Odisha Link
Bridging the Missing Links in Odisha
Daily Archives

November 5, 2019

ଏସିଡିଟିରୁ ବଞ୍ଚାଇବ ଜିରା ମିଶା ଗୁଡପାଣି

ଭୁବନେଶ୍ବର : ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ନିଜ ସ୍ବାସ୍ଥ୍ୟ ପ୍ରତି କେହି ଧ୍ୟାନ ଦେଇନଥାନ୍ତି । ଯାହା ଦେହ ଖରାପର କାରଣ ହୋଇଥାଏ । ସମୟ ଅନୁସାରେ ଖାଦ୍ୟ ଗ୍ରହଣ ନକଲେ ତାହା ଏସିଡିଟି ସୃଷ୍ଟି କରିବାର କାରଣ ମଧ୍ୟ ହୋଇପାରେ । ନିଜକୁ ସୁସ୍ଥ ରଖିବା ପାଇଁ ନିଜ ଦେହ ପ୍ରତି ଧ୍ୟାନ ଦେବା ନିତ୍ୟନ୍ତ…

ହସ୍ପିଟାଲ କୋଠାରୁ ଖସି ପ୍ରସୂତିଙ୍କ…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ଖସି ପ୍ରସୂତିଙ୍କ ମୃତ୍ୟୁ ହୋଇଛି। ଶିଶୁ ଓ ମହିଳା ଓ୍ବାର୍ଡର ଦ୍ବିତୀୟ ମହଲାରୁ ଖସି ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ପ୍ରସୂତି ଜଣକ କୋଠାରୁ ଡେଇଁ ପଡ଼ିଥିବା କହିଲେ ତାଙ୍କ ଶାଶୁ। ତେନ୍ତୁଳିଖୁଣ୍ଟି କଙ୍ଗ୍ରା ପ୍ରସୂତିଙ୍କ ଘର ସେ ୫…

ଆଉ ୧୦ ଟଙ୍କା ବଢ଼ିପାରେ ପିଆଜ ଦର!

ଭୁବନେଶ୍ବର: ପରିବା ଦର ଆକାଶ ଛୁଆଁ ଥିବା ବେଳେ ପିଆଜର ଦର ଥିଲ ସବୁଠୁ ଅଧିକ ଖାଲି ସେତିକି ନୁହଁ ଏହାକୁ ପିଆଜର ପ୍ରେଷ୍ଟିଜ୍‌ ବୋଲି କହି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ତେବେ ବର୍ତ୍ତମାନ ଏହି ଚର୍ଚ୍ଚାକୁ ଆହୁରୀ ଘନିଭୂତ କରିବ ପିଆଜ ଦର। ପିଆଜ ଦର ୭୦ ଟଙ୍କା ଥିବାବେଳେ ତେବେ ଏବେ ଆହୁରୀ ୧୦ଟଙ୍କା…

ବୋନ୍‌ କ୍ୟାନସର ସହ ଲଢିବାର ଶକ୍ତି…

ଭୁବନେଶ୍ବର: କଞ୍ଚା ହେଉକି ସିଝା, ସବୁଜ ପନିପରିବା ଦେହ ପାଇଁ ଅତ୍ୟନ୍ତ ଉପକାରୀ । ସବୁଜ ପନିିପରିବାରରେ ରହିଥାଏ ପ୍ରଚୁର ଭିଟାମିନ୍ସ । ବାଇଗଣ, ଫୁଲକୋବି, ଗାଜର, ଲଙ୍କା, ଶାଗ ଆଦି ପନିପରିବା ଦେହକୁ ସୁସ୍ଥ ଓ ସବଳ କରିଥାଏ । ଏମାନଙ୍କ ମଧ୍ୟରୁ ଏମିତି ଏକ ପନିପରିବା ଅଛି ଯାହା ପାଟିକୁ ରାଗ ଲାଗିଲେ ମଧ୍ୟ…

ପ୍ରଦୂଷିତ ୭ଟି ସହର

ଭୁବନେଶ୍ୱର: ଅତ୍ୟାଧୁନିକତା କାରଣରୁ ଦିନକୁ ଦିନ ବଢିବାରେ ଲାଗିଛି ପ୍ରଦୂଷଣ ।ଏଇ କିଛି ଦିନ ହେବ ଦିଲ୍ଲୀରେ ପ୍ରଦୂଷଣ ଯୋଗୁଁ ଜନସାଧାରଣ ମାସ୍କ ବ୍ୟବହାର କରୁଥିବା ଜଣାପଡିଛି। ତେବେ ବର୍ତ୍ତମାନ ଏହି ପ୍ରଦୂଷଣରୁ ମଧ୍ୟ ବାଦ ପଡିନି ଓଡ଼ିଶା। ଓଡ଼ିଶାର ୭ଟି ସହର ପ୍ରଦୂଷଣର ଶିକାର ହୋଇଛି। ସେଗୁଡ଼ିକ ହେଲା…

