Odisha Link
Bridging the Missing Links in Odisha
Daily Archives

November 5, 2019

ନଦୀକୂଳରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ବାଙ୍କି: କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଖମାରଙ୍ଗ ଗାଁ ନିକଟ ମହାନଦୀ ତୁଠ ତଣ୍ଡିମୁଳ ନିକଟରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି। ମିଳିଥିବା ସୂଚନା ଅନୁସାରେ, ବାଙ୍କୀ ସାହାଡାପଦା ଗାଁର ନିମାଇଁ ଚରଣ ମହାପାତ୍ର ଗତ କିଛି ଦିନ ହେଲା ନିଖୋଜ ରହିଥିଲେ।…

୪ ବର୍ଷ ପାଇଁ ବାସନ୍ଦ ହେଲେ କେ.ରବି…

ନୂଆଦିଲ୍ଲୀ: ଓଡିଆ ଭାରୋତ୍ତୋଳକ କେ. ରବି କୁମାର ଡୋପ୍ ଟେଷ୍ଟରେ ଧରାପଡିଛିନ୍ତି । ନ୍ୟାସନାଲ ଆଣ୍ଟି ଡୋଂପି ଏଜେନ୍ସ ବା ନାଡା ପକ୍ଷରୁ କେ.ରବିକୁମାରଙ୍କୁ ବାସନ୍ଦ କରାଯାଇଥିବା ସୂଚନା ରହିଛି । କେ. ରବିକୁମାର ୨୦୧୦ ରାଜ୍ୟଗୋଷ୍ଠୀ କ୍ରାଡାର ୬୯ କେଜି ବର୍ଗରେ ସୂର୍ଣ୍ଣ ପଦକ ଜିତିଥିଲେ । ସେହିପରି ୨୦୧୪…

ସମୁଦ୍ର ଭିତରେ ବୁଡିଲା ମାଛଧରା ଡଙ୍ଗା

ପାରାଦୀପ: ଜଗତସିଂହପୁର ଜିଲ୍ଲାର ପାରାଦୀପ ସମୁଦ୍ରରେ ଏକ ମାଛ ଧରା ଡଙ୍ଗା ବୁଡ଼ିଯାଇଥିବାର ଖବର ମିଳିଛି। ଏହାଫଳରେ ପାଣିରେ ପଡ଼ିଯାଇଥିଲେ ୬ ମତ୍ସ୍ୟଜୀବୀ। ତେବେ କିଛି ସମୟ ଭିତରେ ସମସ୍ତ ୬ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ବ୍ଲାକରୋଜ’ ଜାହାଜରେ ପିଟି ହୋଇ…

ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ସୋଗର ଶାଳୁଆ ଛକ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଆଜି ଭୋର ୫ଟା ସମୟରେ ଶୌଚ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି ତୁମୁସିଙ୍ଗା ଥାନା ଗୋଦୁରିବିଲି ଗାଁର ହୃଦାନନ୍ଦ ମଲ୍ଲିକ।…

ଘନୀଭୂତ ହେଉଛି ଲଘୁଚାପ: ୬ ଘଣ୍ଟାରେ…

ଭୁବନେଶ୍ବର: ଘନୀଭୂତ ହେଉଛି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ। ୱେଲ୍ ମାର୍କଡ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ। ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା। ୬ ଘଣ୍ଟା ଭିତରେ ଅବପାତର ରୂପ ନେବା ଆକଳନ କରାଯାଉଛି। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବା ସହ…

ଆଜି ଅଂଳା ନବମୀ: ସାକ୍ଷୀଗୋପୀନାଥ…

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସାକ୍ଷୀଗୋପିନାଥ ମନ୍ଦିରରେ ଆଜି ପାଳନ ହେଉଛି ପବିତ୍ର ଅଂଳା ନବମୀ। ବର୍ଷକରେ ଗୋଟିଏ ଦିନ ରାଧାପାଦ ଦର୍ଶନ ପାଇଁ ଏଠାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।…