Odisha Link
Bridging the Missing Links in Odisha
Daily Archives

October 28, 2019

ସେବା ପାଇଁ ସାଢେ ୧୭ କୋଟି

ଭୁବନେଶ୍ୱର: ‘ମୋ ସରକାର’କୁ ମୂଳମନ୍ତ୍ର କରି ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବାରେ ସହାୟକ ହେଉଥିବା ପ୍ରଥମ ପ୍ରଥମିତା ଥାନାକୁ ଗୁରୁତ୍ୱ ଦେଇଛନ୍ତି ସରକାର। ତେଣୁ ରାଜ୍ୟର ସମସ୍ତ ଥାନା ଗୁଡ଼ିକରେ ଲୋକଙ୍କୁ କିଭଳି ଉନ୍ନତ ସେବା ଯୋଗାଇଦିଆଯିବ, ସେନେଇ ଥାନାକୁ ବାର୍ଷିକ ୧୭.୫ କୋଟି ଟଙ୍କାର କଣ୍ଟିଜେନ୍ସି…

ଢେଙ୍କାନାଳ ଗସ୍ତରେ ରାଜ୍ୟ ସହର ଓ ନଗର…

ଢେଙ୍କାନାଳ: ଅଚନାକ ଢେଙ୍କାନାଳ ଗସ୍ତ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ପ୍ରଥମେ ପଞ୍ଚାୟତରାଜ, ଆଇନ୍, ସହର ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଢେଙ୍କାନାଳ ପୌର କାର୍ଯ୍ୟାଳୟକୁ ଯାଇ ସେଠାରେ ଉନ୍ନୟନ୍ନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ପୌର କାର୍ଯ୍ୟାଳୟକୁ ଆସିଥିବା ଲୋକଙ୍କ ସହ ସୁବିଧା ଅସୁବିଧା…

କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାଶପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ମାମଲାକୁ ନେଇ ଧୀରେ ଧୀରେ ରାଜନୀତି ଜୋର ଧରୁଛି। ଏହି ଘଟଣାରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗିରଫ କରାଯିବା ପରେ ମୃତକଙ୍କ ପ୍ରତି ଏସପିଙ୍କ ଅପମାନସୂଚକ ମନ୍ତବ୍ୟ ବିରୋଧରେ ବିଜେପି ପକ୍ଷରୁ ତାଙ୍କ ବିରୋଧରେ…

ଲାଞ୍ଚ ନନେବା ପାଇଁ ଶପଥ ଗ୍ରହଣ

ଭୁବନେଶ୍ୱର: ମୁଁ ଶପଥ କରି କହୁଛି କି ଲାଞ୍ଚ ନେବିନି କି କାହାକୁ ଲାଞ୍ଚ ଦେବିନି.....। ଏମିତି ଢଙ୍ଗରେ ସୋମବାର ପଞ୍ଚାୟତିରାଜ ଓ ଗଣଶିକ୍ଷା ବିଭାଗର କର୍ମଚାରୀମାନେ ଶପଥ ନେଇଛନ୍ତି। ଲୋକସଭା ଭବନରେ ଛିଡ଼ା ହୋଇ ସମ୍ପୃକ୍ତ ବିଭାଗର କର୍ମଚାରୀମାନେ ଲାଞ୍ଚ ନନେବା ଓ ନଦେବାକୁ ଶପଥ ନେଇଛନ୍ତି । ବିଭାଗର…

