Odisha Link
Bridging the Missing Links in Odisha
Daily Archives

November 1, 2019

ସମ୍ବଲପୁରରେ ୫ଟି ସଚିବ ଭିକେ ପାଣ୍ଡିଆନ୍‌

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନରେ ପହଞ୍ଚିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍‌। ଶ୍ରୀ ପାଣ୍ଡିଆନ୍‌ଙ୍କ ସହିତ ଉନ୍ନୟନ କିମିସନର ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ମଧ୍ୟ ଉପସ୍ଥିତ ଅଛନ୍ତି।

ବଲିଉଡରେ ପ୍ରେମ୍ ଆନନ୍ଦ, ନଭେମ୍ବର ୪ରେ…

ଭୁବନେଶ୍ବର : ଓଲିଉଡର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଅନେକ ହିଟ ଗୀତ ଦେଇଛନ୍ତି । ସେ ଅନେକ ସୁମଧୁର ଗୀତକୁନିର୍ଦ୍ଦେଶନା ଦେଇ ଦର୍ଶକଙ୍କ ମନ କିଣି ନେଇଛନ୍ତି । ପ୍ରେମ୍ ବଲିଉଡର ଏକ ସିନେମାରେ ସଙ୍ଗୀତ ନିର୍ଦ୍ଦେନା ଦେଇଛନ୍ତି । ସିନେମାଟିର ନାଁ 'ଲଭ୍ ୟୁ ଟର୍ଣ୍ଣ ।ଏହା ତାଙ୍କର ଦ୍ବିତୀୟ ହିନ୍ଦୀ…

ମହାରାଷ୍ଟ୍ର ରାଜନୀତି: ଶିବସେନା-ଏନସିପି…

ମୁମ୍ବାଇ: ଦିନକୁ ଦିନ ଜମୁଛି ମହାରାଷ୍ଟ୍ର ରାଜନୀତି। ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ରୋଚକ ମୋଡ଼। କିଏ ଗଢିବ ସରକାର ଏବେ ବି ଚିତ୍ର ଅସ୍ପଷ୍ଟ। ବିଜେପିକୁ ବାଦ୍ ଦେଇ କେମିତି ସରକାର ଗଠନ କରାଯାଇପାରିବ ସେ ନେଇ ଶିବସେନା ଜୋରଦାର ଉଦ୍ୟମ କରୁଛି। ୫୦-୫୦ କ୍ଷମତା ଫର୍ମୂଲାକୁ ନେଇ ଶିବସେନା ନିଜ ଜିଦରେ…

ବନ୍ଧାହେଲେ ଲୁଟେରା ବାବା

କଟକ: ପୁଣି ପଦାରେ ପଡିଲା ବାବାଙ୍କ କାରନାମା। ପୁରୀଘାଟ ସ୍ଥିତ ବଙ୍ଗାଳି ସାହି ହଜାରୀ ଲେନ୍‌ରୁ ଜଣେ ଲୁଟେରା ବାବା ଗିରଫ ହୋଇଛନ୍ତି। ପୂର୍ବରୁ ବଶୀକରଣ କରି ଗହଣା ଲୁଟ୍ କରୁଥିବା ବାବାଙ୍କ ନାମରେ ଅଭିଯୋଗ ହୋଇଥିଲା। ଆଜି ସ୍ଥାନୀୟ ଲୋକେ ଯୋଜନା କରି ବାବାଙ୍କୁ ହଜାରୀ ଲେନ୍‌କୁ ଡାକିଥିଲେ। ପୁଣି ଲୋକଙ୍କୁ…

ଓକିଲ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ନରମିଲେ ହାଇକୋର୍ଟ ଆଇନଜୀବୀ। ନଭେମ୍ବର ୪ ତାରିଖରୁ କାର୍ଯ୍ୟରେ ଯୋଗଦେବେ ହାଇକୋର୍ଟର ସମସ୍ତ ଆଇନଜୀବୀ। ଶୁକ୍ରବାର ହାଇକୋର୍ଟ ବାର ଆସୋସିଏସନ ବୈଠକ ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। କଲେଜିୟମ ବ୍ୟବସ୍ଥାକୁ ବିରୋଧ କରି ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ…

