ସରକାରଙ୍କ ଭାଷାପ୍ରୀତି: ଓଡ଼ିଶା ବସ୍ରେ…
କୋରାପୁଟ: ଓଡ଼ିଶାର ବସ୍। ତାହା ପୁଣି ରାଜ୍ୟ ସରକାରଙ୍କ ମାଲିକାନାରେ ରହିଛି। ଅଥଚ ବସ୍ର ନାମଫଳକରେ ଓଡ଼ିଆ ପରିବର୍ତ୍ତେ ଇଂରାଜୀ ଆଉ ତେଲୁଗୁ ଭାଷା ଦେଖିବାକୁ ମିଳିଛି।
ଓଡି ୧୦ଏଚ୍ ୪୭୮୭ ନମ୍ବର ବିଶିଷ୍ଟ ଏହି ବସ୍ଟି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅଧୀନରେ ରହିଛି। ଆନ୍ତଃରାଜ୍ୟ ରୁଟ୍ରେ ଚଳାଚଳ…