ମହାନଦୀକୁ ଡେଇଁ ଯୁବକ ନିଖୋଜ

ଜଗତସିଂହପୁର: ପୁଣି ଜଣେ ଯୁବକ ମହାନଦୀକୁ ଡେଇଁଲେ। ଘଟଣା ଘଟିଛି ଜଗତସିଂପୁର ତାରାପୁର ନିକଟରେ। ଏଠାରେ ଜଣେ ଯୁବକ ବ୍ରିଜ୍ ଉପରୁ ନଦୀକୁ ଡେଇଁପଡି ନିଖୋଜ ହୋଇଛନ୍ତି।
ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ବ୍ରିଜ୍ ଉପରୁ ତାଙ୍କ ସାଇକେଲ୍ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଥିଲେ ବି ତାଙ୍କର ପତ୍ତା ମିଳିନାହିଁ।
Comments are closed.