ଭୁବନେଶ୍ୱରରେ ଦ୍ୱିତୀୟ ଟ୍ରାଫିକ ଥାନା

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱରରେ ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ ହୋଇଯାଇଛି। ଡିଜିପି ବିଜୟ କୁମାର ଶର୍ମା ଏହାକୁ ଉଦଘାଟନ କରିଛନ୍ତି। ଚନ୍ଦ୍ରଶେଖରପୁରର ଥାନା ନିକଟରେ ଏହି ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ ହୋଇଯାଇଛି। ଦ୍ୱିତୀୟ ଟ୍ରାଫିକ ଥାନା ଅଧୀନରେ ୮ଟି ପୁଲିସ ଥାନା ଅଞ୍ଚଳ ରହିବ।
Comments are closed.