Odisha Link
Bridging the Missing Links in Odisha

ଭୁବନେଶ୍ବରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଯାଇଛି। ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନଙ୍କ ସହ ବହୁ ନେତା ଓ କର୍ମୀ ପଦଯାତ୍ରାରେ ସାମିଲ ହୋଇଛନ୍ତି।
ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମାଧ୍ୟମରେ ବିଜେଡି ସରକାରଙ୍କ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଉଛି। ଏହା ସହ ଦଳ ସହିତ କିଭଳି ସବୁ ବର୍ଗର ଲୋକ ଯୋଡି ହେବେ ସେ ନେଇ ମଧ୍ୟ କାର୍ଯ୍ୟକ୍ରମ କରାଯାଉଛି। ଯେହେତୁ ଏଥର ବିଜେଡି ଦଳର ସଭ୍ୟ ସଂଖ୍ୟା ୭୦ ଲକ୍ଷରୁ ଅଧିକ କରିବାକୁ ଟାର୍ଗେଟ୍ ରଖିଛି, ସେଥିପାଇଁ ଏଥର ପଦଯାତ୍ରାକୁ ବହୁତ ଗୁରୁତର ସହ ନେଇଛି ଦଳ।

Comments are closed.