ଡାକ୍ତରଙ୍କ ଚେତାବନୀ ପରେ ବି ମାନିବାକୁ…
ଭୁବନେଶ୍ବର : ବଲିଉଡର ବିଗ୍ ବି ଅର୍ଥାତ୍ ମହାନାୟକ ଅମିତାଭ ବଚ୍ଚନ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧିତ ରେ ଏକ ସୂଚନା ଦେଇଛନ୍ତି । ତାଙ୍କୁ କିଛି ସମୟ ପାଇଁ କାମରୁ ଦୂରେଇ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଅମିତାଭ 'ସାତ ହିନ୍ଦୁସ୍ତାନୀ' ସିନେମା ଦ୍ବାରା ବଲିଉଡରେ ପାଦ ଦେଇଥିଲେ । ଆଜି ଅମିତାଭ…