକ ବାହାଘର ନିମନ୍ତ୍ରଣ…

ଦୀପାବଳିରେ ଜଗିବେ ଅଗ୍ନିକ

ଭୁବନେଶ୍ୱର: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳୀ ଏଥି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର। ଚାରିଆଡେ଼ ଜଳିବ ଦୀପ। ଆଉ ଫୁଟିବ ବାଣ। ସମସ୍ତେ ସମସ୍ତଙ୍କୁ ଶୁଭ ଦୀପାବଳି ବୋଲି କହି ଶୁଭେଚ୍ଛା ପ୍ରଦାନ କରୁଥିଲେ ହେଁ ଏହି ସମୟରେ କୌଣସି ପ୍ରକାର ଅଘଟଣକୁ ଏଡ଼ାଇ ଦିଆଯାଇନପାରେ। ତେବେ ସୁରକ୍ଷିତ ଦୀପାବଳି…

ବିପଦ ସଂକେତ ଉପରେ ଜଳକା ନଦୀ

ଭୁବନେଶ୍ବର: ଲଘୁଚାପର ଲଗାଣ ବର୍ଷା ପରେ ଦୁଇ ଦିନ ଧରି ଫୁଲୁଛି ଜଳକା ନଦୀ । ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବ୍ଲସ୍ତା ବ୍ଲକର ମଥାନୀ ଠାରେ ଜଳକାର ବିପଦ ସଂକେତ ହେଉଛି ୫ ଦଶମିକ ପାଞ୍ଚ ଶୂନ ମିଟର। ହେଲେ ବର୍ତମାନ ୬.୪୯ ମିଟରରେ ପ୍ର୍ରବାହିତ ହେଉଛି…

ଗୋଟିଏ ନମ୍ବର ୧୩ଟି ଗାଡ଼ି!

ଭୁବନେଶ୍ବର: ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ସେହିପରି ଓଡ଼ିଶାରେ ମଧ୍ୟ ଲାଗୁ ହୋଇଛି। ହେଲେ ଏହି ନିୟମକୁ ରାଜ୍ୟ ସରକାର ୩ମାସ କୋହଳ କରିଛନ୍ତି ଅର୍ଥାତ ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ନିୟମ ରାଜ୍ୟରେ କୋହଳ ହୋଇଛି। ହେଲେ ଏହାରି ମଧ୍ୟରେ ଦେଖିବାୁ ମିଳିଛି ଏକ ଘଟଣା। ଟ୍ରାଫିକ୍‌ ନିୟମକୁ…

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ…

ଭୁବନେଶ୍ବର: ଭିଜିଲାନ୍ସ ମାମଲା ରହିଥିବା କର୍ମଚାରୀଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ୧୧ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୧୧ ଅଧିକାରୀଙ୍କ ବିରୋଧରେ ରାଜସ୍ବ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। ଦୁଇ ଓଏଏସ ବିଜୟିନୀ ବିଶ୍ବାଳ ଓ ପ୍ରଦୀପ ବେହେରା ବହିଷ୍କୃତ…

ସୌରଭଙ୍କ ପ୍ରସ୍ତାବରେ ବିରାଟଙ୍କ ହଁ

ମୁମ୍ୱାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ଭାବେ ଦାୟିତ୍ବ ତୁଲାଉଛନ୍ତି ସୌରଭ ଗାଙ୍ଗୁଲି। ସେ ଦାୟିତ୍ବ ନେଉ ନେଉ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ମୁମ୍ୱାଇରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦିନିକିଆ ଡେ’ ନାଇଟ୍…

ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ପଦ ଉପରେ…

ମହାରାଷ୍ଟ୍ର: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ବିଜେପି-ଶିବସେନା ସପକ୍ଷରେ ଯାଇଛି। ଫଳାଫଳ ଆସିବା ପରେ ମହାରାଷ୍ଟ୍ରରେ ରାଜନୈତିକ ଚର୍ଚ୍ଚା ଲାଗି ରହିଛି। କିଏ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ସେ ନେଇ ଚାଲିଛି ଅଙ୍କକଷା। ବିଜେପି ଦେବେନ୍ଦ୍ର ଫଡନଭିସ୍‌ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି…