ସରକାରୀ ବାବୁଙ୍କୁ ଗଣମାଧ୍ୟମରେ…
ଭୁବନେଶ୍ବର: ଏଣିକି ସରକାରୀ ବାବୁ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିପାରିବେନି। କୌଣସି ସଚିବ, କର୍ମଚାରୀ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିପାରିବେନି ବୋଲି ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଗଣମାଧ୍ୟମକୁ ସରକାରୀ ତଥ୍ୟ ଠିକ୍ ଭାବରେ ଆସିପାରିବ କି…