Odisha Link
Bridging the Missing Links in Odisha
Daily Archives

November 2, 2019

ମହିଳା କମିଶନ ଅଧ୍ୟକ୍ଷା ଓ ଏସପିଙ୍କ…

ଭୁବନେଶ୍ବର: ଯାଜପୁର ହରିଦାସପୁର ପିଇଓ ସ୍ମୀତାରାଣୀ ବିଶ୍ୱାଳ ହତ୍ୟା ଘଟଣାକୁ ପୁଣି ଉଠାଇଛି। ଆଜି ବିଜେପି ମୁଖ୍ୟାଳୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଘଟଣାରେ ମୃତ ପିଇଓ ସ୍ମୀତାରାଣୀଙ୍କ ପରିବାରକୁ ନ୍ୟାୟ ଦେବାକୁ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଘଟଣାରେ ତୁରନ୍ତ ତଦନ୍ତ କରି ନ୍ୟାୟ…

ରକ୍ତଦାନ କରି କୁନି ଝିଅଙ୍କ ମୁହଁରେ ହସ…

କନ୍ଧମାଳ: କୁନି ଝିଅର ମୁହଁରେ ହସ ଫୁଟାଇଲେ କନ୍ଧମାଳ ଏସ୍‌ପି। ରକ୍ତଦାନ କରି କୁନି ଝିଅ ଅପିନୀ ଦିଗାଲଙ୍କ (୭) ମୁହଁରେ ହସ ଫୁଟାଇଛନ୍ତି କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ । ଅପିନୀଙ୍କ ଘର ଦାରିଙ୍ଗବାଡ଼ ବ୍ଲକର ବ୍ରାହ୍ମଣୀ ଗାଁରେ। ମିଳିଥିବା ସୂଚନା ମୁତାବିକ, ଅପିନୀ ଦିଗାଲ ସିକିଲ୍‌ସେଲ୍‌ ରୋଗରେ…

ରୋମାନସ୍ କିଙ୍ଗଙ୍କ ଜନ୍ମ ଦିନ, ଅବଦୁଲ…

ଭୁବନେଶ୍ବର :ବଲିଉଡର ରୋମାନସ୍ କିଙ୍ଗ ଶାହାରୁଖ୍‌ ଖାଁ ଙ୍କଆଜି ଜନ୍ମ । ସେ ଆଜି ୫୪ ବର୍ଷ ବୟସରେ ପାଦ ଥାପିଛନ୍ତି । ଶାରଖୁଙ୍କ ପ୍ରଶଂସକ ମାନେ ଗତକାଲି ଜନ୍ମ ଦିନର ଶୁଭେଛ୍ଛା ଜଣାଇବା ପାଇଁ ତାଙ୍କ ବାସ ଗୃହଠାରେ ମନ୍ନତ ପହଁଞ୍ଚି ଯାଇଥିଲେ । ଖାଲି ସେଥିକି ନୁହେଁ ତାଙ୍କ ଜନ୍ମଦିନ ଅବସରରେ ବଲିଉଡ ତଥା…

ପୁଲିସ୍‌ର ତାଗିଦକୁ ଫୁ, ଚୋର ଧରିବାକୁ…

ନୟାଗଡ଼: ଆଜିର ଏ ଆଧୁନିକ ଯୁଗରେ ମଣିଷ ସମାଜ ବିଜ୍ଞାନ ଉପରେ ବିଶ୍ବାସ କରି ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ଉଦ୍ୟମ କରୁଛି। ଅପରପକ୍ଷେ ଆଧୁନିକ ଯୁଗରେ ମଧ୍ୟ ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଉଛି ମଣିଷ ସମାଜ। ଏପରି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇଛନ୍ତି ନୟାଗଡ଼ ଜିଲ୍ଲାର ଭାଟସାହି ଗ୍ରାମର କିଛି ଗ୍ରାମବାସୀ।…

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ…

ସୋର: ସୋରରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ସୁବ୍ରତ ପରିଡା। ଯୁବକ ଜଣଙ୍କ ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିଲେ। ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ଯୁବକ ସୁବ୍ରତ ପରିଡା ବାଲେଶ୍ବର ଜିଲ୍ଲା ସୋର…