ବିଜେଡିରେ ମିଶିଲେ କଂଗ୍ରେସ ନେତା ଭି.…

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛିି। ଗୋଟିଏ ପଟେ ପିସିସି ସଭାତିକୁ ନେଇ କଂଗ୍ରେେସ ଅଡ଼ୁଆରେ ପଡ଼ିଥିବା ବେଳେ ଏହି ସମୟରେ ଦଳ ଛାଡ଼ିଛନ୍ତି କଂଗ୍ରେସର ପୂର୍ବତନ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ। ସେ ଆଜି ନବୀନ ନିବାସରେ ବିଜେଡିରେ ଯୋଗଦାନ କରିଛନ୍ତି।…

ବାରବାଟୀକୁ ଫେରିବ ଟେଷ୍ଟ ମ୍ୟାଚ୍!

କଟକ: ବାରବାଟୀରେ ହୋଇପାରେ ଟେଷ୍ଟ ମ୍ୟାଚ ଆୟୋଜନ। ଦୀର୍ଘ ବର୍ଷର ବ୍ୟବଧାନ ପରେ ବାରବାଟୀକୁ ଟେଷ୍ଟ ମ୍ୟାଚ ଫେରାଇବା ପାଇଁ ବିସିସିଆଇ ସଭାପତିଙ୍କ ସହ ଓସିଏ କର୍ତ୍ତୃପକ୍ଷ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ବାରବାଟୀରେ ଟେଷ୍ଟ…

ଲେଖିଲେ ଭାଉଜ ତମେ ଭାରି ଭଲ, ଲୁଟିଲେ ୬୦…

ପାଟନା: ଭାଉଜ ତମେ ଭାରି ଭଲ। ଆପଣ ଭାବୁଥିବେ ଏଭଳି କାହିଁକି କହିଲୁ। ବିଶେଷତଃ ଏଭଳି ଉଚ୍ଚରାଣ ଘରକୁ ନୂଆ ବୋହୁ ଆସିଥିଲେ ଦିଅର ନଣନ୍ଦ ମାନେ କହିଥାନ୍ତି। ହେଲେ ଆଜିକାଲି ଏକଥା ଚୋର ମୋନ ବି କହିଲେଣି। ଭାଉଜ ତୁମେ ଭାରି ଭଲ। ଚୋର ଏଭଳି ବାକ୍ୟ ଭାଉଜଙ୍କ କାନରେ କହିନାହିଁ ବରଂ ଡ୍ରେସିଂ ଟେବୁଲରେ ଥିବା…

ପତି ପତ୍ନୀ ଔର ୱୋ’ର ଟ୍ରେଲ୍‌ର ରିଲିଜ୍‌

ମୁମ୍ବଇ : ବଲିଉଡ଼ ର ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ସିନେମା ‘ପତି ପତ୍ନୀ ଔର ୱୋ’ର ଟ୍ରେଲ୍‌ର ରିଲିଜ୍‌ ହୋଇଛି । ସିନେମାରେ ପତ୍ନୀ ଚରିତ୍ରରେ ଭୂମି ଓ ୱୋ ଚରିତ୍ରରେ ଅନନ୍ୟାଙ୍କୁ ଦେଖିବାକୁ ମିଳିବ। କାର୍ତ୍ତିକଙ୍କୁ ସିନେମାରେ ଜଣେ ସାଧାରଣ ଲୋକ ବେଶରେ ଦେଖିବାକୁ ମିଳିଛି । ସିନେମାଟି ୧୯୭୮…

ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା: ବିଜେପି…

ଭୁବନେଶ୍ବର: ଯାଜପୁର ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଆଜି ୩ ଦଫା ଦାବି ନେଇ ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟରେ ବିଜେପି ମହିଳା ମୋର୍ଚ୍ଚା ପ୍ରତିବାଦ କରୁଥିବା ଜଣାଯାଇଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ, ଯାଜପୁର ଏସ୍ ପି ଓ ମହିଳା କମିସନ…