Odisha Link
Bridging the Missing Links in Odisha
Daily Archives

November 9, 2019

ଯୁବ ରେଡ୍‌କ୍ରସ୍‌ ଶାଖାର ରାଜ୍ୟ…

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବକୁ ଉଦ୍ରେକ କରାଇ ଅଧିକରୁ ଅଧିକ ରେଡ୍‌କ୍ରସ ସ୍ବେଚ୍ଚାସେବୀ ସୃଷ୍ଟି କରିବା ଦିଗରେ ପଦକ୍ଷେ ପ ନିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ରେଡ୍‌କ୍ରସ…

ସମ୍ଭାବ୍ୟ ବାତ୍ୟା ବୁଲ୍ ବୁଲ୍ ନେଇ…

ଭୁବନେଶ୍ବର : ଆମେ ଏହି ସାବ ବାତ୍ୟା ଓ ବର୍ଷାକୁ ସାହାସର ସହିତ ମୁକାବିଲା କରିବା । ବିଶେଷ ଭାବରେ ଯୁବପିଢିମାେନ ଏହି ବିପଦ ଘଡିରେ ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାନ୍ତୁ ବୋଲି ସମ୍ଭାବ୍ୟ ବାତ୍ୟା ବୁଲ୍ ବୁଲ୍ ନେଇ ଟି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ ଟ୍ବିଟରେ…

ବୁଲ୍‌ବୁଲ୍‌ ଯୋଗୁଁ ବଦଳିଲା ଯୁକ୍ତ ଦୁଇ…

ଭୁବନେଶ୍ବର: ବାତ୍ୟା ବୁଲ୍‌ବୁଲ୍‌ ଯୋଗୁଁ ରାଜ୍ୟରେ ବହୁ ଶିକ୍ଷାନୁଷ୍ଠାନ ୯ ଓ ୧୦ରେ ବନ୍ଦ ରହୁଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଫର୍ମପୂରଣ ତାରିଖରେ ପରିବର୍ତନ କରାଯାଇଛି। ଚଳିତ ମାସ ପହିଲାରୁ ୨୦୨୦ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହୋଇଥିଲା। ବିନା ଫାଇନ୍‌ରେ…

ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ

ସୋର: ବାଲେଶ୍ବର ଜିଲ୍ଲା ସୋର ଅନ୍ତର୍ଗତ ମଙ୍ଗଳପୁର ବାଘଆମ୍ପୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଘଆମ୍ପୁଡ଼ା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାବୁଲି ବିନ୍ଧାଣୀଙ୍କ ପୁଅ ଜାଗର। ମିଳିଥିବା ସୂଚନା ଅନୁଯାୟୀ, ଜାଗର ଶୁକ୍ରବାର ଦ୍ୱିପ୍ରହର ସମୟରେ…

ଆନ୍ଧ୍ରରେ ତୈଳ ଓ ଗ୍ୟାସ ପ୍ରକଳ୍ପରେ ହେବ…

ଆନ୍ଧ୍ରପ୍ରଦେଶ/ଭୁବନେଶ୍ୱର : ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମବାଳୟ ଆନ୍ଧ୍ରପ୍ରଦେଶରେ ଆଗାମୀ ୫ ବର୍ଷରେ ଏହି ସବୁ ପ୍ରକଳ୍ପରେ ବିପୁଳ ପୁଞ୍ଜିନିବେଶ କରିବାର ଯୋଜନା ରଖିଛି ବୋଲି ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡିଙ୍କୁ…

ଉତ୍ତେଜନାମୂଳକ ପୋଷ୍ଟ କଲେ…

ଭୁବନେଶ୍ୱର: ଅଯୋଧ୍ୟା ମାମଲାର ରାୟକୁ ନେଇ ଯଦି କେହି ବ୍ୟକ୍ତି ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ବିଜୟ କୁମାର ଶର୍ମା କହିଛନ୍ତି। ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା ଏହା କହିଛନ୍ତି।…