ପୂର୍ବତନ ନଗରପାଳଙ୍କ ଶବ କାନ୍ଧେଇଲେ…

ଆଠଗଡ଼: ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ପ୍ରମଥ ଚନ୍ଦ୍ର ମିଶ୍ରଙ୍କ ଆଜି ସକାଳେ ପରଲୋକ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଆଠଗଡ଼ର ସମସ୍ତ ଦେକାନବଜାରକୁ ବନ୍ଦ କରାଯାଇଥିଲା। ଖବରପାଇ ମନ୍ତ୍ରୀ ମଧ୍ୟ ପହଞ୍ଚି ନଗରପାଳଙ୍କ ଶବାଧାରରେ କାନ୍ଧ ଦେଇ ତଳ ସାହି, ରଥଗଡ଼ା, ମହାମାୟା…

ବିଶାଖା ଏକ୍ସପ୍ରେସରୁ ଅଲଗା ହେଲା ବଗି

ଭୁବନେଶ୍ବର: ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିଶାଖା ଏକ୍ସପ୍ରେସ। ଭୁବନେଶ୍ବର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସରୁ କିଛି ବଗି ଅଲଗା ହୋଇଯାଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡକୂଳ ନିକଟରେ ଘଟିଛି ଏଭଳି ଘଟଣା। ତେବେ ଟ୍ରେନର ଇଞ୍ଜିନ ସହ କିଛି ବଗି ଅଲଗା ଚାଲଥିବା ବେଳେ ଅନ୍ୟ…

ରାଜଧାନୀରେ ଲୁଟିନେଲେ ଲୁଟେରା

ଭୁବନେଶ୍ବର: ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍‌ ଅଞ୍ଚଳରୁ ଅଭିନବ ଭାବରେ ଡକାୟତି। ଏୟାରପୋର୍ଟ ଅଞ୍ଚଳର ଏକ ମାର୍ବଲ ସୋ ରୁମରୁ ବିଳମ୍ବିତ ରାତିରେ ଲୁଟ ଅଭିଯୋଗ ହୋଇଛି। ମାର୍ବଲ ସୋ ରୁମ୍‌ ଆଜବେଷ୍ଟସ ଛାତକୁ କଟରରେ କାଟି ପଶି ଲୁଟି ନେଇଛନ୍ତି ଲୁଟେରା। ସୋ ରୁମ୍‌ ଭିତରେ ମଦ, ମାଂସର ପାର୍ଟି କରିବା ସହ…

କର୍ପୋରେଟ ମନ୍ତ୍ରଣାଳୟର ଅର୍ଥନୀତିକ…

ଭୁବନେଶ୍ବର: ଓଡ଼ିଆ ଝିଅଙ୍କ ହାତରେ କେନ୍ଦ୍ରର ଗୁରୁ ଦାୟିତ୍ବ। ଦେଶରେ ମାନ୍ଦା ଅବସ୍ଥା ରହିଛି। ଏଭଳି ସ୍ଥିତିରେ ମୋଦି ସରକାରର କର୍ପୋରେଟ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଝିଅ ନନ୍ଦିତା ମିଶ୍ର। ବର୍ତ୍ତମାନ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅର୍ଥନୀତିକ…

ସାମଗ୍ରିକ ବିକାଶ ହେଉଛି ପ୍ରତ୍ୟେକ ଶିଶୁର…

ଭୁବନେଶ୍ୱର : ସାମଗ୍ରିକ ବିକାଶ ହେଉଛି ପ୍ରତ୍ୟେକ ଶିଶୁର ଅଧିକାର । ସମ୍ମାନଜନକ ଜୀବନ ବଞ୍ଚିବା ନିମନ୍ତେ ପ୍ରତ୍ୟେକ ଶିଶୁ ନିକଟରେ ବିବିଧ ସୁବିଧା ସୁଯୋଗ ଉପଲକ୍ଷ ହେବା ଦିଗରେ ସରକାର, ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱ ରହିଛି ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ…