Odisha Link
Bridging the Missing Links in Odisha
Daily Archives

October 30, 2019

୧୮ଲକ୍ଷ ଲୁଟ୍ ଘଟଣା ମିଛ: କମ୍ପାନୀ ଟଙ୍କା…

କଟକ: ନିଜେ ନିଜକୁ ଲୁଟ୍‌ କରିଥିବା ଜଣେ ବିଖ୍ୟାତ ଠକକୁ ଗିରଫ କରିଛି ପୁଲିସ। ଏଭଳି ଏକ ରୋଚକ ଘଟଣା ଉପରୁ କଟକ ଜିଲ୍ଲା ପୁଲିସ ପର୍ଦ୍ଦା ଉଠାଇଛି। ଗତକାଲି , ଅର୍ଥାତ ମଙ୍ଗଳବାର ଅପରାହ୍ନରେ କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ରାଧାକିଶୋର ପୁର ନିକଟରୁ ୧୮ ଲକ୍ଷ ଟଙ୍କା ଲୁଟ୍‌ ହୋଇଯିବାର ସନ୍‌ସନି ଖବର…

ବସ୍‌ରେ ଯାତ୍ରା କଲେ ଅରବିନ୍ଦ…

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଭିନ୍ନ ରୂପ। ବସରୁ ବସ୍‌ ବୁଲୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗତକାଲି ଦିଲ୍ଲୀରେ ମହିଳାଙ୍କ ପାଇଁ ଦିଲ୍ଲୀ ସରକାର ମାଗଣା ବସ୍‌ ସେବା ଯୋଗାଇ ଦେଇଛନ୍ତି। ମାଗଣା ବସ୍‌ ସେବା ଦ୍ୱାରା ମହିଳାମାନେ କ’ଣ ସୁବିଧା ଓ ଅସୁବିଧାର…

ବିଷ ପିଇ ଚାଷୀ ଆତ୍ମହତ୍ୟା

ସୋର: ବେଲେଶ୍ବର ଜିଲା ସିମୁଳିଆ ବ୍ଲକ ଅନ୍ତର୍ଗତ କବୀରପୁର ଗ୍ରାମରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ବିଜୟ ପରିଡ଼ା ବୋଲି ଜଣାପଡ଼ିଛି। ସେ ଋଣ ଭାର ଯୋଗୁଁ ବିଷ ପିଇଥିବାନେଇ ପରିବର ଲୋକେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ରାତିରେ ବିଜୟ…

ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ନୀଳାଦ୍ରି ପ୍ରସାଦ ପାଞ୍ଚୟତର ପିଇଓ ନବ କିଶୋର ଦାସ ସେହି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ସନ୍ତୋଷ ସାହୁଙ୍କ ଠାରୁ ଏକ ବିଲ୍ ୩ଲକ୍ଷ ୭୦ ହଜାର ଟଙ୍କା ପାସ୍ କରିବା ପାଇଁ ୪୦ହଜାର ଟଙ୍କା ଦାବି କରିଥିଲେ। ମାତ୍ର ତିରିଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ବିଜେପି ବିଧାୟକ ଦଳ ନେତା ନିର୍ବାଚିତ…

ମୁମ୍ବାଇ: ଜାତୀୟ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ମହାରାଷ୍ଟ୍ର ରାଜନୀତି। କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ ଚାଲିଛି ବିଜେପି-ଶିବସେନା ମଧ୍ୟରୋ ଚାଲିଛି ଟଣାଓଟରା। ଦିନକୁ ଦିନ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କ୍ଷମତାଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି।…

୪୦ ହଜାର ଟପିଲା ସେନସେକ୍ସ

ମୁମ୍ବାଇ: ସରିଲା ଦୀପାବଳି। ପରେ ଦେଖିବାକୁ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ୨ଶହ ପଏଣ୍ଟ ବଢ଼ି ଆଜି ୪୦ହଜାର ପଏଣ୍ଟ ଅତିକ୍ରମ କରିଛି ସେନସେକ୍ସ। ସେହିପରି କିଛି ଦିନର ମାନ୍ଦାବସ୍ଥା ପରେ ନିଫ୍‌ଟିରେ ମଧ୍ୟ ଉତ୍ସାହ ପରିଲକ୍ଷିତ ହୋଇଛି। ୫୦ ସୂଚକାଙ୍କ ବୃଦ୍ଧି ଘଟି ୧୧ହଜାର ୮୮୪ ଅଙ୍କରେ…