ଓଡ଼ିଶା ଛାଡିଲା ବାତ୍ୟା ବୁଲ୍‌ବୁଲ୍‌

ଭୁବନେଶ୍ୱର: ବାତ୍ୟା ବୁଲ୍‌ବୁଲ୍‌ ଏବେ ବଙ୍ଗୋପସାଗର ମଧ୍ୟରେ ଉତ୍ତର ଦିଗରେ ଗତି କରୁଛି। ଏବେ ଏହା ଉତ୍ତର ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ଉପକୂଳ ଆଡକୁ ଗତି କରୁଛି। ଆଇଏମ୍‌ଡି ବୁଲେଟିନ୍‌ ଅନୁସାରେ ସକାଳ ୧୧ଟା ୩୦ ବେଳକୁ ଏହା ପଶ୍ଚିମ ଓ ମଧ୍ୟ ବଙ୍ଗୋପ ସାଗର ମଧ୍ୟରେ କେନ୍ଦ୍ରୀଭୂତ ଥିଲା। ଗତ ୭ ଘଣ୍ଟାରେ ଏହା…

ଆରଡ଼ିରେ ବାତ୍ୟା ବୁଲ୍‍ବୁଲ୍‍ର ତାଣ୍ଡବ

ଆରଡ଼ି: ଭଦ୍ରକର ଆରଡ଼ିରେ ବାତ୍ୟା ବୁଲ୍‍ବୁଲ୍‍ର ତାଣ୍ଡବ ରଚିଛି। ଚାନ୍ଦବାଲିର ତଳିଆ ଅଞ୍ଚଳରେ ୧୪୦/୧୫୦ ବେଗରେ ପବନ ବହିବା ସହ ଭୀଷଣ ବର୍ଷା ହେଉଛି। ପବନ ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ, କଚା ଘରର ଛପର ମଧ୍ୟ ଉଡ଼ିଯାଇଥିବା ଜଣାପଡ଼ିଛି। ଏହାସହ ଆଖଣ୍ଡଳମଣିକୁ ଯାତାୟତ ଠପ୍‍ ହୋଇଯାଇଛି। ସମସ୍ତ…

କର୍‌ତାରପୁର କରିଡର ଚେକ୍‌ ପୋଷ୍ଟ…

ନୂଆଦିଲ୍ଲୀ:ପାକିସ୍ତାନ ଦରବାର ସାହିବ୍‌ ଗୁରୁଦ୍ବାର ସହ ପଞ୍ଜାବର ଗୁରୁଦାସ୍‌ପୁର କରିଡରର ଚେକ୍‌ ପୋଷ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନ ପୂର୍ବରୁ ମୋଦି ସୁଲତାନପୁର ଲୋଧି ଯାଇ ସେଠାରେ ବେର୍‌ ସାହିବ୍‌ ଗୁରୁଦ୍ବାରରେ ପୂଜାର୍ଚ୍ଚନା କରିଛନ୍ତି ଏବଂ ଡେରା ବାବା…

ଆଉ ୯୫ କିମି ଦୂରରେ ବୁଲ୍‌ବୁଲ୍

ଭୁବନେଶ୍ୱର: ବାତ୍ୟା ବୁଲବୁଲ ଏବେ ପାରାଦୀପ ଠାରୁ ୯୫ କିମି ଦୂରରେ ରହିଛି। ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ ବୁଲବୁଲ ଏବେ ଘଣ୍ଟାପ୍ରତି ୧୩ କିମି ବେଗରେ ଗତି କରୁଛି। ଆଜି ଅପରାହ୍ନ ୫ରୁ ରାତି ୧୦ ଟା ଭିତରେ ଲ୍ୟାଣ୍ଡଫଲ କରିପାରେ। ବୁଲବୁଲ ପୂର୍ବ ଉତ୍ତର ପୂର୍ବ…