Odisha Link
Bridging the Missing Links in Odisha
Daily Archives

October 29, 2019

ଝାଡ଼ଖଣ୍ଡ: ବିଧାନସଭା ନିର୍ବାଚନ ପାଇଁ…

ରାଞ୍ଚି: ସରିଲା ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା। ନିର୍ବାଚନରେ ବିରୋଧୀ ମେଣ୍ଟର ଭଲ ପ୍ରଦର୍ଶନ ପରେ କଂଗ୍ରେସର ନଜର ଏବେ ଝାଡ଼ଖଣ୍ଡ ଉପରେ। ଝାଡ଼ଖଣ୍ଡ ନିର୍ବାଚନରେ ମଧ୍ୟ ଛୋଟ ଆଞ୍ଚଳିକ ଦଳଙ୍କ ସହ ମେଣ୍ଟ କରିବାକୁ ବିଚାର କରୁଛି । ଆଦିବାସୀବହୁଳ ଏହି ରାଜ୍ୟରେ କଂଗ୍ରେସ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା…

ରତ୍ନ ଭଣ୍ଡାର ଅଡିଟ ପାଇଁ ଦାବି

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ସମସ୍ତ ଅଳଙ୍କାରର ଅଡିଟ ପାଇଁ ଦାବି ହୋଇଛି। ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ମହାପ୍ରଭୁଙ୍କ ସମସ୍ତ ଅଳଙ୍କାରର ସଠିକ ଅଡିଟ ପାଇଁ ଶ୍ରୀ ନାୟକ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ୧୯୭୮ରେ…

ମୁଖ୍ୟମନ୍ତ୍ରୀ ପଦ ଉପରେ ଶିବସେନାର ନଜର,…

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସି ସାରିଛି ହେଲେ ସରିନାହିଁ ମୁଖ୍ୟମନ୍ତ୍ରୀ କିଏ ହେବ ନେଇ ଅଙ୍କକଷା। ମହାରାଷ୍ଟ୍ରରେ ବିଜେପି ଏବଂ ତାର ସହଯୋଗୀ ଦଳ ଶିବସେନା ଏକାଠି ମିଶି ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ। ହେଲେ ଫଳାଫଳ ଆସିବା ପରେ ଶିବସନୋ ମୁଖ୍ୟମନ୍ତ୍ରୀ ପଦକୁ ନେଇ…

ମୋ ସରକାର ଯୋଜନାରେ ୪ଜିଲ୍ଲା ଡାକ୍ତରଖାନା…

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟରେ "ମୋ ସରକାର' ସ୍ଥିତି ଅନୁଧ୍ୟାନ ଗସ୍ତ ସମୟରେ ଯେଉଁ କିଛି ସମସ୍ୟା ଓ ଅଭାବ ଏବଂ ଅସୁବିଧା ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ଦେଖିଥିଲେ, ତାହା ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ସୁନ୍ଦରଗଡ, କେନ୍ଦୁଝର, ରାଉରକେଲା ଓ ମୟୂରଭଞ୍ଜ…

ଜଷ୍ଟିସ ଏସଏ ବୋବଡେ ହେବେ ପ୍ରଧାନ…

ନୂଆଦିଲ୍ଲୀ: ଜଷ୍ଟିସ ଏସଏ ବୋବଡେ ହେବେ ଦେଶର ନୂଆ ପ୍ରଧାନ ବିଚାରପତି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନ ବିଚାରପତି ପାଇଁ ସୁପାରିଶ ହୋଇଥିବା ଶ୍ରୀ ବୋବଡେଙ୍କ ନାମକୁ ମଞ୍ଜୁର ଦେଇଛନ୍ତି। ଫଳରେ ସେ ନଭେମ୍ବର ୧୮ ତାରିଖରେ ଦେଶର ନୂଆ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ଗତ ୧୯ ତାରିଖରେ…

ଆଜି ମହାବାତ୍ୟାକୁ ପୂରିଲା ୨୦ ବର୍ଷ

ଭୁବନେଶ୍ୱର: ପ୍ରକୃତିର ଦାଣ୍ଡବ, ଘନ ଅନ୍ଧକାର ମଧ୍ୟରେ କେବଳ ପବନର ସୁ ସୁ ଶବ୍ଦ। ପ୍ରଚଣ୍ଡ ବର୍ଷା ଓ ବିଜୁଳି ଆଲୋକରେ ଘରୁ ବାହାରିବା ଥିଲା କଷ୍ଟକର। ହଠାତ୍‌ ସମୁଦ୍ରରୁ ମାଡ଼ି ଆସିଲା ନଡ଼ିଆ ଗଛ ପ୍ରାୟ ଉଚ୍ଚର ଜୁଆର। ନିମିଷକ ମଧ୍ୟରେ ନିଶ୍ଚିହ୍ନ ହୋଇଗଲା ସବୁକିଛି। କିଏ କେଉଁଠି ରହିଲେ, କୁଆଡ଼େ ଗଲେ…

ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର କଡା…

କଟକ: ଓକିଲଙ୍କ ଆନ୍ଦୋଳନ ଯୋଗୁଁ ବାରମ୍ବାର କୋର୍ଟ କାର୍ଯ୍ୟ ବ୍ୟାହତ ହେବାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବାର୍ କାଉନସିଲ ଅଫ୍ ଇଣ୍ଡିଆ। ତୁରନ୍ତ ଆନ୍ଦୋଳନ ବନ୍ଦ କରିବା ଲାଗି ଓକିଲମାନଙ୍କୁ ଚିଠି କରିଛନ୍ତି ବାର୍ କାଉନସିଲ ଅଫ୍ ଇଣ୍ଡିଆ। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଓଡ଼ିଶାରେ କାର୍ଯ୍ୟରତ…

ଆଜି ଓଡ଼ିଶା ଆସିବେ ସିଇସି

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଗଠିତ ସିଇସି ବା କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି। ଏହି ଅବସରରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲେପମେଣ୍ଟ କର୍ପୋରେସନ ବା (ଓଏମବିଏଡ଼ିସି) ରେ ବିନିଯୋଗ ହୋଇଥିବା ଅର୍ଥ ଖର୍ଚ୍ଚର ସମୀକ୍ଷା କରିବ କମିଟି। ପି. ଭି. ଜୟକ୍ରିଷ୍ଣନ୍‌ଙ୍କ…

ମହୋଦଧି ମାର୍କେଟ କଂପ୍ଲେକ୍ସ ଉଚ୍ଛେଦ…

ପୁରୀ: ପୁରୀ ମୋଚି ସାହି ନିକଟରେ ଅସୁରକ୍ଷିତ ଭାବେ ଥିବା ମହୋଦଧି ମାର୍କେଟ କଂପ୍ଲେକ୍ସ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳୁ ପୁରୀ ପୌର ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି। ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ମାର୍କେଟ କଂପ୍ଲେକ୍ସରେ ଥିବା ଦୋକାନ ଘର ଭଙ୍ଗାଯାଉଛି। କଂପ୍ଲେକ୍ସରେ ମୋଟ…

ଜବତ ହେଲା ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରୁ ଗୋରୁ ବୋଝେଇ ପିକଅପ ଭ୍ୟାନ୍ ଜବତ ହୋଇଛି। ଗାଡି ଡ୍ରାଇଭରର ସହ ଗାଡିକୁ ଅଟକ ରଖିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଟାଉନ୍ ଥାନା ଅଧିନସ୍ଥ ମୋଟେଲ ଛକରୁ ଗୋରୁ ବୋଝେଇ ପିକଅପ ଭ୍ୟାନ୍ ଜବତ। କୌଣସି…