Odisha Link
Bridging the Missing Links in Odisha
Daily Archives

November 6, 2019

ଚାଇନା ଓପନ୍: ବିଦା ହେଲେ ସାଇନା

ବେଜିଂ: ଚାଇନାର ବେଜିଂ ସହରରେ ଚାଲିଛି ଚାଇନା ଓପନ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌। ଏଥିରେ ଭାରତୀୟ ଦଳର ଉଭୟ ମହିଳା ଓ ପୁରୁଷ ବର୍ଗ ଯୋଗ ଦେଇଛନ୍ତି। ହେଲେ ମହିଳା ବର୍ଗରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ବିଶ୍ୱ ବିଜେତା ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ବେଳେ…

ଯାଜପୁରରେ ମୋ ସ୍କୁଲ ଅଧ୍ୟକ୍ଷା

ଯାଜପୁର: ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ହୋଇପାରିବ ବୋଲି ଏହାର ଅଧ୍ୟକ୍ଷା ସୁସ୍ମିତା ବାଗଚି କହିଛନ୍ତି। ବୁଧବାର ଅଧ୍ୟକ୍ଷା ବାଗଚି ଯାଜପୁର ଜିଲା ଗସ୍ତ କରି ରାମବାଗ ହାଇସ୍କୁଲ ଏବଂ ଜିଲା ସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।…

ଜାତୀୟ ସେବା ଯୋଜନାର ରାଜ୍ୟ ଉପଦେଷ୍ଟା…

ଭୁବନେଶ୍ୱର: ସମାଜସେବା ନିମନ୍ତେ ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଆବଶ୍ୟକ । ଜଣେ ଯେକୌଣସି ବୃତ୍ତିରେ ରହିଲେ ମଧ୍ୟ ସମାଜସେବାକୁ ଜୀବନର ବ୍ରତ କରି ପାରିଲେ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ହୋଇ ପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଚ୍ଚଶିକ୍ଷା…

ମହାରାଷ୍ଟ୍ର: ସଞ୍ଜୟ-ଶରଦ ସାକ୍ଷାତ,…

ମୁମ୍ବାଇ: ଚଳିତ ମହାରାଷ୍ଟ୍ର ବିଧାନସଭାର କଣ୍ଟ ୮ ତାରିଖରେ ଶେଷ ହେଉଛି। ଅପରପକ୍ଷେ ନିର୍ବାଚନର ଫଳାଫଳ ୨ ସପ୍ତାହ ବିତି ଯାଇଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ହୋଇ ପାରିନାହିଁ। ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର? ଏ ନେଇ ଜାରି ରହିଛି ଅସ୍ପଷ୍ଟ ଚିତ୍ର। ଗତକାଲି ଶିବସେନା ଆରଆରଏସ୍‌ ମୁଖ୍ୟ ମୋହନ…

ରାଜଧାନୀରେ ଯୁବକଙ୍କୁ ଛୁରାମାଡ଼

ଭୁବନେଶ୍ୱର: ରାଜଧାନୀରେ ଆଜି ଜଣେ ଯୁବକଙ୍କୁ ୨ ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ନୟାପଲ୍ଲୀ ପାସପୋର୍ଟ ଅଫିସ ସାମ୍ନାରେ ଏହି ଘଟଣା ଘଟିଛି। ଛୁରାମାଡ଼ କରିଥିବା ୨ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି।…

ପରିବେଶ ପ୍ରଦୂଷଣ ସଂପର୍କିତ ଗୃହକମିଟିଙ୍କ…

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ପରିବେଶ ପ୍ରଦୂଷଣ ସଂପର୍କିତ ଗୃହକମିଟିଙ୍କ ବୈଠକ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ଶିଳ୍ପ- କାରଖାନା ଦ୍ୱାରା ନଦୀ, କେନାଲ୍‌, ଜଳ ଉତ୍ସ ଓ…

ଅଭିଷେକଙ୍କୁ ‘ବେରୋଜଗାର’…

ମୁମ୍ବାଇ: ବଲିଉଡ଼ର ସଫଳ ଅଭିନେତା ତଥା ବିଗ୍ ବି ହେଲେ ଅମିତାଭ ବଚ୍ଚନ । ସେ ନିଜ ଅଭିନୟର ଯାଦୁରେ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି । କିନ୍ତୁ ତାଙ୍କ ପୁଅ ଅଭିଷେକ ବଚ୍ଚନ ସେତେଟା ସଫଳତା ପାଇନାହାନ୍ତି । ତାଙ୍କୁ ଅନେକ ସମୟରେ ସମାଲୋଚିତ ଶିକାର ହେବାକୁ ପଡ଼ିଥାଏ । ଅଭିଷେକ ନିଜର ଟୁଇଟର…

ଧାନ ବିଲରେ ନିଆଁ ଲଗାଇଲେ ଚାଷୀ

ବିନିକା: ଚାଷ ଉଜୁଡ଼ିଯିବାରୁ ଜଣେ ଚାଷୀ ନିଜ ବିଲରେ ନିଆଁ ଲଗାଇ ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଚୁଲିମାଲ ଗାଁର ଚାଷୀ ମହାଦେବ ଭୋଇ ନିଜ ଜମିରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି। ଅଧ ଏକର ପରିମିତ ଧାନ ଜମିରେ ମହାଦେବ ନିଆଁ ଲଗାଇ ଦେଇଛନ୍ତି। ଲିଫ୍ଟ ପଏଣ୍ଟରେ ପାଣି ନଆସିବାରୁ ଚାଷ ଉଜୁଡ଼ିଯାଇଥିବା…

୫ ଦିନ ମଧ୍ୟରେ ସ୍ଥଳଭାଗ ଛୁଇଁବନି ବାତ୍ୟା

ଭୁବନେଶ୍ବର: ଆସନ୍ତା ୫ ଦିନ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବନି ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଡିପ ଡିପ୍ରେସନଟି ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ରୂପାନ୍ତରିତ ହେବ। କାଳକ୍ରମେ ଏହା ବଡ଼ ବାତ୍ୟାରେ ପରିଣତ ହେବା ସମ୍ଭାବନା…

ଆଇଏମଡି ସୂଚନାନୁସାରେ ପ୍ରସ୍ତୁତ ହେଉଛୁ:…

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଆତଙ୍କିତ ନେହେବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଆଜି ସାମ୍ବାଦିକ ସମ୍ମିଳନୀ କରି ବାତ୍ୟା ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ଏହା ସହ ଜିଲ୍ଳାପାଳ ମାନଙ୍କ ଆଲୋଚନା କରାଯାଇ ସେମାନଙ୍କୁ ସତର୍କ ରହିବାକୁ…