Odisha Link
Bridging the Missing Links in Odisha
Daily Archives

November 9, 2019

ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫ ‘ଟି’…

ଭୁବନେଶ୍ୱର : କୃଷି ଓ କୃଷକମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ସିଧାସଳଖ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫ ‘ଟି’ ସୂତ୍ର କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯିବ । କର୍ମଚାରୀ…

ବିବାଦୀୟ ସ୍ଥଳ ହିନ୍ଦୁଙ୍କୁ ମିଳିବ,…

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦ ମାମଲାର ରାୟ ଆଜି ସୁପ୍ରିମକୋର୍ଟରେ ପ୍ରକାଶ ପାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ପ୍ରଦାନ କରିବାକୁ…

ସମୁଦ୍ରରେ ବୁଡ଼ିଗଲା ମାଛଧରା ବୋଟ୍‌

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମରାର କାଳିନାଳୀରେ ମାଛଧରା ବୋଟ୍‌ଟି ଗତକାଲି ବିଳମ୍ବିତ ରାତିରେ ବୁଡ଼ିଯାଇଛି। ତେବେ ବୋଟରେ ଥିବା ସମସ୍ତ ୮ ମତ୍ସ୍ୟଜୀବୀ ବର୍ତ୍ତି ଯାଇଛନ୍ତି। ସେମାନେ ନିକଟ ଜଙ୍ଗଲରେ ସୁରକ୍ଷିତ ଥିବା ସୂଚନା ମିଳିଛି। ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଜାରି ରହିଥିବା…

ଡିସେମ୍ବର ୨ରୁ ମିସନ୍‌ ଇନ୍ଦ୍ରଧନୁଷ

ଭୁବନେଶ୍ବର: ଶିଶୁମାନଙ୍କୁ ବିଭିନ୍ନ ‌ମାରାତ୍ମକ ରୋଗ ଦାଉରୁ ରକ୍ଷା ପାଇଁ ସରକାର ବ୍ୟାପକ ଟୀକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି। ମସ୍ତିଷ୍କ ଜ୍ବର ନିରାକରଣ ପାଇଁ ନଭେମ୍ବର ୧୧ ତାରିଖରୁ ଟୀକାକରଣ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ଇଣ୍ଟେନ୍‌ସିଫାଏଡ୍‌ ମିସନ୍‌ ଇନ୍ଦ୍ରଧନୁଷ ୨.୦ କାର୍ଯ୍ୟକ୍ରମରେ ରାଜ୍ୟର…

ରାୟ ପାଇଁ ୩୦ ମିନିଟ୍‌ ନେବି: ମୁଖ୍ୟ…

ନୂଆଦିଲ୍ଲୀ: ଆଜି ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟ ଶନିବାର ପୂର୍ବାହ୍ନ ୧୦: ୩୦ ସମୟରେ ସୁପ୍ରିମ୍‌ କୋର୍ଟର ୧ ନମ୍ବର କୋର୍ଟରେ ରାମ ଜନ୍ମଭୂମୀ- ବାବ୍ରି ମସ୍‌ଜିଦ୍‌ ଜମି ବିବାଦର ରାୟ ଶୁଣାଣି ଆରମ୍ଭ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ଅଯୋଧ୍ୟା ଜମି…

ବୁଲ୍‌ବୁଲ୍‌ ପ୍ରଭାବରେ ଉପକୂଳରେ ପ୍ରବଳ…

ଭୁବନେଶ୍ଵର: ବାତ୍ୟା ବୁଲବୁଲ୍‌ ପ୍ରଭାବରେ ଉପକୂଳ ଓଡ଼ିଶାରେ ଶନିବାର ବର୍ଷା ପରିମାଣ ବଢ଼ିବା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି। ସକାଳେ ବୁଲବୁଲ୍‌ ପାରାଦୀଠାରୁ ୧୧୦ କିଲୋମିଟର ଦୂରରେ ଥିବାବେଳେ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ପଶ୍ଚିମବଙ୍ଗ-ବାଂଲାଦେଶ ଆଡକୁ ମୁହାଁଇଛି। ତେବେ ବାତ୍ୟା ପୂର୍ବାହ୍ନ…

ସ୍ଥଳଭାଗ ମୁହାଁ ସାମୁଦ୍ରିକ ବାତ୍ୟା…

ଭୁବନେଶ୍ବର: ଆଜି ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳର ମଝିଦେଇ ସ୍ଥଳ ଭାଗକୁ ପ୍ରବେଶ କରିବ। ସୁନ୍ଦରବନର ଡେଲ୍ଟା ଅଞ୍ଚଳରେ ଏହା ସ୍ଥଳ ଭାଗରେ ପ୍ରବେଶ କରିବ ବୋଲି କୁହାଯାଉଛି। ଏହି ସମୟରେ ପବନର ବେଗ ୧୧୦-୧୨୦ ରହିବ ଏବଂ ଗଷ୍ଟିଂ ୱିଣ୍ଡ ସ୍ପିଡ୍ ପ୍ରାୟ ୧୩୫ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଉଛି।…

ଅଯୋଧ୍ୟା ବିବାଦ: ଆରମ୍ଭରୁ ଆଜି…

ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ଜମି ବାବଦ ମାମଲାର ରାୟ ଶୁଣାଣି ହେବ। ଦୀର୍ଘ ୭ ଦଶନ୍ଧି ଧରି ଚାଲିଥିବା ଅଯୋଧ୍ୟା ଜମି ବାବଦ ମାମଲାର ଶୁଣାଣି ପୂର୍ବରୁ ଶେଷ ହୋଇଛି। ଅନେକ ଥର କୋର୍ଟ ବାହାରେ ଏହାର ସମାଧାନ କରିବାକୁ ଉଦ୍ୟମ ହୋଇଥିଲେ ହେଁ ଏହା ବିଫଳ ହୋଇଥିଲା। ସୁପ୍ରିମକୋର୍ଟ ଦୀର୍ଘ ୪୦ ଦିନ କାଳ ନିୟମିତ…

ଅଯୋଧ୍ୟା ବିବାଦ: ଆରମ୍ଭରୁ ଆଜି…

ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ଜମି ବାବଦ ମାମଲାର ରାୟ ଶୁଣାଣି ହେବ। ଦୀର୍ଘ ୭ ଦଶନ୍ଧି ଧରି ଚାଲିଥିବା ଅଯୋଧ୍ୟା ଜମି ବାବଦ ମାମଲାର ଶୁଣାଣି ପୂର୍ବରୁ ଶେଷ ହୋଇଛି। ଅନେକ ଥର କୋର୍ଟ ବାହାରେ ଏହାର ସମାଧାନ କରିବାକୁ ଉଦ୍ୟମ ହୋଇଥିଲେ ହେଁ ଏହା ବିଫଳ ହୋଇଥିଲା। ସୁପ୍ରିମକୋର୍ଟ ଦୀର୍ଘ ୪୦ ଦିନ କାଳ ନିୟମିତ…