Odisha Link
Bridging the Missing Links in Odisha
Daily Archives

November 4, 2019

ଏହିସବୁ ଷ୍ଟାର ଟିକ୍‌ଟକ୍‌ କରି ଲକ୍ଷଲକ୍ଷ…

ଭୁବନେଶ୍ବର : ସମସ୍ତେ ଟିକ୍‌ଟକ୍‌ ର ମାୟାରେ ବାୟା । ଯାହାକୁ ଦେଖିବ ଟିକ୍ ଟକ୍ ରେ ନିଜ ଭିଡିଓ ଅପଲୋଡ କରିବାରେ ବ୍ୟସ୍ତ । ଟିକ୍‌ଟକ୍‌ ଦ୍ବାରା ନିଜର ଲୁଚି ରହିଥିବା ପ୍ରତିଭାକୁ ସମସ୍ତେ ପ୍ରକାଶିତ କରିପାରୁଛନ୍ତି । ସ୍ମାର୍ଟଫୋନ ଯୋଗୁଁ ପ୍ରାୟତଃ ସମସ୍ତେ ଏହି ଟିକ୍‌ଟକ୍‌ ନିଶାରେ ବୁଡି ରହିଛନ୍ତି। ଏହି…

ଶ୍ରୀନଗରରେ ଗ୍ରେନେଡ ପକାଇଲେ ଆତଙ୍କବାଦୀ,…

ଶ୍ରୀନଗର: ଜମ୍ମୁ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଆଜି ପ୍ରଥମ ଥର ଶ୍ରୀନଗରରେ ଆତଙ୍କୀ ହମଲା ହୋଇଛି। ଜମ୍ମୁ କଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀ ମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଲାଲଚୌକ ନିକଟରେ ଥିବା ହରି ସିଂହ ଷ୍ଟ୍ରିଟ୍ ସାଧାରଣତଃ ଜନଗହଳିପୂର୍ଣ୍ଣ ରହିଥାଏ। ସୁରକ୍ଷାକର୍ମୀ ମଧ୍ୟ ଏହି…

ଆଜିଠାରୁ ଦିଲ୍ଲୀରେ ଲାଗୁ ହେଲା…

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏପରିକି ପ୍ରଶ୍ବାସ ନେବାକୁ ଶୁଦ୍ଧ ବାୟୁ ଖୋଜୁଛନ୍ତି ଦିଲ୍ଲୀବାସୀ। ଦିନକୁ ଦିନ ପ୍ରଦୂଷଣ ମାତ୍ରା ବଢ଼ିବା ହେତୁ ଆଜିଠାରୁ ଦିଲ୍ଲୀରେ ଲାଗୁ ହୋଇଛି ଅଡ୍-ଇଭିନ୍ ଫର୍ମୁଲା। ରାସ୍ତାରେ କମ୍ ଗାଡ଼ି ଗଡ଼ିଲେ ଅଳ୍ପ ଧୂଆଁ ବାହାରିବ ଓ…

ଭୁଲ ଇଞ୍ଜେକ୍ସନ ଯୋଗୁଁ କଏଦୀଙ୍କ ଜୀବନ…

ରାଉରକେଲା: କଏଦୀ ମୃତୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଉତ୍ତେଜନ। ଭୁଲ ଇଂଜେକସନ, ଚିକିତ୍ସାରେ ଅବହେଳା ଅଭିଯୋଗ ଆସିଛି। ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି। ମୃତ କଏଦୀ ଯୋଶେଫ ତିର୍କୀଙ୍କ ପତ୍ନୀ ପାର୍ବତୀଙ୍କ ଅଭିଯୋଗ…

