Odisha Link
Bridging the Missing Links in Odisha
Daily Archives

October 30, 2019

ଦିଲ୍ଲୀ ଏମ୍ସ ହେବ ବିଶ୍ବସ୍ତରୀୟ…

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସକୁ ବିଶ୍ବସ୍ତରୀୟ ରୂପେ ପ୍ରତିଷ୍ଠା କରାଯିବ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଏମ୍ସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ ଏମ୍ସର କର୍ତ୍ତୃପକ୍ଷ ସମସ୍ତ ବିଭାଗକୁ ସର୍ଭେ କରାଯାଇ ରିପୋର୍ଟ ପ୍ରଦାନ…

କାଳିଆ ଯୋଜନାକୁ ଟାର୍ଗେଟ କଲେ କଂଗ୍ରେସ ଓ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ ଘୋଷଣାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ, କାଳିଆ ଯୋଜନା ଓ କାଳିଆ ଟଙ୍କା…

ଆରପାରିରେ ଗୋଟିପୁଅ ନୃତ୍ୟଗୁରୁ ବିରବର…

ବାଲିପାଟଣା: ଗୋଟିପୁଅ ନୃତ୍ୟଗୁରୁ ବିରବର ସାହୁଙ୍କର ଗତକାଲି ତାଙ୍କ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଇନ୍ଦୋଳକୁଶିଆରୀ ଗ୍ରାମରେ ଦେହାନ୍ତ ହୋଇଯାଇଛି। ବାର୍ଦ୍ଧକ୍ୟ ହେତୁ ସେ କିଛିଦିନ ହେବ ଶର୍ଯ୍ୟାସାୟୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଗୋଟିପୁଅ ନୃତ୍ୟରେ ଗୁରୁ…

ପିସିସି ସଭାପତି ରହିବାକୁ ଚାହୁଁନାହିଁ:…

ଭୁବନେଶ୍ବର: ମୋତେ ମୁକ୍ତି ଦିଅ । ମୁଁ ପିସିସି ସଭାପତି ପଦରେ ରହିବାକୁ ଚାହୁଁନାହିଁ। ଏଭଳି କହିଛନ୍ତି ନିରଞ୍ଜନ ପଟ୍ଟନାୟକ। ତାଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ କଂଗ୍ରେସ ନେତାଙ୍କ ମେଳି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,…

ଖୋର୍ଦ୍ଧାରେ ଶହୀଦ ଜୟୀ ରାଜଗୁରୁ ଜୟନ୍ତୀ…

ଖୋର୍ଦ୍ଧା : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତ ସ୍ୱଧୀନତା ସଂଗ୍ରାମର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କର ୨୮୦ତମ ଜୟନ୍ତୀ ଶହୀଦ ଜୟୀ ରାଜଗୁରୁ ସ୍ମୃତି ସମାରୋହ ସମିତି ଆନୁକୂଲ୍ୟରେ ଜୟୀ ରାଜଗୁରୁ ସ୍ମୃତି ସଂସଦର ରାଜ୍ୟ ସଭାପତି ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦଙ୍କ ସଭାପତିତ୍ୱରେ…

ଭୁବନେଶ୍ବରରେ ବିଜେଡିର ଜନସମ୍ପର୍କ…

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଯାଇଛି। ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନଙ୍କ ସହ ବହୁ ନେତା ଓ କର୍ମୀ ପଦଯାତ୍ରାରେ ସାମିଲ ହୋଇଛନ୍ତି। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି…

ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ୍…

ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ୭୫ ବର୍ଷ ଉପଲକ୍ଷେ ବର୍ଷବ୍ୟାପୀ ପାଳନ କରାଯାଉଥିବା ପ୍ଲାଟିନମ ଜୟନ୍ତୀର ପୂର୍ତି ଉତ୍ସବ ଆଗାମୀ ନଭେମ୍ବର ମାସ ୨୭ ତାରିଖରେ ଅନୁଷ୍ଠିତ ହେବ । ଏହାର ୩ ଦିନ ପୂର୍ବରୁ ନଭେମ୍ବର ୨୪ ତାରିଖରେ ପୁର୍ବତନ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଆଲୁମିନି ମିଟ୍…

ରାଜ୍ୟ କଂଗ୍ରେସରେ ନିରଞ୍ଜନ ହଟାଅ ମେଳି!

ଭୁବନେଶ୍ବର: ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଦଳରେ ବହୁ ନେତା ନିରଞ୍ଜନଙ୍କ ଉପରେ ଖୁବ୍ଧ। ଖୋଦ୍ ନିରଞ୍ଜନଙ୍କ କ୍ୟାମ୍ପର ଲୋକ ନିରଞ୍ଜନଙ୍କୁ ହଟାଇବାକୁ ହିଁ ଏକାଠି ହୋଇଛନ୍ତି। ସାଧାରଣ ନିର୍ବାଚନରେ କଂଗ୍ରେସ ଓଡ଼ିଶା ରାଜନୀତି ଇତିହାସରେ ସବୁଠୁ କମ୍ ସିଟ୍ ପାଇଲା। ଏହା ପରେ ହୋଇଥିବା ଦୁଇଟି…

ଗାଁ ଭିତରକୁ ମାଡ଼ି ଆସୁଛି ସମୁଦ୍ର

କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ଲୋକେ। ଉଦୟକାଣି ଅଞ୍ଚଳର ଥିବା ୫ଟି ଗାଁରେ ଏବେ ମାଡ଼ି ଆସିଛି ସମୁଦ୍ର ଜୁଆର। ଏହି ଗାଁ ଗୁଡ଼ିକ ସମୁଦ୍ର କୂଳଠାରୁ ୨୦୦ ମିଟର ଦୂରରେ ରହିଛି। ସମୁଦ୍ର ଜୁଆର ଚାଷ ଜମିରେ ପଶିବା ଯୋଗୁ ବାଲି ଚରି ଯାଉଛି। ଏହାଫଳରେ ଚାଷ ବ୍ୟାପକ ପରିମାଣର କ୍ଷତି ହେଉଥିବା ଚାଷୀମାନେ…

୫ ଗୁରୁତ୍ବପୂର୍ଣ୍ଣ ରାୟ ପାଇଁ ଗୋଗଇଙ୍କ…

ନୂଆଦିଲ୍ଲୀ: ସୁପ୍ରିମକୋଟ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଆସନ୍ତା ନଭେମ୍ବର ୧୭ ତାରିଖରେ ଅବସର ନେବାକୁ ଥିଲାବେଳେ, ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ହୋଇଛନ୍ତି ଜଷ୍ଟିସ୍‌ ଏସ୍‌ ଏ ବବଡେ। ଏହି ୮ ଦିନ ସମୟ ମଧ୍ୟରେ ଜଷ୍ଟିସ୍‌ ଗୋଗଇ ଧର୍ମଠାରୁ ଆରମ୍ଭ କରି ପ୍ରତିରକ୍ଷା ଏବଂ ରାଜନୀତି…