Odisha Link
Bridging the Missing Links in Odisha
Daily Archives

November 13, 2019

ଗୃହ ଅପରାହ୍ନ ୩ ଟା ଯାଏଁ ମୁଲତବି

ଭୁବନେଶ୍ବର: ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଏଥିପାଇଁ ଅପରାହ୍ନ ୩ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରଥମେ କଂଗ୍ରେସ ଓ ପରେ ବିଜେପି ସଦସ୍ୟ ମାନେ ଗୃହ ମଧ୍ୟ ଭାଗକୁ ଆସି ହୋହଲା କରିଥିଲେ। ନାରୀ ନିର୍ଯାତନା ପ୍ରସଙ୍ଗରେ ଆଲୋଚନା ନ ହେବାରୁ ହୋହାଲା ହୋଇଥିଲା।…

ବସ୍ ବାଇକ୍ ମୁହାଁମୁହିଁ ଧକ୍କା

ବ୍ରହ୍ମଗିରି: ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ତିନି ଗୁରୁତର ହୋଇଛନ୍ତି। ଯାତ୍ରୀବାହୀ ବସ ସହିତ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଦେବୀ ନାମକ ଯାତ୍ରୀବାହୀ ବସ ଅରଖକୁଦାରୁ ବାହାରି ପୁରୀ ଅଭିମୁଖେ ବାହାରିଥିଲା। ସୂଚନା ଅନୁସାରେ ଦୁଇଟି ବାଇକ ପୁରୀ ପଟୁ ବ୍ରହ୍ମଗିରି ଆସୁଥିଲାବେଳେ ବସ ଟି…

ଦରମା ନ ମିଳିବାରୁ ଅଫିସ ଆଗରେ ଅଳିଆ…

ବାରିପଦା: ବାରିପଦା ମ୍ୟୁନିସିପାଲିଟିରେ ସଫେଇ କର୍ମଚାରୀମାନେ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରିଛନ୍ତି। ୨ମାସ ଧରି ଦରମା ନପାଇ ଅତିଷ୍ଠ ହୋଇ କରିଛନ୍ତି ଏଭଳି କାମ। ଗରିବ ସଫେଇ କର୍ମଚାରୀ ଟିଏ ସକାଳ ହେଵା ମାତ୍ରେ ମଳ-ମୂତ୍ର ଘାଣ୍ଟି ଲାଗିପଡନ୍ତି ଆମ ପରିବେଶକୁ ସଫାସୁତୁରା ରଖି ଆମ ମାନଙ୍କୁ ଏକ…

ଥାନାରୁ ଅଭିଯୁକ୍ତ ଫେରାର

ନବରଙ୍ଗପୁର: ପରିସ୍ରା ଆସୁଛି କହି ଗତ କାଲି ରାତିରେ ପାପଡ଼ାହାଣ୍ଡି ଥାନା ହାଜତରୁ ଜଣେ ଅଭିଯୁକ୍ତ ଖସି ପଳାଇଛି। ଫେରାର ଅଭିଯୁକ୍ତ ହେଉଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅନ୍ତର୍ଗତ ପଠାନଗୁଡ଼ା ଗ୍ରାମର ଅରୁଣ ହରିଜନ। ସୂଚନା ଅନୁସାରେ ଡକାୟତି ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହରେ ପୁଲିସ ଗତକାଲି…

ଶପଥ ଗ୍ରହଣ କଲେ ରୀତା ସାହୁ

ଭୁବନେଶ୍ୱର: ଆଜି ବିଧାନସଭାରେ ବିଜେପୁରର ବିଜେଡି ବିଧାୟିକା ରୀତା ସାହୁ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି। ବିଜେଡି ଟିକେଟ୍‌ରେ ବିଜେପୁର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ରୀତା ସାହୁ ରେକର୍ଡ ସଂଖ୍ୟକ ଭୋଟ୍‌ ପାଇ ବିଜୟିନୀ ହୋଇଥିଲେ।

