ରାଣେ କହିଲେ ବିଜେପି ସରକାର ଗଢ଼ିବ, ଦେବେନ୍ଦ୍ର କହିଲେ..
ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ। ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ମହାରାଷ୍ଟ୍ର ରାଜନୀତରେ ଦେଖିବାକୁ ମିଳୁଛି ଘନ ଘନ ପ୍ରେସ୍ ମିଟ୍। ଏହାରି ମଧ୍ୟରେ ବିଜେପି ମହାରାଷ୍ଟ୍ରରେ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ଶିବସେନା-ଏନସିପି-କଂଗ୍ରେସ ମିଳିତ ଭାବେ ସରକାର ଗଢ଼ିବା ସମ୍ଭବ ନୁହେଁ। ବିଜେପି ସରକାର ଗଢ଼ିବା ପାଇଁ ଚେଷ୍ଟା କରିବ ବୋଲି କହିଲେ ବିଜେପି ନେତା ନାରାୟଣ ରାଣେ।
Narain Rane, Bharatiya Janata Party (BJP): BJP will try to form government. Devendra Fadnavis is putting in all efforts in this direction. pic.twitter.com/0hSTXA6LiN
— ANI (@ANI) November 12, 2019
ଅପରପକ୍ଷେ ରାଜ୍ୟରେ ସ୍ଥିର ସରକାର ଦେବାକୁ ଆମେ ସମର୍ଥ ହେବୁ କହିଛନ୍ତି ଦେବେନ୍ଦ୍ର ଫଡ଼ନବୀସ୍।
Former Maharashtra CM Devendra Fadnavis in a press note: President's rule is unfortunate but we expect that Maharashtra will get a stable government soon. (file pic) pic.twitter.com/Mwl62YoRfj
— ANI (@ANI) November 12, 2019
Comments are closed.