Odisha Link
Bridging the Missing Links in Odisha
Daily Archives

November 1, 2019

ସିବିଆଇ ତଦନ୍ତ ଦାବିରେ…

ଯାଜପୁର: ଯାଜପୁର ହରିଦାଶପୁରର ପିଇଓ ସ୍ମୀତାରାଣୀ ମୃତ୍ୟୁ ମାମଲା । ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପରିବାର ଲୋକେ । ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସ୍ମୀତାରାଣୀଙ୍କ ପରିବାର ଲୋକେ ଦର୍ଶାଇଛନ୍ତି ରୂପେଶ ଭଦ୍ରଙ୍କ ଭୟରେ ସେମାନେ ଘର ଛାଡି ରାଜ୍ୟ ବାହାରକୁ ଚାଲିଯିବେ ।…

ନିରଞ୍ଜନଙ୍କୁ ନେଇ ମତ ବଦଳାଇଲେ ନେତା,…

ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ମତ ବଦଳାଇଲେ ନିରଞ୍ଜନ ବିରୋଧୀ ନେତା। ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବଦଳିବା ଦରକାର ବୋଲି ୨ଦିନ ତଳେ କହିଥିବା ସନତ ଦାସ ଆଜି ତାଙ୍କ ମତ ବଦଳାଇଛନ୍ତି। ସେ ଗଣମାଧ୍ୟମରେ କହିଛନ୍ତି ଯେ, ଆମେ କେବେ ନିରଞ୍ଜନଙ୍କ ବିରୋଧରେ…

ଅମରେଶ ନାୟକ ହତ୍ୟାକାଣ୍ଡ ମାମଲା: ୨…

ଭୁବନେଶ୍ବର: ଭୁବନେଶ୍ବର ସୁନ୍ଦରପଦା ଅମରେଶ ନାୟକଙ୍କ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଦୁଇ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି। ଦୀପାବଳି ରାତିରେ ଅମରେଶଙ୍କୁ…

୬ରେ ଓଡ଼ିଶା ଆସିବେ ଆନ୍ନା

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆରେ ଆୟୋଜିତ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସଂଗଠନର ଏହା ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀ। ତେବେ ଏଥିରେ ଆନ୍ନା ଯୋଗଦେବେ…

ରେଳରେ ଯାତ୍ରା କଲେ ସାଂସଦ ରବି କିଷନ,…

ନୂଆଦିଲ୍ଲୀ: ଦୀର୍ଘ ୨୦ବର୍ଷ ପରେ ରେଳରେ ଯାତ୍ରା କଲେ ଭୋଜପୁରୀ ସୁପରଷ୍ଟାର ତଥା ଲୋକସଭା ସାଂସଦ ରବି କିଷନ। ସେ ରେଳରେ ଯାତ୍ର କରି ଖୁସି ଜାହିର କରିଛନ୍ତି। ସେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ନିର୍ଦ୍ଦେଶକ୍ରମେ ଏହି ରେଳଯାତ୍ର କରିଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଉତ୍ତର ପ୍ରଦେଶର…

କଟାକ୍ଷ ପରେ ବୁଲିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ବିରୋଧୀଙ୍କ ସମାଲୋଚନା ଖାତିରି ନ କରି ମେଡିକାଲ ବୁଲିଲେ ମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଶୁକ୍ରବାର ଅଚାନକ ଭଦ୍ରକ ମେଡିକାଲ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ଅଚାନକ ପହଞ୍ଚି ମେଡିକାଲର ବିଭିନ୍ନ ୱାର୍ଡ ବୁଲିଛନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ମେଡିକାଲରେ ବୁଲୁଥିଲେ…

କଟକ ବାଲିଯାତ୍ରାକୁ ମିଳିବ ସରକାରୀ…

କଟକ: କଟକ ବାଲିଯାତ୍ରାକୁ ନେଇ ଲାଗିରହିଥିବା କଳ୍ପନା ଜଳ୍ପନା ଶେଷ ହୋଇଛି। କଟକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦିଆଯିବାକୁ ନିଷ୍ପତି ହୋଇଛି। ଏଥିପାଇ ଏକ ପ୍ରସ୍ତୁତି ବୈଠକ ଡକାଯାଇଥିଲା। ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନ ସୂଚନା ଦେଇଛନ୍ତି। ନଗର ଉନ୍ନୟନ, ସଂସ୍କୃତି ବିଭାଗ ପକ୍ଷରୁ…

‘ବାଲା’ ସିନେମା ଉପରେ କପି…

ମୁମ୍ବାଇ : ବଲିଉଡରେ ଏବେ ସିନେମାକୁ ନେଇ ଛକାପଞ୍ଝା ଚାଲିଛି । କପି ରାଇଟସକୁ ନେଇ ପ୍ରଯୋଜକଙ୍କ ମଧ୍ୟରେ ଚାଲିଛି ଯୁଦ୍ଧ । ‘ଉଜଡା ଚମନ୍‌’ ସିନେମାର ନିର୍ଦେଶକ ଅଭିଷେକ ପାଠକ ‘ବାଲା’ ସିନେମାର ପ୍ରଯୋଜକ ଙ୍କ ଉପରେ ଏକ ପିଟିସନ୍‌ ଦାୟର୍‌ କରିଛନ୍ତି। ‘ବାଲା’ ସିନେମାର ପ୍ରଯୋଜକ କପି ରାଇଟସ ରୁଲକୁ…

ଓଡ଼ିଶା ଛାଡିଦେବି: ସ୍ମିତାରାଣୀଙ୍କ ବାପା

ଯାଜପୁର: ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ପରେ ନିଜକୁ ଅସୁରକ୍ଷିତ ମଣିଛନ୍ତି ତାଙ୍କ ବାପା ସଦାନନ୍ଦ ବିଶ୍ୱାଳ। ସେ କହିଛନ୍ତି, ଝିଅକୁ ହତ୍ୟା କରିଦେବା ପରେ ମୁଁ ଏଠି ଆଉ ନିଜକୁ ନିରାପଦ ମଣୁ ନାହିଁ। ପୁଅମାନେ ବାହାରେ ରହୁଛନ୍ତି। ତେଣୁ ମୁଁ ତାଙ୍କ ପାଖକୁ ପଳାଇବି। ଏଠି କାହା…

ସାଙ୍ଗମାନେ ମାରି ଦେଲେ !

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଗାଁରେ ଜଣେ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ଲକ୍ଷ୍ମୀକାନ୍ତ କଲେତ। ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ମୀକାନ୍ତ ଓ ତାଙ୍କ ସାଙ୍ଗମାନେ ଦାଦନ ଯିବାକୁ ଥିବାରୁ ଗତକାଲି ସେମାନେ ଏକ ଭୋଜିର ଆୟୋଜନ କରିଥିଲେ। ତେବେ ବିଳମ୍ୱିତ…