Odisha Link
Bridging the Missing Links in Odisha
Daily Archives

November 5, 2019

୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସିଙ୍କ…

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ଯେ ଏବେଠୁ ବାତ୍ୟାକୁ ନେଇ ଅଯଥା ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏହା ଓଡ଼ିଶା ଉପକୂଳ ନ ଛୁଇଁପାରେ ବୋଲି ସେ କହିଛନ୍ତି। ଆଗାମୀ ୮ ତାରିଖରୁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏଣୁ ଆମେ ରାଜ୍ୟ…

ଓଡ଼ିଶାକୁ ବାତ୍ୟା ସମ୍ଭାବନା କମ: ଆଇଏମଡି…

ଭୁବନେଶ୍ବର: ଉତ୍ତର ଉତର ଆଣ୍ଡାମାନରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ୧୨ ଘଣ୍ଟାରେ ଡିପ ଡିପ୍ରେସନ ହେବ। ଆସନ୍ତାକାଲି ଡିପ ଡିପ୍ରେସନଟି ବାତ୍ୟାରେ ରୂପାନ୍ତରିତ ହେବ। କାଳକ୍ରମେ ଏହା ସିଭିୟର ସାଇକ୍ଲୋନରେ ପରିଣତ ହୋଇପାରେ। ତେବେ କେଉଁ ଦିଗକୁ ଏହା ଗତି କରିବ ଆମେ ପୂର୍ବାନୁମାନ କରିନୁ। ବାତ୍ୟା କେଉଁ…

ଦ୍ୱାଦଶ କଳିଙ୍ଗ ହର୍ବାଲ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର ପରିବର୍ତ୍ତନଶୀଳ ଜଳବାୟୁ, ଆଧୁନିକ ଜୀବନଚର୍ଯ୍ୟା ତଥା ପାଶ୍ଚାତ୍ୟ ଖାଦ୍ୟପେୟର ବହୁଳ ବ୍ୟବହାର ଯୋଗୁଁ ବର୍ତ୍ତମାନ ମାନବସମାଜ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛି । ତେଣୁ ଔଷଧୀୟ ବୃକ୍ଷଲତାରୁ ପ୍ରସ୍ତୁତ ବିଭିନ୍ନ ଆୟୁର୍ବେଦ ଔଷଧର ବ୍ୟବହାର କରି ଆମେ ସୁସ୍ଥ ଜୀବନଚର୍ଯ୍ୟା ତଥା ନିରୋଗ ଜୀବନ…

ଓଡ଼ିଶା ଉପକୂଳକୁ ବାତ୍ୟା ନଛୁଇଁପାରେ:…

ଭୁବନେଶ୍ୱର: ଉତ୍ତର ଉତର ଆଣ୍ଡାମାନରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ତାହା ଏବେ ପଶ୍ଚିମ ଉତରପଶ୍ଚିମ ଦିଗରେ ଗତି କରୁଛନ୍ତି। ଏବେ ଏହା ପାରାଦୀପ ଠାରୁ ୯୫୦ କିଲୋମିଟର ଦୂରରେ ରହିଛି। ଆସନ୍ତା ୧୨ ଘଣ‌୍ଟା ମଧ୍ୟରେ ଏହା ଡିପ ଡିପ୍ରେସନର ରୂପ ନେବା ସହ ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବାର ଆଶଙ୍କା ରହିଛି।…

ମାଆକୁ ପିଟି ପିଟି ହତ୍ୟା କଲା ପୁଅ

ଢ଼େଙ୍କାନାଳ: କଙ୍କଡାହାଡ ଥାନା ମକୁଆକାଟେଣୀ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଆକୁ ପିଟି ପିଟି ହତ୍ୟା କଲା ପୁଅ। ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ବ। ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡାହାଡ ଥାନା ମକୁଆକାଟେଣୀ ଗାଁରେ ପାଗଳ ପୁଅ ନିଜ ମାଆକୁ ଠେଙ୍ଗାରେ ପିଟି ପିଟି…

୩୧ ବର୍ଷ ବୟସରେ ପାଦଥାପିଲେ ବିରାଟ କୋହଲି

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଆଜି ୩୧ ବର୍ଷ ବୟସରେ ପାଦ ଦେଇଛନ୍ତି । ବିରାଟ ନଭେମ୍ବର୫ ,୧୯୮୮ ମସିହାରେ ଏକ ପଞ୍ଜାବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ପ୍ରେମ କୋହଲି ଜଣେ ଓକିଲ ଓ ମାତା ସରୋଜ କୋହଲି। ତାଙ୍କର ଛୋଟ ସମୟରୁ କ୍ରିକେଟ୍‌ ପ୍ରତି ରୁଚି…

ସିଗାରେଟ୍ ବୋଝେଇ କଣ୍ଟେନରରୁ ସିଗାରେଟ୍…

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା ଉଗ୍ରତାରା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସିଗାରେଟ ବୋଝେଇ କଣ୍ଟେନରରୁ ସିଗାରେଟ୍ ଲୁଟିଲେ ଲୁଟେରା । ଲୁଟ୍ କରିବା ସମୟରେ ଲୁଟେରା କଣ୍ଟେନର ଡ୍ରାଇଭର କୁ ମାଡମାରି ଜଙ୍ଗଲରେ ହାତଗୋଡ ବାନ୍ଧି ପକାଇଦେଇଥିଲେ। ଡ୍ରାଇଭରକୁ ମାଡ଼…

ପରିବେଶ ବାତାନୁକୂଳ ତ୍ୱରାନ୍ୱିତ କରାଯାଉ…

ଭୁବନେଶ୍ୱର ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଖାରବେଳ ଭବନ, ଶକ୍ତି ବିଭାଗ କାର୍ଯ୍ୟାଳୟଠାରେ ସମୀକ୍ଷା କରି ପରିବେଶ ବାତାନୁକୂଳ ମାଧ୍ୟମରେ ହାଇଡ୍ରୋଜେନ ପ୍ରୋଜେକ୍ଟ ଗୁଡ଼ିକୁ ତ୍ୱରାନ୍ୱିତ କରାଯାଇ ଏହାର କ୍ଷମତା ବୃଦ୍ଧି କରାଗଲେ…

ମହାନଦୀକୁ ଡେଇଁ ଯୁବକ ନିଖୋଜ

ଜଗତସିଂହପୁର: ପୁଣି ଜଣେ ଯୁବକ ମହାନଦୀକୁ ଡେଇଁଲେ। ଘଟଣା ଘଟିଛି ଜଗତସିଂପୁର ତାରାପୁର ନିକଟରେ। ଏଠାରେ ଜଣେ ଯୁବକ ବ୍ରିଜ୍ ଉପରୁ ନଦୀକୁ ଡେଇଁପଡି ନିଖୋଜ ହୋଇଛନ୍ତି। ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ବ୍ରିଜ୍ ଉପରୁ ତାଙ୍କ ସାଇକେଲ୍ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ…

ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା:…

ଭୁବନେଶ୍ବର: ଧର୍ମଶାଳା ପିଇଓ ସ୍ମୀତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ। ସ୍ମୀତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ସହ ଏସପି ଓ ମହିଳା କମିଶନ ଅଧ୍ୟକ୍ଷଙ୍କ ଇସ୍ତଫା…