Odisha Link
Bridging the Missing Links in Odisha
Daily Archives

October 30, 2019

ଭୁବନେଶ୍ୱରରେ ଦ୍ୱିତୀୟ ଟ୍ରାଫିକ ଥାନା

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱରରେ ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ ହୋଇଯାଇଛି। ଡିଜିପି ବିଜୟ କୁମାର ଶର୍ମା ଏହାକୁ ଉଦଘାଟନ କରିଛନ୍ତି। ଚନ୍ଦ୍ରଶେଖରପୁରର ଥାନା ନିକଟରେ ଏହି ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ ହୋଇଯାଇଛି। ଦ୍ୱିତୀୟ ଟ୍ରାଫିକ ଥାନା ଅଧୀନରେ ୮ଟି ପୁଲିସ ଥାନା ଅଞ୍ଚଳ ରହିବ।

ଭାରସାମ୍ୟ ହରାଇ ବନ୍ଧରୁ ଓଲଟିଲା ସ୍କୁଲ୍…

ସାନଖେମୁଣ୍ଡି: ଭାରସାମ୍ୟ ହରାଇ ଓଲଟି ପଡିଲା ସ୍କୁଲ ଭ୍ୟାନ୍। ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ। ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ କେ.ନୂଆଗାଁ ଥାନା ଅଞ୍ଚଳ ନୂଆପଡା…

ରିଫମ୍ୟାନ ମିଲ୍କ ମନ୍ତ୍ର ପରିଦର୍ଶନ କଲେ…

ଭୁବନେଶ୍ୱର: ମିଲ୍କ ମନ୍ତ୍ର ଏହାର ବିଶେଷ ଦାୟିତ୍ୱପୂର୍ଣ୍ଣ ବିଜିନେସ ମଡେଲ ଯେଉଁଥିରେ ନୈତିକଭାବେ ଦୁଗ୍ଧ ସଂଗ୍ରହ କରି ନିଜର ଫ୍ଲାଗସିପ୍ ମିଲ୍ମ ବ୍ରାଣ୍ଡ ମିଲ୍ମ ଦ୍ୱାରା ବିଶ୍ୱର ଅନେକ ବୁଦ୍ଧୀଜୀବିଙ୍କ ଧ୍ୟାନ ଆକର୍ଷଣ କରି ଆସୁଛି । ଏହି କ୍ରମରେ ହାଇଦ୍ରାବାଦର ୟୁଏସ କନସୁଲ ଜେନେରାଲ ଜୋଏଲ ରିଫମ୍ୟାନ୍…

ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକ ବିଭାଗ…

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଶ୍ବବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଛି। ଆରଆର ଇଭେଣ୍ଟ ପକ୍ଷରୁ ଆୟୋଜିତ ଓଡ଼ିଶା ଜୁଇନ ୨୦୧୯ର ଫାଇନାଲିଷ୍ଟ ମଞ୍ଜୁଲି ନାୟକଙ୍କ ନେତୃତ୍ବରେ ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ବୃକ୍ଷ…

ଚଳନ୍ତା ବସ୍‌ରୁ ବାହାରିଗଲା ଚକା

ନବରଙ୍ଗପୁର: ଚଳନ୍ତା ଯାତ୍ରୀବାହୀ ବସରୁ ହୁଗୁଳି ପଳାଇଲା ୪ ଟି ଚକ। ଫଳରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍। ଅଳ୍ପକେ ବର୍ତ୍ତିଗଲେ ୪୫ରୁ ଅଧିକ ଯାତ୍ରୀ। ସୂଚନା ଅନୁସାରେ, ନବରଙ୍ଗପୁର ଡାବୁଗାଁ ଥାନା କନ୍ୟାଶ୍ରମ ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ଉମରକୋଟରୁ ଦାମନଯୋଡି ଯାଉଥିବା ଏମଏସବି ନାମକ…

ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଗୁଜୁମାପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡି କରୁଥିବା ସନ୍ଦେହ କରି ତୁଳାବତୀ ସାନ୍ତା ନାମକ ମହିଳାଙ୍କୁ ହତ୍ୟା କରାଯାଇଛି। ଗୁଜୁମାପଦର ଗ୍ରାମର ଧନୁ ସାନ୍ତା ଏବଂ ରାଧୁ ସାନ୍ତା ବିଳମ୍ବିତ ରାତିରେ ମହିଳା ଜଣକୁ ଘରୁ ଡାକି…

ପାରାଦୀପ ପିଆଇସିଟି କମ୍ପାନୀରେ ଦୁର୍ଘଟଣା

ପାରାଦୀପ: ପାରାଦୀପ ପିଆଇସିଟି କମ୍ପାନୀ ଭିତରେ କୟେଲ ଲୋଡିଂ ସମୟରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଓସ୍ତର ଗ୍ରାମର ମନୋଜ ମଲ୍ଲିକ। ମିଳିଥିବା ସୂଚନା ଅନୁସାରେ, କମ୍ପାନୀ ଭିତରୁ ଫୋରଲିଫ୍ଟ ମେସିନ ଦ୍ବାରା…

ରୋଗୀଙ୍କ ଜୀବନ ସହ ଖେଳଛନ୍ତି ଡାକ୍ତର

ସମ୍ବଲପୁର: ଭୀମସାରରେ ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ। ଏଚଆଇଭି ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିା ଉପକରଣରେ ଅନ୍ୟ ୩ ଜଣଙ୍କ ଅସ୍ତ୍ରୋପଚାର କରାଯିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ବୁର୍ଲା ବଡ଼ ଡାକ୍ତରଖାନାର ଦନ୍ତଶଲ୍ୟ ବିଭାଗରେ ଜଣେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର…

ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର: ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ସକାଳ ୧୧ଟା ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଭୁବନେଶ୍ବର ମଧ୍ୟ ୩୪ ନମ୍ବର ୱାର୍ଡ ତୋଶାଳି ପ୍ଲାଜା ପଡିଆରେ ଏହି ପଦଯାତ୍ରା ଆୟୋଜନ ହୋଇଛି। ଏଥିରେ ବିଧାୟକ, କର୍ପୋରେଟର ଏବଂ ଦଳୀୟ…

ଅନ୍ଧବିଶ୍ୱାସର ଭୟଙ୍କର ଚିତ୍ର

ନୟାଗଡ: ନୟାଗଡ ଜିଲ୍ଲାର ରଣପୁରରୁ ଆସିଲା ଅନ୍ଧବିଶ୍ୱାସର ଭୟଙ୍କର ଚିତ୍ର। ସାପ କାମୁଡା ରୋଗୀଙ୍କୁ ଚିକିତ୍ସା ବଦଳରେ ଝଡାଫୁଙ୍କା କରୁଛି ଗୁଣିଆ। ମିଳିଥିବା ଖବର ଅନୁସାରେ, ରଣପୁର ଅଂଚଳରେ ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିଦେଇଥିଲା। ସେ ଡାକ୍ତରଙ୍କ ପାଖକୁ ନ ଯାଇ ଝଡାଫୁଙ୍କା ପାଇଁ ଗୁଣିଆ ପାଖକୁ ଯାଇଥିଲେ।…