ଆଜି ଛାଡ଼ଖାଇ: ଆମିଷ ମାର୍କେଟରେ ଭିଡ଼

ଭୁବନେଶ୍ବର: ଆଉ ଆଜି ଛାଡ ଖାଇ। ପବିତ୍ର କାର୍ତ୍ତିକ ପାଇଁ ମାଛ, ମାଂସ, ଅଣ୍ଡାକୁ ଆମିଷ ଛାଡ଼ିଥିଲେ ଲୋକେ। ମାସେ ହେଲାଣି ପାଟିରେ ଟିକିଏ ଆମିଷ ପାଣି ବାଜିନି। କିନ୍ତୁ ଏଥର ଛାଡଖାଇ ବୁଧବାର ପଡୁଥିବାରୁ ଲୋକେ ଭାରି ଖୁସ୍। ଆଜି ସକାଳୁ ଆମିଷ ବଜାରରେ ଭିଡ ଦେଖିବାକୁ ମିଳିଲାଣି। ସକାଳୁ ସକାଳୁ କିଏ ମାଛ,…

ଗଛରୁ ଝୁଲନ୍ତା ମୄତଦେହ ଉଦ୍ଧାର

ପାରାଦୀପ: ପାରାଦୀପ ଲକ୍ ଥାନା ଅନ୍ତର୍ଗତ ନିମିଢି ଗ୍ରାମରେ ଥିବା ସିଦ୍ଧେଶ୍ବର ମନ୍ଦିର ନିକଟରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୄତଦେହ ଉଦ୍ଧାର କରାଯାଇଛି। ତେବେ ମୄତକର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଆଜି ସକାଳୁ ନିମିଢି ଗ୍ରାମର କିଛି ଲୋକେ ପୂଜା କରିବା ପାଇଁ ମନ୍ଦିର କୁ ଯାଇଥିବା…

ଗିରଫ ହେଲେ ନକଲି ଡାକ୍ତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ସୁନ୍ଦରଗଡ ଟାଉନ ଥାନା ପୋଲିସ ତାକୁ ଗିରଫ କରିଛି। ରାଉରେକେଲା ସେକ୍ଟର ୧୫ ଅଞ୍ଚଳରୁ ନକଲି ଡାକ୍ତର ପଦ୍ମନାଭ ମୁଖି କାରୁଆକୁ ଉଠାଇ ନେଇଥିଲା ପୋଲିସ। ତାଙ୍କୁ ଅଧିକ ଜେରା ଚାଲିଛି। ଜିଲ୍ଲାରେ ଏହି ନକଲି ଡାକ୍ତରଙ୍କ କାରନାମା ବେସ…

ବୃଦ୍ଧଙ୍କ ମୁଣ୍ଡ କାଟି ନେଲେ ଦୁର୍ବୃତ୍ତ

ଗଜପତି : ଗଜପତି ଜିଲ୍ଲା ମୋହନା ଥାନା ମେରାମା ସୌରାସାହି ଗାଁ ନିକଟରେ ଜଣେ ବୃଦ୍ଧଙ୍କୁ ହତ୍ୟା ପରେ ମୁଣ୍ଡ କାଟି ନେଇ ଯାଇଛନ୍ତି ଦୁର୍ବୁତ୍ତ। ମୃତକ ହେଲେ ସେହି ଗାଁର ଦାସୁ ମଲ୍ଲିକ। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରୁଛି। ମିଳିଥିବା ସୂଚନା…

ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ଅଧିବେଶନ ପ୍ରଥମ ଦିନରୁ ଅତିରିକ୍ତ ବଜେଟ ଆଣିବେ ସରକାର। ଏହି ଅଧିବେଶନରୁ ଓଡିଶା ବିଧାନସଭାରେ ପେପର ଲେସ ପ୍ରକ୍ରିୟା ଆରମ୍ଭ ହେବ। ଅନ ଲାଇନରେ ତାରକା ଓ ଅଣତାରକା ପ୍ରଶ୍ନ ସହ ଉତ୍ତର ଆସିବ। ସେହିପରି ବିଧାୟକ ମାନେ ଚାହିଁଲେ ନିର୍ଦ୍ଧିଷ୍ଟ ସମୟ…