ୱାଇଲ୍ଡ କାର୍ଡଙ୍କର ବିଗ୍ ବସରେ ଧମାକା

ଭୁବନେଶ୍ବର : କଲରର୍ସ ଟିଭରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ ବିଗ ବସ ସିଜିନ-୧୩ ଏବେ ଖୁବ ଚର୍ଚ୍ଚା ଧରିଛି । ରିୟାଲିଟି ଶୋର ପ୍ରଯୋଜକ ସପ୍ରାଇଜ ପରେ ସପ୍ରାଇଜ ଦେବାରେ ଲାଗିଛନ୍ତି । ବର୍ତ୍ତମାନ ଘରେ ଥିବା ସଦସ୍ୟଙ୍କ ମଧ୍ୟରୁ ଚଳିତ ସପ୍ତାହରେ ଅଧା ପ୍ରତିଯୋଗୀ ଘର ବାହାରକୁ ଚାଲିଯିବା ସହ ୫ଜଣ ନୂଆ…

ଉଦ୍ଧାର ହେଲା ପ୍ରେମୀଯୁଗଳଙ୍କ ମୃତଦେହ

ଉମରକୋଟ: ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟ ପ୍ରେମୀ ଯୁଗଳ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଫୋଟକି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ନରୋତ୍ତମ ନାୟକ ଏବଂ ସବନମ୍ ବେଗମ୍। ସୂଚନା…

ଯୁବ ବ୍ୟବସାୟୀ ପୃଥ୍ବୀରାଜ ଦାସଙ୍କ ସହ…

କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ବିନା ପରିଶ୍ରମରେ ଫଳ ଆଶା କରିବା ବୃଥା। ଏକଥାକୁ ଯିଏ ବୁଝିଛି ସେ ଆଜିର ସମୟରେ ସମାଜ ଆଗରେ ଜଣେ ଜଣେ ସଫଳ ବ୍ୟକ୍ତିତ୍ବ ଭାବେ ଗଣା ହୋଇଛନ୍ତି। ଏପରି ଜଣେ ବ୍ୟକ୍ତିତ୍ବ ଆଜି ଆମ ସ୍ବତନ୍ତ୍ର ଆଳାପର ଅତିଥି। ପେସାରେ ସେ ଜଣେ ସାମାଜିକ ଯୁବ ବ୍ୟବସାୟୀ। ପିଲାଦିନରୁ ସରଳ…

ଦିଲ୍ଲୀ: ବଢ଼ିଲା ବାୟୁ ପ୍ରଦୂଷଣ, ନଭେମ୍ବର…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଏବେ ଧୂଆଁମୟ। ଦିନକୁ ଦିନ ସହରରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଏସବୁକୁ ନଜର ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ସ୍କୁଲ୍‌ ପିଲାମାନଙ୍କୁ ମାସ୍କ ବା ମୁଖା ବଣ୍ଟନ କରିଛନ୍ତି। ଏଥିସହିତ ରାଜଧାନୀରେ ପ୍ରଦୂଷଣ ମାତ୍ରା ବଢ଼ିବାରୁ ନଭେମ୍ବର ୫ ତାରିଖ ଯାଏଁ ସମସ୍ତ…

ଡ୍ୟାମ୍‌ରୁ ଉଦ୍ଧାର ହେଲା ନିଖୋଜ…

କନ୍ଧମାଳ: ଗତ ୩୦ତାରିଖରୁ ନିଖୋଜ ଥିବା ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଛି। ପରିବାରଲୋକ ଥାନାରେ ଅଭିଯୋଗ କରିଥିଲେ। ତେବେ ତାଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା କଲିନାକୁ ଗାଁର ରାଜ କୁମାର…