Odisha Link
Bridging the Missing Links in Odisha
Daily Archives

October 29, 2019

କର୍ଣ୍ଣାଟକ ଭାରତରେ ନଂ ୧, ହେଲେ…

ବେଙ୍ଗାଲୁରୁ: ଦିନକୁ ଦିନ ଲାଞ୍ଚ କାରବାର ଠାରୁ ବିଭିନ୍ନ ଦୁର୍ନୀତି ମାମଲା କର୍ଣ୍ଣାଟକାରେ ବଢ଼ିବାରେ ଲାଗିଛି। ବିଶେଷ କରି ୨୦୧୬ ତୁଳନାରେ ୨୦୧୭ରେ କର୍ଣ୍ଣାଟକାରେ ୧୦୦୦% ଦୁର୍ନୀତି ମାମଲା ବୃଦ୍ଧି ପାଇଛି। ସମଗ୍ର ଭାରତ ବର୍ଷରେ ଏଭଳି ଦୁର୍ନୀତି ବୃଦ୍ଧିରେ କର୍ଣ୍ଣାଟକା ନଂ ୧ ସ୍ଥାନରେ ରହିଛି।…

କ୍ରୀଡ଼ାବିତଙ୍କ ଭତ୍ତା ବୃଦ୍ଧି

ଭୁବନେଶ୍ବର: କ୍ରୀଡା କ୍ଷେତ୍ରରେ ଓଡ଼ିଶା ଆଜି କେବଳ ଭାରତ ନୁହେଁ, ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି। ଭୁବନେଶ୍ୱରରେ ୨୦୧୭ ଏସୀୟ ଖେଳକୁଦ ଚମ୍ପିଅନସିପ୍‌ ଏବଂ ୨୦୧୯ ହକି ବିଶ୍ୱକପ୍‌ର ସଫଳ ଆୟୋଜନ ସାରା ବିଶ୍ୱରେ ଭାରତର ଗୌରବକୁ ବୃଦ୍ଧି କରିଛି। ଓଡିଶାର କ୍ରୀଡାବିତ୍‌ମାନେ ମଧ୍ୟ ବିଭିନ୍ନ ଜାତୀୟ…

ବିଜେପି ନେତୃତ୍ବରେ ହିଁ ସରକାର ହେବ, ମୁଁ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବିବାଦ ଥମିବାର ନାଁ ଧରୁନି।ଫଳାଫଳ ପ୍ରକାଶ ପାଇବାର ୫ ଦିନ ହୋଇଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଚଳାବସ୍ଥା ଜାରି ରହିଛି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାରତୀୟ ଜନତା ପାର୍ଟି ଏବଂ ଶିବସେନା ମଧ୍ୟରେ ଚାଲିଛି ଅଙ୍କକଷା। ଏହି ଅଙ୍କକଷା ପରିସ୍ଥତିକୁ ଅଧିକ ରୋଚକ…

ଝାମ୍ପିନେଲେ ୧୮ ଲକ୍ଷ

ଆଠଗଡ଼: ଆଠଗଡ଼: ୧୮ ଲକ୍ଷ ଟଙ୍କା ଝାମ୍ପି ନେଇ ଚମ୍ପଟ ମାରିଲେ ୪ ଦୁର୍ବୃତ୍ତ। ଖୁଣ୍ଟୁଣୀ ରାଧାକିଶୋରପୁର ନିକଟରୁ ୨ଟି ପଲସରରେ ଆସି ଦୁର୍ବୃତ୍ତମାନେ ଉକ୍ତ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କ ଠାରୁ ଉକ୍ତ ଟଙ୍କା ଲୁଟ ହୋଇଛି। କର୍ମଚାରୀ…

ମନେପଡ଼ନ୍ତି ସ୍ବାଧୀନତା ସଂଗ୍ରାମର ପ୍ରଥମ…

ଭୁବନେଶ୍ବର: ଜୟକୃଷ୍ଣ ରାଜଗୁରୁ ମହାପାତ୍ର ଓରଫ୍‌ ଜୟୀ ରାଜଗୁରୁ ଭାରତ ସମେତ ଓଡ଼ିଶା ଇତିହାସର ଅମଳିନ ବ୍ୟକ୍ତିତ୍ୱ। ଏବେବି ସମସ୍ତେ ଝୁରନ୍ତି ରାଜଗୁରୁଙ୍କ ବରୀତ୍ବ, ପରାକ୍ରମ, ମାତୃଭୂମି ପ୍ରତି ଥିବା ପ୍ରେମ ଗାଥାକୁ। ଆଜି ଏହି ମହାନ୍‌ ଜନନାୟକଙ୍କ ଜନ୍ମତିଥି। ବ୍ରିଟିଶ ବିରେଧୀ ସ୍ବାଧୀନତା ସଂଗ୍ରାମର…