ପିଲାଙ୍କ ସହ ନାଚିଲେ ତାରା

ଜୟପୁର: କୋରାପୁଟ ଜିଲ୍ଲା କୋଟପାଡ଼ ହାଇସ୍କୁଲ ପଡ଼ିଆରେ ଗତକାଲି ରାଜ୍ୟ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଉଦଘାଟିତ ହୋଇଥିଲା। ପ୍ରତିଯୋଗିତାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉଦଘାଟନ କରିଥିବା ବେଳେ ମନ୍ତ୍ରୀ ପଦ୍ମିନୀ ଦିଆନ, ଜୟପୁର ବିଧାୟକ ତାରା ବାହିନୀପତି, ପଟ୍ଟଙ୍ଗୀ ବିଧାୟକ ପ୍ରମୁଖ ଯୋଗ…

ଖଳନାୟକ ଚରିତ୍ରରେ ,ଅକ୍ଷୟ କୁମାର !

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ଅକ୍ଷୟ କୁମାରଙ୍କ ସିନେମା ହାଉସଫୁଲ୪ ରିଲିଜ ହୋଇଯାଇଛି । ଏହି ସିନେମାଟି ବେଶ୍ ପ୍ରଶଂସା ସାଉଁଟିବାରେ ଲାଗିଛି । ଅକ୍ଷୟଙ୍କ ଚରିତ୍ରଟି ବେଶ୍ ଆକର୍ଷଣୀୟ ହୋଇଛି । ସିନେମାଟି ପୂର୍ବ ଜନ୍ମ ଓ ପରଜନ୍ମର କାହାଣୀଙ୍କୁ ନେଇ ତିଆରି ହେଇଛି । ଅକ୍ଷୟଙ୍କୁ ଏବେ ଅନ୍ୟ ସିନେମା…

ଖଣି ଅଞ୍ଚଳ ପରିଦର୍ଶନ କଲେ ସିଇସି ଟିମ୍

କେନ୍ଦୁଝର: କେନ୍ଦୁଝର ଓ ମୟୁରଭଞ୍ଜ ଖଣି ଅଞ୍ଚଳ ପରିଦର୍ଶନ କଲେ ସିଇସି ଟିମ। ରାଜ୍ୟ ଖଣି ଅଞ୍ଚଳ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ରାଜ୍ୟ ସରକାର କେଉଁ କେଉଁ ପ୍ରକଳ୍ପରେ କେତେ ଟଙ୍କା ଖଣି ଅଞ୍ଚଳରେ କିପରି ଖର୍ଚ୍ଚ କରିଛନ୍ତି ତାର ସରଜମିନ ତଦନ୍ତ କରୁଛି ଟିମ୍। ପ୍ରଥମେ କେନ୍ଦୁଝର ଯୋଡା ସ୍ଥିତ…

ଓଲଟିଲା ଓମଫେଡ୍ ମିନି ଟ୍ରକ୍‌

ପିପିଲି: ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା ଏକ ଓମଫେଡ୍ କ୍ଷୀର ବୋଝେଇ ମିନି ଟ୍ରକ୍‌ ତେଇଶିପୁର୍ ନିକଟ ପୋଟଳ ଗ୍ରାମ୍ୟଛକ ଠାରେ ଆଜି ଅପରାହ୍ନ ୨.୩୦ ରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ଉପରେ ଓଲଟି ପଡିଥିଲା। ପରେ ଗାଡିରେ ନିଆଁ ଲାଗି ଯାଇଥିଲା। ଖବର ପାଇ ପିପିଲିରୁ ଦମକଳ ବାହିନୀ ଗାଡି ଘଟଣାସ୍ଥଳରେ…