Odisha Link
Bridging the Missing Links in Odisha

ଦୀପାବଳି ରାତିରେ ରାଜଧାନୀରେ ହତ୍ୟାକାଣ୍ଡ

ଭୁବନେଶ୍ଵର: ଦୀପାବଳିର ବିଳମ୍ବିତ ରାତିରେ ରାଜଧାନୀରେ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ଏକାଧିକ ବ୍ୟକ୍ତି ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ପାଖରେ ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ଯୁବକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଗୋଟିଏ ଗୋଷ୍ଠୀର ୨୫ ଜଣଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି।

Comments are closed.