ବଗି ଛାଡି ଚାଲିଗଲା ଇଞ୍ଜିନ

କଟକ: ଆଜି ସକାଳ ପ୍ରାୟ ୮ଟା ବେଳେ ପୁରୁଣା କଟକ-ସମ୍ବଲପୁର ରେଳପଥର ଆଠଗଡ଼ ଲେବଲ କ୍ରସିଂ ଅନ୍ତର୍ଗତ ନିଧିପୁର ଷ୍ଟେସନ ପାଖରେ କୋଇଲା ନେଇ ଯାଉଥିବା ଗୋଟାଏ ମାଲ୍‌ଗାଡ଼ିରୁ ୫ଟି ବଗି ଅଲଗା ହୋଇ ରହିଯାଇଥିଲା। ସମ୍ପୃକ୍ତ ରେଳଗାଡ଼ିର ଇଞ୍ଜିନ ମଧ୍ୟ ଯାଇ ଲେବଲକ୍ରସିଂ ଠାରେ ଅଟକିଥିଲା। ଫଳରେ ସେ ରାସ୍ତା ଦେଇ…

ଚିକିତ୍ସା ସମୟରେ ପ୍ରସୂତିଙ୍କୁ ମାଡ…

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ସଦରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ପ୍ରସୂତିଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଖଣ୍ଡନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ କୋରୁକୋଣ୍ଡା ନିକଟସ୍ଥ କିଚପାଲି ଗ୍ରାମର ରାମ ପଡ଼ିଆମୀଙ୍କ ସ୍ତ୍ରୀ ମିନା…

ଜନନୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆରଠାରୁ ରୋଗୀ ଛାଡି ଆସୁଥିବା ବେଳେ କୋମନା ବ୍ଳକ ଗନିଆର ଛକଠାରେ ଏକ ଜନନୀ ଏକ୍ସପ୍ରେସ ୧୦୮ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ଚାଳକ ଗୁରୁତର ହେବାରୁ ନୂଆପଡ଼ା ମୁଖ୍ୟ ଚିକିସାଳୟଠାରେ ପ୍ରାଥମିକ ଚିକିସା ପରେ ତାଙ୍କୁ ବୁର୍ଲା ଭିମସାରକୁ ପଠାଯାଇଥିବା ଜଣାଯାଇଛି।…

ଦୀପାବଳି ରାତିରେ ରାଜଧାନୀରେ ହତ୍ୟାକାଣ୍ଡ

ଭୁବନେଶ୍ଵର: ଦୀପାବଳିର ବିଳମ୍ବିତ ରାତିରେ ରାଜଧାନୀରେ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ଏକାଧିକ ବ୍ୟକ୍ତି ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ପାଖରେ ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ଯୁବକ ତାଙ୍କୁ ଗୋଡ଼ାଇ…

ଶ୍ରୀ ମନ୍ଦିରରେ ଟିକ୍ ଟକ୍

ଭୁବନେଶ୍ବର: ଶ୍ରୀ ମନ୍ଦିରରେ ଫଟୋ ପରେ ପୁଣି ଭାଇରାଲ ଏକ ଭିଡିଓ । ଏପରିକି ଟିକଟକ କବଳରୁ ମୁକ୍ତି ପାଇନି ଶ୍ରୀମନ୍ଦିର। ପ୍ରଥମେ ଏପରି ଘଟଣା ଘଟିଯାଇଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ସତର୍କ ହୋଇନାହିଁ କି ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଜଣେ ଯୁବତୀ ନିଜ ଟିକ୍ ଟିକ୍ ଆକାଉଣ୍ଟରେ…

ଭଦ୍ରକ ଜିଲ୍ଲାରେ ଛୁଟି ଘୋଷଣା କଲେ…

ଭଦ୍ରକ: ଭଦ୍ରକ ଜିଲ୍ଲାପାଳ କାଳୀପୂଜା ନିମନ୍ତେ ଭଦ୍ରକ ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି । କାଳୀପୂଜା ପାଇଁ ଭଦ୍ରକ ପ୍ରସିଦ୍ଧ ଲାଭ କରିଛି । ବହୁତ ଧୁମଧାମରେ ଭଦ୍ରକରେ ମା’ କାଳୀଙ୍କୁ ପୂଜା କରାଯାଇଥାଏ । ସହରରେ ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟରାତ୍ରରୁ ପୂଜା ଆରମ୍ଭ ହୋଇଯାଇଛି। ଜିଲ୍ଲାପାଳଙ୍କ…