Odisha Link
Bridging the Missing Links in Odisha
Daily Archives

November 12, 2019

୧୪ରୁ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ଶିଶୁ…

ଭୁବନେଶ୍ବର: ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ଆସନ୍ତା ୧୪ରୁ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି-୨୦୧୯' ଆରମ୍ଭ ହେବ। ତିନିଦିନ ବ୍ୟାପି ଏହି ମହୋତ୍ସବ ୟୁନିଟ-୯ ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିରେ ଅଂଶ ଗ୍ରହଣ କରିବା ଲାଗି ପ୍ରତ୍ୟେକ…

ମହାରାଷ୍ଟ୍ର: ସେଇ ୧୦ ଘଣ୍ଟା

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ସରକାର କିଏ ଗଢ଼ିବ ସେ ନେଇ ଏବେବି ଚାଲିଛି ଅଙ୍କକଷା। ଏହାର ମଧ୍ୟରେ ମହାରାଷ୍ଟ୍ର ରାଜନୀତିର ସେଇ ୧୦ ଘଣ୍ଟା। ଯେଉଁଥିରେ ଓଲଟିଗଲା ବାଜି, କ୍ଷମତା।  ପରିଶେଷରେ ନିଜ ଅଙ୍କକଷାରେ ଫସିଗଲା ଶିବସେନା। ଯେତେ ସମୟ ଗଡ଼ିବା ସହ ମହାରାଷ୍ଟ‌ର ରାଜନୀତିରେ…

ଜଳଉତ୍ସ ସୁରକ୍ଷା ଦିବସ

ଭୁବନେଶ୍ଵର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ବିଭିନ୍ନ ଜଳାଶୟ ଗୁଡ଼ିକରେ ପ୍ରଚୁର ପରିମାଣରେ ଡ଼ଙ୍ଗା ଛଡାଯିବା, ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରାଯିବା ଦ୍ୱାରା ଜଳାଶୟ ଗୁଡିକ ଅତିଶୟ ମାତ୍ରା ରେ ଦୂଷିତ ହୋଇ ପଡ଼ୁଛି। ଏହି ସବୁ ଦୂଷିତ ଜଳାଶୟକୁ କେହି କେବେ ହେଲେ ପରିଷ୍କାର କରିବା ପାଇଁ ଆଗ…

ମହାରାଷ୍ଟ୍ର: ନିଜ ଫର୍ମୁଲାରେ ଫସିଲା…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ସମୀକରଣ ଘଡ଼ିକେ ଘୋଡା ଛୁଟୁଛି। ବର୍ତ୍ତମାନ ସ୍ଥିତିରେ ଶିବସେନା ନିଜ ଜାଲରେ ଫସିଛି। ଶିବସେନାର ୫୦:୫୦ ଫର୍ମୂଲା ନିଜ ପାଇଁ ବୁମେରାଂ ସାଜିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲା ଚାହାନ୍ତି ଶରଦ ପାୱାର। ନିଜ ଜାଲରେ ନିଜେ ଫସିଗଲେ ଶିବସେନା ମୁଖ୍ୟ ଉଦ୍ଧବ…

ଓଡ଼ିଶାରରେ ଭିକ୍ଷୁକ ମେଳା

ବାଲେଶ୍ୱର : ଟଙ୍କା ବିନା ବଞ୍ଚିବା ଅର୍ଥାତ୍ କଳ୍ପନା କରିବା ଅସମ୍ଭ । ଅନେକ ଲୋକଟଙ୍କା ପାଇଁ ଭିକ୍ଷୁକ କାମ ମଧ୍ୟ କରିଥାନ୍ତି । ସାଧାରଣତଃ ମନ୍ଦିର ଓ ବସ୍‌ଷ୍ଟାଣ୍ଡ ଆଦି ସ୍ଥାନରେ ଭିକ୍ଷୁକମାନଙ୍କୁ ଦେଖିବାକୁ ମିଳିଥାଏ । କାରଣ ଏସବୁ ସ୍ଥାନରେ ପ୍ରବଳ ଜନସମାଗମ ଥାଏ । ତେଣୁ ଅଧିକ ଟଙ୍କା ପାଇବା ଆଶାରେ…

ମହାରଷ୍ଟ୍ରରେ ରାଷ୍ଟ୍ରପତି ଶାସନ!