ସାଇ ମନ୍ଦିରରୁ ଲୁଟ୍

କେନ୍ଦୁଝର: କେନ୍ଦୁଝର ସହରର ସିଦ୍ଧମଠ ସ୍ଥିତ ଶିରିଡି ସାଇ ମନ୍ଦିରର ଦାନ ବାକ୍ସ ଓ ଆଲମାରୀ ଭାଙ୍ଗି ଲୁଟ ହୋଇଛି। ଗତକାଲି ରାତିରେ ଚୋର ମନ୍ଦିର ଗ୍ରୀଲର ତାଲା ଭାଙ୍ଗି ମନ୍ଦିର ଭିତରେ ପଶି ଦାନ ବାକ୍ସ ଓ ଆଲମାରୀ ଭାଙ୍ଗି ତା ଭିତରେ ଥିବା ସାଇଙ୍କ ରୂପାର ମୁକୁଟ ଓ ହାର ସହ ଏମ୍ପ୍ଲିଫେୟାର ନେଇ ଯାଇଛି।…

ମୁଦୁଲିଗାଡ଼ିଆ ରାଜ୍ୟର ପ୍ରଥମ ‘ଇକୋ…

ନୟାଗଡ: ମୁଦୁଲିଗାଡ଼ିଆ ଗାଁକୁ ମିଳିଛି ରାଜ୍ୟର ପ୍ରଥମ 'ଇକୋ ଭିଲେଜ' ମାନ୍ୟତା। ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍‌ର ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରହିଥିବା ମୁଦୁଲିଗାଡ଼ିଆ ଗ୍ରାମକୁ ରାଜ୍ୟ ଓ ପରିବେଶ ବିଭାଗ ପକ୍ଷରୁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି ବୋଲି ଡିଏଫଓ ଶ୍ରୀମତୀ ଅଂଶୁପ୍ର‍ଜ୍ଞା ଦାସ…

ଦୁଇ ଦିନିଆ କୋରାପୁଟ ଗସ୍ତରେ ଆଇଏସ ଗର୍ଗ

ଜୟପୁର: ନୋଡାଲ୍‌ ଅଫିସର୍‌ ଭାବେ ଦାୟିତ୍ୱରେ ଥିବା ଡାକ୍ତର ସୌରଭ ଗର୍ଗ ଆଜି ସକାଳେ ଦୁଇଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ସ୍ବତନ୍ତ୍ର ବିମାନ ଯୋଗେ ଆସି ସେ ଜୟପୁର ବିମାନ ବନ୍ଦରରେ ଅବତରଣ କରିଥିଲେ। ତାଙ୍କ ସହ ଆସିଛନ୍ତି ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ଓ ଶିଶୁ ଏବଂ ମହିଳା ବିକାଶ ବିଭାଗର…

ଦୁର୍ନୀତି: ୬ ଅଧିକାରୀଙ୍କୁ ବିଦା କଲେ…

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଚାକିରିଆଙ୍କ ଉପରେ ରାଜ୍ୟ ସରକାରଙ୍କ କୋପ ଦୃଷ୍ଟି। ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ଆଭିମୁଖ୍ୟ। ଦୁର୍ନୀତିକୁ ବରଦାସ୍ତ କରୁନାହାନ୍ତି ମୁଖ୍ୟମନ୍ତ୍ରୀ। ମୁଦୁର୍ନୀତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମୁଖ୍ୟମନ୍ତ୍ରୀ ଆଜି ୬…

ଭୁଟାନରେ ଜନ୍ମଦିନ ପାଳିବେ ଏହି କ୍ରିକେଟର…

ନୂଆଦିଲ୍ଲୀ :ସମସ୍ତଙ୍କ ଦୀଲ୍ ରେ ରାଜ କରୁଥିବା କ୍ରିକେଟର ସେ କେହିନୁହେଁ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ବିରାଟ୍ କୋହଲି । ସେ ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ଭୁଟାନରେ ଛୁଟି କାଟୁଛନ୍ତି । ୩୧ ବର୍ଷ ବୟସରେ କାଲି ସେ ପାଦ ଥାପିବାକୁ ଯାଉଛନ୍ତି । ସୂଚନା…

ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ…

ଭୁବନେଶ୍ୱର: ଆସିଲା ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ମଧ୍ୟବର୍ତ୍ତୀକାଳୀନ ରାୟ। ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଉକ୍ତ ରାୟରେ ସୁପ୍ରିମକୋର୍ଟ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ଲାଗି…