ଇ-ବ୍ୟବସ୍ଥାରେ ୫ଟି ବାଟାଲିଅନ

ଭୁବନେଶ୍ୱର: ଏଥର ରାଜ୍ୟର ୫ଟି ବାଟାଲିଅନ ଇ-ବ୍ୟବସ୍ଥାରେ ରହିବେ। ସେଗୁଡ଼ିକ ହେଲା ମାଲକାନଗିରି, ରାଉରକେଲା, କଟକ, ଢେଙ୍କାନାଳ ଓ ଖୋର୍ଦ୍ଧା ବାଟାଲିଅନ। ଅତ୍ୟାଧୁନିକ ଟେକ୍ନୋଲଜି ଦ୍ୱାରା ୫ଟି ବାଟାଲିଅନକୁ ଅପଗ୍ରେଡ କରାଯିବ। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ବାଟାଲିଅନରେ ଇ-ବ୍ୟବସ୍ଥା ପ୍ରଚଳିତ…

ଟ୍ରମ୍ପ ଖୋଲିଲେ ଅପରେସନ୍‌ ବାଗଦାଦିର…

ୱାଶିଂଟନ୍‌: କୁଖ୍ୟାତ ଆତଙ୍କବାଦୀ ଆଇଏସଆଇ ମୁଖ୍ୟ ଅବୁ ବକର ଅଲ ବାଗଦାଦିକୁ ଆମେରିକା ଖତମ କରିଦେଇଛି। ଯାହା ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ। ହେଲେ ତାଠୁ ଅଧିକ ଚର୍ଚ୍ଚାରେ ଗୋଟେ କୁକୁର। କାରଣ ଅପରେସନ୍‌ ବାଗଦାଦିକୁ ସଫଳ ରୂପ ଦେବା ପାଇଁ ଆମେରିକା ସେନାରେ ଥିବା ସାହାସୀ କୁକୁର ହିଁ ପ୍ରମୁଖ…

ଉଦ୍ଧାର ହେଲା ୧୨ କେଜି ଓଜନର ବଜ୍ରକାପ୍ତା

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁତନା ସଂରକ୍ଷିତ ଜଙ୍ଗଲରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାର ଓଜନ ପ୍ରାୟ ୧୨ କେଜି ହେବ। ବାହାର ରାଜ୍ୟକୁ ଚାଲାଣ ପାଇଁ ବନ୍ୟ ଜନ୍ତୁ ଚାଲାଣକାରୀ ଏହି ବଜ୍ରକାପ୍ତାକୁ ଲୁଚାଇ ରଖିଥିଲେ ବୋଲି ଜଣାପଡ଼ିଛି। ସୋମବାର ସନ୍ଧ୍ୟାରେ ବୌଦ୍ଧ ରେଞ୍ଜ ଅଧିକାରୀଙ୍କ ସମେତ ଏକ ଟିମ…

ଆଇଆଇଟି ଖୋଜିବ ଭୂସ୍ଖଳନ ଅଞ୍ଚଳ

ଭୁବନେଶ୍ୱର: ରାଜ୍ୟର ଭୂସ୍ଖଳନ ଅଞ୍ଚଳ ଚିହ୍ନଟ କରିବାକୁ ଆଇଆଇଟିକୁ ଦାୟିତ୍ୱ ଦିଆଯାଇଛି। ଆଇଆଇଟି ମୁମ୍ବାଇକୁ ଏହି ଦାୟିତ୍ୱ ଦିଆଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ ଭୁସ୍ଖଳନ ଏବେ ଏକ ନୂଆ ପ୍ରାକୃତିକ ବିପର୍ଯ୍ୟୟଭାବେ ଉଭା ହୋଇଛି।…

ଦେବଗଡ ଗସ୍ତରେ ୫ଟି ସଚିବ

ଦେବଗଡ: ଆଜି ଦେବଗଡ଼ ଜିଲ୍ଳା ମୁଖ୍ୟ ଚକିତ୍ସାଳୟ ବୁଲି ଦେଖିଲେ ପାଣ୍ଡିଆନ୍। ଡାକ୍ତରଖାନାରେ ବିଭିନ୍ନ ୱାର୍ଡର ପରିଦର୍ଶନ କରିଛନ୍ତି ପାଣ୍ଡିଆନ୍। ୱାର୍ଡ଼କୁ ୱାର୍ଡ଼ ବୁଲି ଜଣ ଜଣକୁ ପଚାରି ବୁଝିଛନ୍ତି। ଏହାସହ ଡାକ୍ତରଖାନାରେ କିଭଳି ସେବା ମିଳୁଛି ସେନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ‘ଫାଇଭ୍ ଟି’ ସଚିବ।…