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ। ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ସୁପାରିସ କରିଥିବା ସୂଚନା ମିଳିଛି। ରାଜ୍ୟର ସାଂପ୍ରତିକ ସ୍ଥିତିକୁ ନେଇ ଗୃହ ମନ୍ତ୍ରାଳୟକୁ ଜଣାଇଲେ ରାଜ୍ୟପାଳ। ରାତି ସାଢେ ୮ ପରେ ଯେ କୌଣସି ସମୟରେ ଆସିପାରେ ନିଷ୍ପତ୍ତି। ଏନସିପିକୁ ରାତି ସାଢେ ୮ଟା…

ଏସ୍‌ସିବି ମେଡିକାଲ୍‌ରେ ଆରମ୍ଭ ହେବ…

କଟକ: ଏସ୍‌ସିବି ମେଡିକାଲ୍‌ରେ ସାର୍ବଜନୀନ ଅଭିଯୋଗ ଶୁଣାଣି ଆରମ୍ଭ ହେବାକୁ ଯାଉଛି। ୪ ପର୍ଯ୍ୟାୟରେ ୪ ଜଣ ଅଧିକାରୀ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଶୁଣିବେ। ନିଷ୍ପତ୍ତି ଅନୁଯାୟୀ, ପ୍ରତ୍ୟେକ କାର୍ଯ୍ୟ ଦିବସର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା…

ପଢ଼ନ୍ତୁ ଛାବ୍ରା ଓ ଶୁକ୍ଳାଙ୍କ ଶତ୍ରୁତାର…

ମୁମ୍ବାଇ : ଟେଲିଭିଜନର ବିବାଦୀୟ ସିରିୟଲ ବିଗ୍ ବସ୍-୧୩ ଅନେକ ବିବାଦରେ କରିଥିଲେ ମଧ୍ୟ ଦର୍ଶକ ଏହାକୁ ଦେଖିବାକୁ ଭୁଲି ନାହାନ୍ତି । ଘର ଭିତରେ ଖେଳ ହେଉକି , କିଛି ଛୋଟ ଛୋଟ କଥାରେ ଝଗଡା଼ ଆରମ୍ଭ ହୋଇ ଯାଏ । ଘରେ ଥିବା ସଦଶ୍ୟ ଦୁଇ ଭାଗରେ ବିଭକ୍ତ ହୋଇ ପଡ଼ିଛି । ଗୋଟେ ପାରସ୍ ଙ୍କ ଗ୍ରୁପ ଆଉ ଗୋଟେ…

ପରିବା ବଜାରରେ ନାଗସାପ

ଭୁବନେଶ୍ବର: ଏବେ ଦିନକୁ ଦିନ ପରିବାର ଦର ବଢ଼ିବାରେ ଲାଗିଛି। ଏଥିପାଇଁ ଖାଉଟି ପରିବା ବଜାରରୁ ମୁହଁ ଫେରାଉଥିବା ବେଳେ ବଜାରରେ ଜନ ଗହଳି କମିବାରେ ଲାଗିଛି। ଏହାର ସୁଯୋଗ ନେଇ କେଉଁଠି କେଉଁଠି ପରିବା ବଜାରରେ ଗୋରୁ ଗାଈ ବୁଲିଲେଣି ତ ପୁଣି କେଉଁ ବଜାରରେ ଦେଖିବାକୁ ମିଳଛି ସାପା। ଠିକ୍‌ ଏମିତି ଘଟଣା…

ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ। ବିଭିନ୍ନ ଦାବି ନେଇ ରାଜଧାନୀ ଭୁବନେଶ୍ବରେ ଲୋକମାନଙ୍କ ଗହିଳି ଲାଗିବି। ଏହି ଘହଳିକୁ ନିୟନ୍ତ୍ରଣ କରିବା ପାଇଁ ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଡିଜିପି। ଶୀତକାଳୀନ ଅଧିବେଶନର ପ୍ରଥମ…