Odisha Link
Bridging the Missing Links in Odisha
Daily Archives

November 13, 2019

ଗଛରୁ ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ

ମାଲକାନଗିରିର: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡାରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ସମୟରେ ହଷ୍ଟେଲର ଜଣେ ଛାତ୍ରଙ୍କ ମୃତଦେହ ବିଦ୍ୟାଳୟ ନିକଟରେ ଥିବା ଏକ ଗଛରେ…

ରାଜ୍ୟର ୫୧ ଲକ୍ଷ ୫୨୯୦ ଚାଷୀ ପାଇଛନ୍ତି…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର କାଳିଆ ଯୋଜନାରେ ଏ ପର୍ଯ୍ୟନ୍ତ ମୋଟ ୫୧ ଲକ୍ଷ ୫୨୯୦ ଜଣ ଚାଷୀଙ୍କୁ ଟଙ୍କା ମିଳିଛି। ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। କାଳିଆ ଯୋଜନା ସମ୍ପର୍କରେ ବିଧାୟକ ତାରା ବାହିନୀପତି, ଅଶ୍ୱିନୀ ପାତ୍ର ଓ ଅନ୍ତ ଜେନାଙ୍କ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ସାହୁ ଏଭଳି ତଥ୍ୟ…

ଭିନ୍ନ ଅନ୍ଦାଜରେ ବିବାହ ବାର୍ଷିକୀ ପାଳନ…

ମୁମ୍ବାଇ : ବଲିଉଡ଼ର ଚାହିଦା କପୁଲ ହେଇଛନ୍ତି ଦୀପିକା ପାଦ୍ୟୁକୋନ ଏବଂ ରଣବୀର ସିଂ । ଦୁହେଁ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ କିଣି ନେଇଛନ୍ତି । ସଞ୍ଜୟଲିଳା ବଂଶାଳୀଙ୍କ ସିନେମା ରାମଲିଳା ସିନେମାରେ ଦୁହିଁଙ୍କ ବନ୍ଧୁତା ସୃଷ୍ଟି ହୋଇଥିଲା ଓ ତାପରେ ତାହା ପ୍ରେମ ସମ୍ପର୍କ ପରିଣତ ହୋଇଯାଇଥିଲା । ୬…

ଗୁଣି ନାଁରେ କୁନି ପିଲାକୁ ମାଡ଼

ଜଳେଶ୍ୱର: ଆଧୁନିକ ଯୁଗରେ ବି ଲୋକଙ୍କ ମନରୁ ଯାଉନି ଅନ୍ଧ ବିଶ୍ବାସ। ଭୂତ ଛଡ଼ାଇବା ନାମରେ କୁନି ପିଲାକୁ ଗୁଣିଆର ନିର୍ଘାତ ମାଡ଼। ଆଉ ଏହି ମାଡ଼ରେ ପିଲାଟି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର କମର୍ଦ୍ଧା ଥାନା ରାଣୀଗୁଡ଼ା ଗାଁ ରାସ୍ତାରେ ବାଳକକୁ ମାଡ଼ ମରାଯାଇଛି।…

‘କୌନ୍ ବନେଗା କରୋଡପତି’ରେ…

ଭୁବନେଶ୍ବର:ଭାରତୀୟ ଟେଲି ଜଗତର ବହୁ ଚର୍ଚ୍ଚିତ ଲୋକପ୍ରିୟ ରିଏଲିଟି ଶୋ' ହେଉଛି ‘କୌନ୍ ବନେଗା କରୋଡପତି’। ଏହି ଶୋ'ର ହଟସିଟ୍ ରେ ସ୍ଥାନ ପାଇଛନ୍ତି ଡ.ଅଚ୍ୟୁତ ସାମନ୍ତ ଏବଂ ହଟ୍‌ସିଟ୍‌ ରେ ଅଂଶୀଦାର ଅଛନ୍ତି ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ। ଖାଲି ସେତିକି ନୁହେଁ ଏହି ଶୋ ମଧ୍ୟ ଡ.ସାମନ୍ତଙ୍କ ଭଉଣୀ…

ବାଲିଯାତ୍ରା ପାଇଁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କଟକିଆଙ୍କ ଭାବାବେଗ ତଥା ଦାବିକୁ ସମ୍ମାନ ଜଣାଇ ରାଜ୍ୟ ସରକାର କଟକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ପ୍ରଦାନ କରିଛନ୍ତି। ତେବେ ‘ବାଲିଯାତ୍ରା’କୁ ‘ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ’ର ମାନ୍ୟତା ଦାବି କରିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର…

ଜେଲରେ ଥାଇ ଚୋରି?

ଉଦଳା: ଜେଲରେ ଥିବା ଲୋକ ନାଁରେ ଚୋରି ମାମଲା ଠୁଙ୍କିଲା ପୋଲିସ। ଉଦଳା ଥାନା ନୂଆସାହି ଗାଁର ଉମାକାନ୍ତ ନାୟକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ। ୨୦୧୮ ନଭେମ୍ବର ୭ ରୁ ନଭେମ୍ବର ୨୨ ପର୍ଯ୍ୟନ୍ତ ରମାକାନ୍ତଙ୍କୁ ଜେଲ ପଠାଇଥିଲେ କୋର୍ଟ। ଏକ ମାମଲାରେ ଜେଲ ଯାଇଥିଲେ ରମାକାନ୍ତ। ନଭେମ୍ବର ୧୧ ତାରିଖରେ…

ଭାରସାମ୍ୟ ହରାଇ ଓଲଟିଲା ସିମ୍‌ଲା ଲଙ୍କା…

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ମାଣିକପଥର ଗ୍ରାମ ବିଲରେ ଓଲଟିଲା ଟ୍ରକ୍। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ହେଲପର ଫେରାର ହୋଇଯାଇଛନ୍ତି। ସିଜି୦୭ବି୧୧୪୫୧ ଟ୍ରକଟି ବରଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକ୍ ରେ ସିମଲା ଲଙ୍କା ବୋଝେଇ ହୋଇ…

ବିଜୁଳି ଆଘାତରୁ ଯୁବକ ମୃତ

କୋରେଇ: ଗତ ବିଳମ୍ବିତ ରାତ୍ରୀରେ ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ଥାନା ଅଧୀନ ଶାଳକଣା ଗ୍ରାମରେ ମନ୍ଦିରରୁ ମାଇକ୍‌ ସେଟ୍‌ ଖୋଲୁଥିବା ବେଳେ ବିଜୁଳି ଆଘାତରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ଜଣକ ହେଉଛନ୍ତି ଅଜୟ କୁମାର ସ୍ୱାଇଁଙ୍କ ୨୧ ବର୍ଷିୟ ସାନପୁଅ କାଳିନ୍ଦୀ। କାଳିନ୍ଦୀ ଗୋଟାଏ…

ଦଳୀୟ ସଦସ୍ୟଙ୍କ ଉପସ୍ଥାନ ଦେଖିବେ…

ଭୁବନେଶ୍ବର: ବିଧାୟକ ଦଳ ବୈଠକରେ ଗୁରୁତ୍ବାରୋପ କଲେ ମୁଖ୍ୟମନ୍ତ୍ରୀ ନବୀନ। ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨ ଦିନରୁ ଅଧିକ ଦିନ ଯିଏ ଛୁଟିରେ ଯିବେ ସିଏ ସୁପ୍ରିମୋ ନବୀନଙ୍କ ଅନୁମତି ନେଇ ଯିବାକୁ ପଡ଼ିବ। ସଦସ୍ୟଙ୍କ ଉପସ୍ଥାନ ନେଇ ଦୈନିକ…