Odisha Link
Bridging the Missing Links in Odisha

ବିକ୍ରି ହେଲା ବିରଳ ମୟୂର ମାଛ

କେନ୍ଦ୍ରାପଡା: କେନ୍ଦ୍ରପଡା ଜିଲ୍ଲା ରାଜନଗର ତାଳଚୁଆରେ ଧରାହୋଇଥିଲା ବିରଳ ପ୍ରଜାତିର ମୟୁର ମାଛ । ଗତ କାଲି ତାଳଚୁଆରେ ମଦନ ଜଗନ୍ନାଥ ଟ୍ରଲର ମାଛ ମାରୁଥିବା ବେଳେ ଏକ ବିରଳ ବିରଳ ମୟୂର ମାଛଟି ଜାଲରେ ପଡିଥିଲା । ବିରଳ ମୟୂର ମାଛକୁ ଦୀଘା ରେ ଅକ୍ସନ କରିବା ପରେ ୧ ଲକ୍ଷ ୭୨ ହଜାର ଟଙ୍କାରେ ବିକ୍ରି ହୋଇଥିବା ସୂଚନା ମିଳିଛି। ମାଛଟି ୨୨କେଜି ଥିବା ବେଳେ ଏହା ଏକ ବିରଳ ମାଛ ହୋଇଥିବାରୁ ଚେନ୍ନାଇ ର ଏକ ଔଷଧ କମ୍ପାନୀ କିଣିଥିବା ସୂଚନା।

Comments are closed.