ଗୃହ ଅପରାହ୍ନ ୩ ଟା ଯାଏଁ ମୁଲତବି

ଭୁବନେଶ୍ବର: ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଏଥିପାଇଁ ଅପରାହ୍ନ ୩ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରଥମେ କଂଗ୍ରେସ ଓ ପରେ ବିଜେପି ସଦସ୍ୟ ମାନେ ଗୃହ ମଧ୍ୟ ଭାଗକୁ ଆସି ହୋହଲା କରିଥିଲେ। ନାରୀ ନିର୍ଯାତନା ପ୍ରସଙ୍ଗରେ ଆଲୋଚନା ନ ହେବାରୁ ହୋହାଲା ହୋଇଥିଲା। ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ମୁଲତବି ନୋଟିସ୍ ଦେଇଥିଲା ବିଜେପି।
Comments are closed.